ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି ।
୨୦୨୨ ଗଣନା ଅନୁଯାୟୀ ଘୋଷଣା ହେଲା ବାଘ ସଂଖ୍ୟା । ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।
ଦେଶର ବିକାଶ ଦିଗରେ ନାରୀ ଶକ୍ତି ପ୍ରମୁଖ ମାଧ୍ୟମ ପାଲଟିଛି । ମହିଳା ମାନେ ସର୍ବ ସମ୍ପର୍ଣ୍ଣା ଓ କୁଶଳୀ । ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ପ୍ରଥମ ଭାରତୀୟ ମହିଳା ଭାବେ IUPAC ଅୱାର୍ଡ ପାଇ ସାରା ଦେଶକୁ ଗର୍ବିତ କରିଛନ୍ତି ।
ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।
ପ୍ଲାଷ୍ଟିକ ବୋତଲରୁ ତିଆରି ଜ୍ୟାକେଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି
ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।
ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ଯେଉଁଟା ଅପସନ୍ଦ ବିଷୟ, ତା ପ୍ରତି ବି ଯଥେଷ୍ଟ ଧ୍ୟାନ ଦିଅ ।
ଗତ ୨୦୨୨ ଗଣତନ୍ତ୍ର ଦିବସରେ ମଧ୍ୟ ସଫେଇ କର୍ମଚାରୀ, ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଟୋ ଚାଳକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଇଣ୍ତୋନେସିଆରେ ଆୟୋଜିତ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ପ୍ରଧାନମନ୍ତୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଭାରତୀୟ ଉପହାର ଦେଇଛନ୍ତି ।
ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।
ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)
ଗୁଜରାଟ ମୋର୍ବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସାହିତ ଥିଲେ ଯବାନ।
କାରଗିଲ ମାଟିରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।
କେଦାରନାଥ ଓ ବଦ୍ରିନାଥ ମନ୍ଦିର ଗସ୍ତରେ ଯାଇ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସମୁଦ୍ରତଟରୁ ୧୧,୩୦୦ ଫୁଟ୍ ଉଚ୍ଚତାରେ ରହିଥିବା ଭାରତୀୟ ସେନା କ୍ୟାମ୍ପରେ ରାତି କଟାଇଛନ୍ତି ।
ଦୀପାବଳିରେ ଯୁବପିିଢିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଛନ୍ତି। ଏହି ରୋଜଗାର ମେଳା ମାଧ୍ୟମରେ ଦେଶର ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି।
ଆଜିଠୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ରୋଜଗାର ମେଳା ଆରମ୍ଭ କରିବେ। ଏହି ରୋଜଗାର ମେଳାରେ ଦେଶରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ଅଫର୍ ଲେଟର ଦିଆଯିବ।
ମୋଦିଙ୍କ ରୋଜଗାର ମେଳା ଯୁବକଙ୍କ ପାଇଁ ଆଣିବ ସୁବର୍ଣ୍ଣ ସୁଯୋଗ । ବେକାର ଯୁବକଯୁବତୀଙ୍କୁ ମିଳିବ ଚାକିରି ।
ଦର୍ଶନ ପରେ ମୋଦି କେଦାରନାଥ ରୋପୱେ ପ୍ରକଳ୍ପର ମୂଳଦୁଆ ପକାଇବେ ।
ଡିଜିଟାଲ ଇଣ୍ଡିଆ ସହ ଗ୍ରାମାଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ