ନଡ୍ଡା ବନାମ ନବୀନ । ବିଜେପି ବନାମ ବିଜେଡି । ଦୁଇଦିନ ପରେ ରାଜଧାନୀରେ ହେବ ପଦ୍ମ ଓ ଶଙ୍ଖ ଦଳର ପାଓ୍ୱାର ସୋ । ବିଜେପି ଜନତା ମୈଦାନରେ କରିବ କାର୍ଯ୍ୟକର୍ତ୍ତା ସମ୍ମିଳନୀ । ଆଉ ବିଜେଡି ଆୟୋଜନ କରିଛି ପ୍ରତିନିଧି ସମ୍ମିଳନୀ । ୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ଓ ବିଜେଡିର ଏଭଳି ପ୍ରତିଯୋଗିତାମୂଳକ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।
Published: Satyendu Shekher Mishra
Last updated: 26 September 2022, 09:11 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।