Advertisment

ଭାରତ ସଂକଳ୍ପ ରଥକୁ ବିଭିନ୍ନ ସ୍ଥାନରେ ବିରୋଧ

ଡ୍ରାଇଭର ଓ କର୍ମଚାରୀଙ୍କୁ ଗାଳିଗୁଲଜ, ଗାଡି ନ ରଖିବାକୁ ଧମକ ।

author-image
Satyendu Shekher Mishra

୧୨ ଡିସେମ୍ବର ୨୦୨୩ । କଟକ ନିଶ୍ଚିତକୋଇଲି ବ୍ଲକ୍ ମାଣପୁର ପଂଚାୟତରେ ଭାରତ ସଂକଳ୍ପ ରଥକୁ ବିରୋଧ । ପୋଲିସ ଉପସ୍ଥିତିରେ ଆୟୋଜନକାରୀଙ୍କ ଉପରେ ଆକ୍ରମଣ । ୨ ଜାନୁଆରୀ ୨୦୨୪ । ଭଦ୍ରକ ବାସୁଦେବପୁରରେ ଭାରତ ସଂକଳ୍ପ ରଥକୁ ବିରୋଧ । ଡ୍ରାଇଭର ଓ କର୍ମଚାରୀଙ୍କୁ ଗାଳିଗୁଲଜ, ଗାଡି ନ ରଖିବାକୁ ଧମକ ।

Advertisment
BJD BJP Congress Odisha Politics
Advertisment
Advertisment