ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି ।
ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି।
କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।
ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି।
ସାଧାରଣ ନିର୍ବାଚନ ପାଇଁ ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା, ଯେଉଁଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ।
ପୋଷ୍ଟ ବଢାଇଲା ଚର୍ଚ୍ଚା । ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସର ଭେଟେରାନ୍ ନେତା । ଯାହା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା ।
ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ । ବୈଠକ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଗୋଟିଏ ନ୍ୟାସନାଲ କନଭେନସନ ଓ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ହେଉଛି ।
କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା।
ଖାଲି ସେତିକି ନୁହେଁ ଇନ୍କମ୍ଟାକ୍ସ ବିଭାଗ ୨୧୦ କୋଟି ଟଙ୍କାର ରିକଭରୀ ମାଗିଛି । କ’ଣ ଚାଲିଛି ଏ ଦେଶରେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛନ୍ତି ମାକେନ୍ ।
ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।
ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା
କୁହାଯାଏ ବିଜେଡି ପ୍ରଥମ କରି ଯେତେବେଳେ ଶାସନ କ୍ଷମତାକୁ ଆସିଲା ଏହା ଏକ ଧର୍ମନିରପେକ୍ଷ ଦଳ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା। ଏବେ କିନ୍ତୁ ବିଜେଡି-ବିଜେପି ଗୋଟିଏ ରାସ୍ତାରେ, ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ; ଉଭୟଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆଣିଛି କଂଗ୍ରେସ।
ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।
ବରପଦା ଇଂଜିନିୟରିଂ କଲେଜରେ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ରେଡ୍ ।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ଅଶ୍ୱିନୀଙ୍କ ଅମଳରେ ରେଳ ଯୋଗାଯାଗରେ ଆସିଛି ଢେର୍ ଉନ୍ନତି କହିଲା ବିଜେଡି । ଅଶ୍ୱିନୀ ସମୀକରଣକୁ କି ଦୃଷ୍ଟିରେ ଦେଖିବେ ଦୁଇ ଦଳର କର୍ମୀ ଓ ଭୋଟର ?
ପ୍ରମାଣିତ ହେଲା ବିଜେଡି-ବିଜେପି ନିବିଡ଼ ସମ୍ପର୍କ କହିଲା କଂଗ୍ରେସ । ବିଜେଡିର ଉତ୍ତର ରାଜ୍ୟ ସ୍ୱାର୍ଥ ପାଇଁ ଏଭଳି ନିଷ୍ପତ୍ତି।
ରାଜ୍ୟ କଂଗ୍ରେସକୁ ଜଣକ ପରେ ଜଣେ ଯୁବ ନେତାଙ୍କ ଝଟ୍କା । ଦୁଇ ଦିନ ତଳେ ପୂର୍ବତନ ବିଧାୟକ ନିହାର ମହାନନ୍ଦ ତ ଆଜି ଅଂଶୁମାନ ମହାନ୍ତି। ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବାବେଳେ ଜଣକ ପରେ ଜଣେ ୟଙ୍ଗ ବିଗ୍ରେଡ୍ଙ୍କ ଇସ୍ତଫା କଂଗ୍ରେସକୁ ଦୁର୍ବଳ କରିଛି।
ଉଭୟ ନେତାଙ୍କ ଭେଟଘାଟ୍ ପୁଣିଥରେ ପ୍ରଦୀପଙ୍କ ପଦ୍ମ ଦଳରେ ସାମିଲ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ । ଗତ ଦୁଇଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ । ଆଉ ଏବେ ଅଂଶୁମାନ ।
ନାମାଙ୍କନ ଭରିଥିବା ଦେବାଶିଷ ଓ ଶୁଭାଶିଷ କହିଛନ୍ତି ରାଜ୍ୟ ସ୍ୱାର୍ଥକୁ ଉଚ୍ଚ ସଦନରେ ଉଠାଇବାକୁ ସୁଯୋଗ ମିଳିଲା।
ସୋନିଆ ଗାନ୍ଧି ରାଜ୍ୟସଭା ଯାଆନ୍ତି ତେବେ ୨୦୨୪ ନିର୍ବାଚନରେ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି।
ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ ।
କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ ।