• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

Bharat Sankalpa Rath
ଭାରତ ସଂକଳ୍ପ ରଥକୁ ବିଭିନ୍ନ ସ୍ଥାନରେ ବିରୋଧ

ଡ୍ରାଇଭର ଓ କର୍ମଚାରୀଙ୍କୁ ଗାଳିଗୁଲଜ, ଗାଡି ନ ରଖିବାକୁ ଧମକ ।

Chit Fund Politics
ପୁଣି ଟିଟ୍‌ଫଣ୍ଡ ପ୍ରସଙ୍ଗ ! କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଫେରାଇବୁ ଟଙ୍କା କହିଲା ବିଜେପି

କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।

Bharat Sankalpa Rath
କେନ୍ଦ୍ରର ବିକାଶ ପଥରେ କିଏ ସାଜୁଛି କଣ୍ଟା ? ଭାରତ ସଂକଳ୍ପ ରଥକୁ ବିଜେଡିର ବିରୋଧ !

ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।

Giridhar Gamago
ପୁଣି କଂଗ୍ରେସରେ ଯୋଗଦେବେ ଗମାଙ୍ଗ ପରିବାର

‘ବରିଷ୍ଠ ନେତା ତଥା ବିଧାୟକଙ୍କ ଉପରୁ ଉଠିବ ନିଲମ୍ବନ’ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ।

Naveen Patnaik
ସଭା ମଞ୍ଚରେ ଟକ୍‌ ଫାଇଟ୍; ୨୩ ବର୍ଷ ତଳେ ଶୁଭ ଦେଇଥିଲେ ନବୀନ, ଏଯାଏଁ କାମ ସରିନି...!

ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।

Odisha Politics
ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ ! ମେଡିକାଲ୍ ଶଯ୍ୟାରେ ଥିବା ବେଳେ କାହିଁକି ପ୍ରତ୍ୟାହାର ହେଲା ବହିଷ୍କାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।

Odisha Politics
ସରକାରୀ ଟଙ୍କାରେ ବିଜେଡି କରୁଛି କି ବ୍ରାଣ୍ଡ ନବୀନର ପ୍ରମୋସନ ?

BSKY ନବୀନ କାର୍ଡ ଆୱାରନେସ୍ ପାଇଁ ସ୍କୁଲରୁ ପଞ୍ଚାୟତ ଯାଏଁ ପ୍ରୋଗ୍ରାମ । ‘ନୂଆ ଓ’ କାର୍ଯ୍ୟକ୍ରମରେ ପିଲାଙ୍କ ସାର୍ଟିଫିକେଟରେ ଶଙ୍ଖ ଚିହ୍ନ ।

High Court
ପୁଣି ଚର୍ଚ୍ଚାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ! ଆଉ ମହତ୍ତ୍ୱପୂର୍ଣ୍ଣ ନୁହେଁ କହିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଇ-କୋର୍ଟରେ ମିଳୁଛି ହାଇକୋର୍ଟ ଭଳି ସୁବିଧା: କେନ୍ଦ୍ର ଆଇନମନ୍ତ୍ରୀ  ।

Politics
କଂଗ୍ରେସରୁ ବିଜେଡି-ବିଜେଡିରୁ କଂଗ୍ରେସ-ପୁଣି ବିଜେଡି, ଦଳ ବଦଳ କରି ଚର୍ଚ୍ଚାରେ ସରପଞ୍ଚ

୫ ଦିନରେ ୩ ଥର ଦଳ ପରିବର୍ତ୍ତନ । ପ୍ରଥମେ କଂଗ୍ରେସରୁ ବିଜେଡିକୁ ଗଲେ, ତା ପରେ ବିଜେଡିରୁ ପୁଣି କଂଗ୍ରେସକୁ ଫେରିଲେ । ଏଥର ବି ମନ ଥୟ ରହିଲାନି ଯେ, ତା ପରଦିନ ପୁଣି ବିଜେଡିକୁ ଫେରିଲେ । ମାନେ ଦୁଇ ଥର ଘର୍ ୱାପସି ।

New Challenge For Poltical Party
୨୪ରେ କେଉଁ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ ? ୩ ଦଳରେ ଚାଲିଛି ଅଙ୍କକଷା

ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର।

Panchanan Kanungo
ଭିକେ ପାଣ୍ଡିଆନଙ୍କ ପାଠ ବହୁତ କମ୍, ଇତିହାସ ଜାଣିନାହାନ୍ତି କହିଲେ ପଞ୍ଚାନନ...

‘କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ’ । ‘ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା’ ।

Biswa bhusan Harichandan
‘ଓଡ଼ିଆ ଲୋକ ତୋଷାମଦକାରୀ ନ ହୋଇ ମା-ମାଟି-ମଣିଷ ପାଇଁ ଲଢ଼’

'ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା ହେବ' । 'ସ୍ୱାଧିନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ' ।

VK Pandian
ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ..

ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।

Modi - Rahul
ଓଡ଼ିଶା ଆସିବେ ମୋଦି-ରାହୁଲ ! ବିଜେଡିକୁ ହେବ ଘନ ଘନ ଆଟାକ୍...

ଏଣିକି ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଉତ୍ସାହିତ ଦୁଇ ଦଳ, ବିଜେଡି କହିଲା ପଡ଼ିବନି ପ୍ରଭାବ ।

Balangir
ହରିଶଙ୍କରରେ ନିମ୍ନମାନର କାର୍ଯ୍ୟ ! ସରପଞ୍ଚ-ଯନ୍ତ୍ରୀଙ୍କ ମାରପିଟ୍‌ ପରେ ଫିଟୁଛି ଗୁମର

ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।

Arun Sahoo
ଅରୁଣଙ୍କ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ! ଘେରିଗଲେ ଚାଷୀ, ପଚାରିଲେ ପ୍ରଶ୍ନ...

କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।

Sarat Pattnaik, Congress
‘କଂଗ୍ରେସ ଯୋଗାଯୋଗରେ ବିଜେଡି ନେତା’, ୨୦୨୪ରେ କଂଗ୍ରେସର ସୂର୍ଯ୍ୟ ଉଇଁବ

‘ମଣ୍ଡିରେ ଧାନ ବିକ୍ରି ହୋଇପାରୁନି’ । କଂଗ୍ରେସ ଆକ୍ଷେପର ଜବାବ ରଖିଲା ବିଜେଡି ।

Rahul Gandhi
‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।

Rahul Gandhi
‘ଭାରତ ନ୍ୟାୟ ଯାତ୍ରା’ କରିବ କଂଗ୍ରେସ,୧୪ ରାଜ୍ୟର ୮୫ ଜିଲ୍ଲା ବୁଲିବେ ରାହୁଲ

ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏହି ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ। ଏପରି ଭାବେ ରାହୁଲ ଭାରତ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି।

BJD
ବିଜେଡିରେ ଜଳ ଜଳ ଗୋଷ୍ଠି କନ୍ଦଳ ! ବିଭିନ୍ନ ସ୍ଥାନରେ ପାରାଲାଲ ପ୍ରତିଷ୍ଠା ଦିବସ ପାଳନ

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ?

Narendra Modi
Year Ender 2023: ମହୁଆଙ୍କ ସହ ପିନାକୀଙ୍କ କି ସମ୍ପର୍କ ? ଗୃହରୁ ରେକର୍ଡ ସଂଖ୍ୟକ ସାଂସଦ ନିଲମ୍ବିତ

ନୂଆ ଭାରତକୁ ସାଲ୍ୟୁଟ କରୁଛି ସାରା ବିଶ୍ୱ । ଆଉ ଦେଶ ଭିତରେ ଅନେକ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ସେମିତି କିଛି ବଡ଼ ଘଟଣାକୁ ପୁଣି ମନେ ପକାଇବା ।

Kamiya Jani controversy
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ବିବାଦ, କଳାପାହାଡ଼ ସରକାର କହି ପୁଣି ଟାର୍ଗେଟ୍ କଲା ବିଜେପି

ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।

strategy for general election
୨୪ରେ ଓଡ଼ିଶାରେ ଶଙ୍ଖ ଗଡ଼ ଭାଙ୍ଗିବା ଲକ୍ଷ୍ୟ, ବିଜେପି ଓ କଂଗ୍ରେସର ସମରସଜ୍ଜା

୨୪ରେ ଶଙ୍ଖ ଗଡ଼ ଭାଗିବାକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସମରସଜ୍ଜା। ଉଭୟ ଦଳର ନେତା ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବା ସହ ବିଜେଡି ମୁକାବିଲା ମନ୍ତ୍ର ନେଇ ଫେରିଛନ୍ତି।

Congress appoints Ajoy Kumar in-charge of Odisha
ଡକ୍ଟର ଅଜୟ କୁମାର ଓଡ଼ିଶା ପିସିସିର ନୂଆ ପ୍ରଭାରୀ

ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Governor Raghubar Das
ଲୋକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି । ସମସ୍ୟା ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଲୋକେ ।