• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

President Election
ବିଜେଡି ପାଖରେ ଗେମ୍ ଚେଞ୍ଜିଂ ନମ୍ବର

ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱବହନ କରୁଛି।

Badri Patra
ରାଜନୀତିରେ ଯୁବବର୍ଗଙ୍କୁ ନେଇ ବଦ୍ରୀ ପାତ୍ରଙ୍କ ବଡ଼ ବୟାନ

ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ । 

Naveen Patnaik
୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ

ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍‌କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।

Niranjan Bishi
ସାଂସଦ ହଉ ହଉ ନିରଞ୍ଜନଙ୍କ ପାଇଁ ବଢ଼ିଲା ଅଡ଼ୁଆ, ବିଜେଡି ନେତା କଲେଣି ବିଦ୍ରୋହ

ବଲାଙ୍ଗିର ବିଧାୟକ କହିଛନ୍ତି, ନିରଂଜନ ଲଢୁନଥିଲେ, ନାଟକ କରୁଥିଲେ । ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।

Jual Oram - Draupadi
ରାଷ୍ଟ୍ରପତି ନିର୍ବାଚନ; ଚର୍ଚ୍ଚାରେ ଓଡ଼ିଶାର ୨ ଆଦିବାସୀ ଚେହେରା ଜୁଏଲ୍ - ଦ୍ରୌପଦୀ

ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ ।

Sashi Bhusan Behera
ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି ? ପ୍ରତିକ୍ରିୟା ରଖିଲେ ବିଧାୟକ ଶଶୀଭୂଷଣ

ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ଦେଖି ନିଷ୍ପତ୍ତି ନେବେ କହିଲେ ଶଶିଭୂଷଣ ବେହେରା ।

Naveen- pope
‘ଦିନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିନଥିବା ନବୀନ, ସଂଖ୍ୟାଲଘୁ ଭୋଟ ହାତେଇବାକୁ ପୋପ୍‌ଙ୍କୁ ଭେଟିବାକୁ ଯାଉଛନ୍ତି’

ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।

Odisha Politics
BJPର ଦବ୍‌ଦବାରେ ଚେକ୍ ଦେବାକୁ BJDର ୨୪ ବ୍ଳୁ-ପ୍ରିଣ୍ଟ

ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ

New challenges before new ministers - OTV Special Story
ବିଭାଗ ବଣ୍ଟନ ପରେ ଦାୟିତ୍ୱ ନେଉଛନ୍ତି ନୂଆ ମନ୍ତ୍ରୀ

ନୂଆ ମନ୍ତ୍ରୀ, ନୂଆ ଚ୍ୟାଲେଞ୍ଜ୍। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।

CM Naveen to go abroad after many years - OTV Special Report
ଦୀର୍ଘ ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ

ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଦେଶ ଗସ୍ତ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଦୁବାଇ ଯିବେ ଏବଂ ଏହିଦିନ ଇପିକଲ୍, ଫିକି ଓ ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍‌ସୋଲେଟ୍ ପକ୍ଷରୁ ସେଠାରେ ଆୟୋଜିତ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ।

CM Naveen\'s move to pacify dropped ministers - OTV Special Report
ମନ୍ତ୍ରିମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ ପ୍ରୟାସ

ମନ୍ତ୍ରୀମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ । ଦିନ ୧୦ଟା ବେଳେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଜଣେ ପରେ ଜଣେ ନେତା ।

Naveen Patnaik
ଦୁବାଇ-ରୋମ୍‌ରେ ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍‌ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।

Odisha Politics
ମନ୍ତ୍ରିମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ ପ୍ରୟାସ, ନବୀନ ନିବାସ ଡାକି କଲେ ଆଲୋଚନା

୧୦ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ନବୀନ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସଂଗଠନ ମଜବୁତ୍ ପାଇଁ ପରାମର୍ଶ ।

Prasanta Muduli
ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

Naveen Patnaik
ରାଜ୍ୟ ରାଜନୈତିକ ଇତିହାସରେ ପ୍ରଥମ, ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ସବୁ ମନ୍ତ୍ରୀଙ୍କ ଇସ୍ତଫା

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି ।

Naveen Patnaik
ସରକାରୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । ପ୍ରଦୀପ ଅମାତଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି ।

Odisha Politics
୩ କ୍ଷମତାଶାଳୀ ମନ୍ତ୍ରୀ ଏମାନଙ୍କୁ ମହଙ୍ଗା ପଡିଛି କି ବିଭିନ୍ନ ବିବାଦରେ ସଂପୃକ୍ତି ଅଭିଯୋଗ ?

ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି ।

Naveen Patnaik
ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ, ପ୍ରଫୁଲ୍ଲ-ନବ-ସମୀର-ଅଶୋକ ହେଲେ ରିପିଟ୍

ନୂଆମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କୁ ମିଳିଲା ଉଚ୍ଚଶିକ୍ଷା । ବିଭାଗ ବଜାୟ ରଖିଲେ ଅଶୋକ, ସମୀର, ପ୍ରଫୁଲ୍ଲ, ନବ ଓ ନିରଞ୍ଜନ । କ୍ୟାବିନେଟ୍ ପାହ୍ୟାକୁ ଜଗନ୍ନାଥ ଓ ଅଶୋକଙ୍କୁ ପଦୋନ୍ନତି ।

Odisha Politics
ପ୍ରତାପଙ୍କୁ ମହଙ୍ଗା ପଡ଼ିଲା ମାହାଙ୍ଗା ମର୍ଡର ! ବିବାଦ ଯୋଗୁଁ ବଳି ପଡ଼ିଲେ ୩ ହାଇପ୍ରୋଫାଇଲ ମନ୍ତ୍ରୀ ?

ଟାଣୁଆ ମନ୍ତ୍ରୀ ସୁଶାନ୍ତ ସିଂ ମନ୍ତିମଣ୍ଡଳରୁ ବାଦ୍ ପଡିଥିଲେ ମଧ୍ୟ ତାଙ୍କୁ ବଡ଼ ସାଙ୍ଗଠନିକ ଦାୟିତ୍ୱ ମିଳିବା ଚର୍ଚ୍ଚା ହେଉଛି ।

Naveen Patnaik
ସମୂହ ଇସ୍ତଫା ପରେ ଟିମ୍ ନବୀନର ନବକଳେବର, ପ୍ରଥମ ଥର ପାଇଁ ଲୋକସେବା ଭବନରେ ଶପଥପାଠ

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି ।

Naveen Patnaik
5Tରେ ଯୋଡ଼ି ହେଲା ଆଉ ଏକ T ! ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ

ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

New Ministers
ନବୀନ ନିବାସରେ ନୂଆ ମନ୍ତ୍ରୀ, ସୁପ୍ରିମୋ ଦେଲେ ଗୁରୁମନ୍ତ୍ର

ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି ।

To rebuke BJD getting reward
ଘର ନେତା ପଛରେ, ଆମଦାନୀ ନେତାଙ୍କୁ ପୁରସ୍କାର

ବିଜେଡି ସରକାରଙ୍କୁ ଯେଉଁମାନେ କଟୁ ସମାଲୋଚନା କରିଥିଲେ, ଗାଳି ଦେଇଥିଲେ, ନବୀନ ବାବୁଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ତାଙ୍କୁ ମିଳିଛି ପୁରସ୍କାର୍। ଯେଉଁଠି ନିଜ ଦଳର ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ନେତା କଣଠେସା, ସେଇଠି ଆମଦାନୀ ନେତା ଫୁଲ୍ ପାୱାରଫୁଲ୍। ପଢନ୍ତୁ ପୂରା ଖବର…

Sambit patra
ସାଂସଦ ପିନାକୀଙ୍କୁ ସମ୍ବିତଙ୍କ କାଉଣ୍ଟର ଆଟାକ୍‌ ! କହିଲେ କିଏ ଢ଼ୋଙ୍ଗୀ ? ରାତି ଅଧରେ ଏବେ କ’ଣ ଚାଲିଛି ?

ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍‌ଲିଡ୍‌ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି ।

Minister Jyoti Prakash Panigrahi
ପର୍ଯ୍ୟଟନ ମନ୍ତ୍ରୀ ସଫା କଲେ ସ୍କୁଲ ଟଏଲେଟ୍

ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l