ପ୍ରତାପ, ଦିବ୍ୟଶଙ୍କର ଓ ଅରୁଣ ସାହୁ ନବୀନଙ୍କ ନୂଆ ଟିମ୍ରୁ ବାଦ୍ ପଡିଛନ୍ତି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ୩ କ୍ଷମତାଶାଳୀ ମନ୍ତ୍ରୀ ଏମାନଙ୍କୁ ମହଙ୍ଗା ପଡିଛି କି ବିଭିନ୍ନ ବିବାଦରେ ସଂପୃକ୍ତି ଅଭିଯୋଗ ? ଏହାକୁ ନେଇ ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି । ଏମାନଙ୍କ ମଧ୍ୟରୁ କେତେ ଜଣଙ୍କର ପଞ୍ଚାୟତ ନିର୍ବାଚନରେ ପ୍ରଦର୍ଶନ ଅାଶାନୁରୂପ ନଥିବା ବେଳେ ଅାଉ କେତେ ଜଣ ଜିଲ୍ଲା ଓ୍ୱାରି କୋଟାରେ ବାଦ୍ ପଡିଥିବା କୁହାଯାଉଛି ।
Published: Satyendu Shekher Mishra
Last updated: 05 June 2022, 09:44 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।