କାଶୀ ବିଶ୍ୱନାଥ କରିଡର୍ର ଲୋକାର୍ପଣ ପରେ ଭବ୍ୟ କାଶୀର ମନମୁଗ୍ଧକର ଦୃଶ୍ୟ । ଆଖି ଝଲସା ଲେଜର ସୋ ଚମକି ଉଠିଥିଲା ଗଙ୍ଗା ନଦୀ ଘାଟ । ଘାଟରେ ଜଳିଥିଲା ଲକ୍ଷାଧିକ ଦୀପ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତିକ୍ଷୀତ ବାରାଣସୀର କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ.. ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି.. ସାଂସଦ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟାରେ କାଶୀର ରୂପରଙ୍ଗ ବଦଳିଯାଇଥିବାରୁ ଲୋକେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି..
କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡ଼ି ହେବ ସଂପର୍କ... ୧୧ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ଗଙ୍ଗାଘାଟ... କାଶୀର ୭ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ କାଶୀ ବିଶ୍ୱନାଥଙ୍କ ପ୍ରସାଦ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ । ଆଜି ପାହାନ୍ତିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା। ଏଥିରେ ବିଟକଏନ ସଂପର୍କରେ ଏକ ଲିଙ୍କ ସେୟାର କରାଯାଇଥିଲା।
ବଡମାନେ ହାର ମାନିଥିଲେ ହେଲେ ସାନ ମାନେ କରି ଦେଖାଇଲେ । ଗାଁର ସମସ୍ୟା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଫଳରେ ସୀମା ବିବାଦ କାରଣରୁ ବର୍ଷ ବର୍ଷ ଧରି ପଡି ରହିଥିବା ପୋଲ ନିର୍ମାଣ ହୋଇପାରିଛି ।
ଦୁଇ ଜିଲ୍ଲାର ସୀମା ବିବାଦ ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି, ଆପତ୍ତି, ଅଭିଯୋଗ ସତ୍ତ୍ୱେ ନାଳ ଉପରେ ପୋଲଟିଏ ହୋଇପାରୁନଥିଲା.. ସବୁ ଚେଷ୍ଟା ପରେ ବି କେହିଶୁଣିଲେନି.. ହେଲେ ଗାଁର ଦୁଇ କୁନି ଭାଇଭଉଣୀ ଏନେଇ ସିଧା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି.. ଉତ୍ତର ବି ମିଳିଲା.. ପୋଲ ନିର୍ମାଣ ହେଲା
ନୋଏଡ଼ା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଆଜି ଆଧାର ଶିଳା ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେଓ୍ୱର ଠାରେ ଏହାର ଶିଳାନ୍ୟାସ ହେବ..ଏହାସହ ୟୁପିକୁ ମିଳିବ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର..
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆହୁରି ୮ ମାସ ମାଗଣା ରାସନ୍ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।
ବଲାଙ୍ଗୀରର ମୋଦିପ୍ରେମୀ ବଜରଙ୍ଗ ଅଗ୍ରୱାଲ। ମୋଦିଙ୍କ ଗସ୍ତ ଅନୁଯାୟୀ ସଂଗ୍ରହ କରି ରଖିଛନ୍ତି ଟଙ୍କା। ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତାଙ୍କୁ ଗିଫ୍ଟ ଦେବେ। ଆସନ୍ତୁ ଭେଟିବା ୭୩ ବର୍ଷୀୟ ଏହି ମୋଦିପ୍ରେମୀଙ୍କୁ।
ଏମ୍ଏସ୍ପିକୁ ନେଇ ଆଇନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ। ଫଳରେ ଚାଷୀ ଭାଇମାନେ ଆନ୍ଦୋଳନ ସମାପ୍ତ କରି ସମ୍ମାନ ପୂର୍ବକ ଭାବେ ଘରକୁ ଫେରିବେ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧି କହିଛନ୍ତି।
ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।
ଆଜି ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହେଲା, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ସବୁଠୁ ଛୋଟ ଓ ଶକ୍ତିଶାଳୀ ହେଲିକପ୍ଟର । ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସେନାର୍ପିତ କରିଛନ୍ତି । ଏହାକୁ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର କୁହାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର, ଏହାସହ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି
ଏକ୍ସପ୍ରେସ ୱେ ହେଲା ଫ୍ଲାଏ ୱେ... ରାଜପଥରେ ଲ୍ୟାଣ୍ଡ୍ କରୁଛି ଗୋଟିଏ ପରେ ଗୋଟିଏ ଫାଇଟର୍ ଜେଟ୍
ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିବ ଯୁଦ୍ଧ ବିମାନ ମିରାଜ-୨୦୦୦ ।
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।
ୟୁପି ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍ ? ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଲେ ଗୁରୁମନ୍ତ୍ର । କରୋନା ଲଢ଼େଇ ସହ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିଥିବାରୁ ମୋଦିଙ୍କୁ ପ୍ରଶଂସା ।
ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ।
ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ଫୋକ୍ସ୍ ଦିଆଯାଇଛି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ଆସନ୍ତାବର୍ଷ ବିଜେପି ଶାସିତ ୪ଟି ରାଜ୍ୟ ସମେତ ୫ଟିରେ ବିଧାନସଭା ନିର୍ବାଚନକୁ ନେଇ ଆଜି ବସିବାକୁ ଥିବା ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ । #OTV
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି।