ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ ନେଇ ତେଜିଛି ବିବାଦ।
Published By: Manoranjan Behera
Last updated: 09 January 2024, 09:35 PM IST
ହେ ଭାଇ ହେ ଆଲୋ ଇଏ କ’ଣ ? ଯମପୁରକୁ ଯାଉ ଯାଉ ବ୍ୟାୟାମ କଥା ଟିକେ ମନେ ପଡିଗଲା ? ?