• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Prassana Patasani
ଶ୍ରୀମୟୀଙ୍କୁ ପୁଣି ଦାୟିତ୍ୱ, ପ୍ରଶନ୍ନଙ୍କୁ ଯୋଜନା ବୋର୍ଡ ସଦସ୍ୟ କରି ଥଇଥାନ କଲା ବିଜେଡି

 ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ ।

Dhamnagar
ଧାମନଗର ଉପନିର୍ବାଚନ: ଗୋଷ୍ଠୀ କନ୍ଦଳ ଯୋଗୁଁ ଛିଣ୍ଡିପାରୁନି BJD ଅଙ୍କ, ସ୍ଥିର ହୋଇପାରୁନି ପ୍ରାର୍ଥୀ !

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ?

Advertisement
ପ୍ରଚାରରେ ପାଣି ଭଳି ସାରୁଛନ୍ତି ଟଙ୍କା ! ୫ ବର୍ଷରେ ୩୭୮ କୋଟିରୁ ଅଧିକ ଟଙ୍କା ସ୍ୱାହା

ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି ।

Naveen Patnaik
ନବୀନଙ୍କ ଉତ୍ତରାଧିକାରୀ କିଏ ? ସାକ୍ଷାତକାରରେ ବଡ଼ ସଙ୍କେତ ଦେଲେ BJD ସୁପ୍ରିମୋ

ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ ।

Dhamnagar Bypoll
ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା

ବିଜେଡିରେ ଗୋଷ୍ଠୀ କନ୍ଦଳ ବି ତୀବ୍ର ହେଉଛି ଟିକଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି ।

Pramila Mallik
କହୁ କହୁ କହିଦେଲେ ପ୍ରମିଳା, ‘ବିଜେପିର ଫୁଟିବନି କି କଂଗ୍ରେସ ଉଠିବନି’

କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?

BJD Power Show In Bhubaneswar
ରାଜଧାନୀରେ ବିଜେଡିର ପାଓ୍ୱାର ସୋ ! ‘ନଡ୍ଡାଙ୍କ ଗସ୍ତବେଳେ ନବୀନଙ୍କ ଅନୁପସ୍ଥିତିରେ ସମ୍ମିଳନୀ’

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଅପରାଜିତା । ୨୦ ବର୍ଷର ଶାସନ ପରେ ବି ଡର ଲାଗୁଛି କି ପଚାରିଲେ ଅପରାଜିତା  ।

BJD
ଅଜବ ଦୃଶ୍ୟ ! ବିଜେଡି ସମ୍ମିଳନୀରେ ଉଠ୍‌ବସ୍‌ ହେଲେ ଯୁବ-ଛାତ୍ର ନେତା, ହେଲେ କାହିଁକି ?

ବିଜେଡି କର୍ମୀଙ୍କୁ ଲିଡରସିପ୍ ଜ୍ଞାନ ଦେବାବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Jayanarayan Mishra
ସରଗରମ ରାଜ୍ୟ ରାଜନୀତି ! ‘୧୯୯୭ ଭଳି ପରିବର୍ତ୍ତନର ପଦଧ୍ୱନୀରେ ଓଡ଼ିଶାବାସୀ’

ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ ।

Aparajita Sarangi
BJP ମିଟିଂରେ BJD କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କଲେ ଅପରାଜିତା, କହିଲେ ଡରୁଛି କି ଦଳ ?

ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ?

Mohammed Moquim
ବଡ଼ ଖବର ! ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।

Odisha Politics
ଦୁଇଦିନ ପରେ ରାଜଧାନୀରେ ହେବ ପଦ୍ମ ଓ ଶଙ୍ଖ ଦଳର ପାଓ୍ୱାର ସୋ

୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ଓ ବିଜେଡିର ଏଭଳି ପ୍ରତିଯୋଗିତାମୂଳକ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Odisha Politics
ନଡ୍ଡା ବନାମ ନବୀନ ! ୨୯ରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ ।

Soumya Ranjan Patnaik
ସରକାରଙ୍କ ଗୁମର ଖୋଲିଦେଲେ ସୌମ୍ୟ; କହିଲେ ‘ଏଠି ମନ୍ତ୍ରୀଙ୍କ କିଛି ପାୱାର ନାହିଁ’

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?

Pradeep Panigrahi
ସରଗରମ ଗଞ୍ଜାମ ରାଜନୀତି ! ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡିର ମିଶ୍ରଣ ପର୍ବ, ମୁହଁ ଖୋଲିଲେନି ଗୋପବନ୍ଧୁ

ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।

NMA Srimandir
ଧର୍ମର ଜୟ କହିଲେ ଅପରାଜିତା, ଏକାମ୍ର-କୋଣାର୍କ ସୌନ୍ଦର୍ଯ୍ୟକରଣକୁ NMAର ଅନୁମତି

ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର  ।

Bhubaneswar MP Aparajita Sarangi
ସରକାରଙ୍କୁ ଅପରାଜିତାଙ୍କ ଗୁଗ୍‌ଲି ! କହିଲେ ଆଗରୁ ନିୟମ ମାନିଥିଲେ ଏମିତି ସ୍ଥିତି ଆସିନଥାନ୍ତା

ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।

Tara
ମୋକିମଙ୍କୁ ଟାର୍ଗେଟ୍‌ କଲେ ତାରା

କଂଗ୍ରେସ ବିରୁଦ୍ଧରେ କହିଲେ ଲୋକେ ମୋକିମଙ୍କୁ ଗ୍ରହଣ କରିବେନି । ବିଧାୟକ ମହମ୍ମଦ ମୁକିମଙ୍କୁ କାଉଣ୍ଟର କଲେ ବିଧାୟକ ତାରାପ୍ରସାଦ ବାହିନୀପତି ।

Sura Routray
‘ରାହୁଲ ପିଏମ୍‌ ହେବେ, ଶରତ ସିଏମ୍ ହେବ’

କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଗୁଜବକୁ ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ 

Jayanarayan Mishra
ଦିଲ୍ଲୀରେ ନଡ୍ଡା ଓ ଶାହାଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ ପରେ ଓଡ଼ିଶା ଫେରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

Tara-Moquim
କଂଗ୍ରେସ ବିଧାୟକ ମୋକିମ ଝାଡ଼ିଲେ ଅସନ୍ତୋଷ

ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବିନି, କେବଳ କଟକରେ ସୀମିତ ରହିବି କହିଲେ ମୋକିମ ।

Congress
୨୪ ଲଢ଼େଇ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି, ହେଲେ ସେପଟେ ଅସ୍ତ୍ର ତ୍ୟାଗ କଲେଣି ବିଧାୟକ

ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ  ।

BJP
ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା: ବିଜେପି

ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଏପଟେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ନିଜର ମହତ୍ୱାକାଂକ୍ଷାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ନଉପୁଜୁ ।

BJP
ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା।