• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

'Winning election without CM face'
ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିବ ୨୪ ନିର୍ବାଚନ ? ତେଜିଲା ରାଜନୀତି

ବିଜେଡି-ବିଜେପି ଏପରି ତୁତୁ ମେମେ ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସରୁ ନିରଂଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ । ଏମାନଙ୍କ ବାଦ୍ ଆଉ କେହି ତାଙ୍କୁ ଦେଖାଯାଉନାହାନ୍ତି ବୋଲି କହି ଏକ ପ୍ରକାର କଟାକ୍ଷ କରିଛନ୍ତି ତାରା ।

Rahul Gandhi,
ରାହୁଲ ଗାନ୍ଧୀଙ୍କ ନି‍ଆରା ଅନ୍ଦାଜ, ରେଳ ଷ୍ଟେସନରେ ’କୁଲି’ ଲୁକରେ ‍ଆସିଲେ ନଜର

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୟମିତ ବ୍ୟବଧାନରେ ବିଭିନ୍ନ ବର୍ଗର ଲୋକମାନଙ୍କ ପାଖକୁ ଯାଇ ସମୟ ଅତିବାହିତ କରିଥାନ୍ତି ।

Members of Congress student wing gherao residence of Higher Education Minister
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ।

Odisha Politics
ଭୋଟ୍ ଜିତିବାକୁ ଆରମ୍ଭ ହେଲା ଗ୍ରାଉଣ୍ଡୱାର୍କ । ଟ୍ରେନିଂ ମାଧ୍ୟମରେ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା

ପ୍ରତ୍ୟେକ ଦିନ ୪ଟି ନିର୍ବାଚନ ମଣ୍ଡଳୀର ୱାର୍ଡ ଓ ପଂଚାୟତ ସ୍ତରର ନେତାଙ୍କୁ ଦିଆଯିବ ଟ୍ରେନିଂ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଦୁଇ ଶହ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ କରୁଛି ଦଳ।

Manmath Routray
କଂଗ୍ରେସକୁ ଅଡୁଆ ସୁରଙ୍କ ଫ୍ୟାମିଲି ପଲିଟିକ୍ସ ! ହାତ ଚିହ୍ନରୁ ନଲଢ଼ିବା ବୟାନ ପରେ ସାନପୁଅ ଦଳରୁ ସସପେଣ୍ଡ

ପିସିସି ସଭାପତି ମଧ୍ୟ କହିଛନ୍ତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ ମନ୍ମଥଙ୍କ ଯୁକ୍ତି ମୁଁ କେବେ ଦଳରେ ନଥିଲି । କିନ୍ତୁ ପ୍ରଶ୍ନ ଉଠୁଛି ସତରେ କଣ ମନ୍ମଥଙ୍କ ଅଜଣାତରେ ତାଙ୍କୁ ପିସିସି ସଦସ୍ୟ କରାଯାଇଛି ?

Manmath Routray
‘ବାରମ୍ବାର ଭୁଲ କରୁଛି କଂଗ୍ରେସ, ମୋତେ PCC ସଦସ୍ୟ କରି ଭୁଲ କରିଥିଲେ, ଏବେ ବାହାର କରି ଭୁଲ କଲେ’

ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।

Sura Routray's Son Manmath Routray
ମନ୍ମଥଙ୍କ ୟୁଟର୍ଣ୍ଣ ସୁରଙ୍କୁ ଅଡୁଆ; ବାପାଙ୍କ ଜିଦ୍‌ ଲଢ଼ିବୁ ଯଦି କଂଗ୍ରେସରୁ..

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।

Manmatha Routray
କଂଗ୍ରେସରୁ ଲଢ଼ିବେନି ମନ୍ମଥ, ଅକ୍ଟୋବରରେ ହଟାଇବେ ସସ୍‌ପେନ୍ସ

କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ।

J. P. Nadda
ଲଜ୍ଜା! ଭାରତୀୟ ସମ୍ବିଧାନର ତ୍ରୁଟିଯୁକ୍ତ ମୁଖବନ୍ଧ ପୋଷ୍ଟ କଲା କଂଗ୍ରେସ, ବର୍ଷିଲେ ଜେପି ନଡ୍ଡା

ଭାରତୀୟ ସମ୍ବିଧାନର ମୁଖବନ୍ଧ ବିଷୟରେ ଜ୍ଞାନ ନ ଥିବା ଦଳଠାରୁ ଆମେ କ’ଣ ଆଶା କରି ପାରିବା ବୋଲି କହିଛନ୍ତି ଜେପି ନଡ୍ଡା

Odisha Politics -BJD
ନବୀନ ନିବାସରେ ୩ ଘଣ୍ଟା ଧରି ବିଜେଡିର ମାରାଥନ୍ ମିଟିଂ

ଆଲୋଚନାର ଫୋକସରେ ଥିଲା 5T ସଚିବଙ୍କ ଜିଲ୍ଲା ଗସ୍ତ। ଏହାର କଣ ପ୍ରଭାବ ରହିଲା ତାର ଫିଡ୍‌ବ୍ୟାକ୍ ନିଆଯାଇଥିଲା।

Odisha Politics -BJD
5T ମଡେଲ ନେଇ ଲଢ଼ିବାକୁ BJDର ବ୍ଲୁ-ପ୍ରିଣ୍ଟ, କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ

5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ ।

G20 Summit
ଭାରତୀୟ ସମ୍ବିଧାନରୁ ହଟିଯିବ କି ଇଣ୍ଡିଆ ଶବ୍ଦ ?

ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।

Former Indian Hockey Captain Prabodh Tirkey
କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଏହି ଅବସରରେ ସାମିଲ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଅଛନ୍ତି ପ୍ରବୋଧ ।

Odisha Politics
କାହିଁକି ଅଦୃଶ୍ୟ ରହିଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସାଂସଦ ? 

5T ସଚିବଙ୍କ ପାଇଁ ସଭା ଆୟୋଜନ କରି ଅନୁପସ୍ଥିତିକୁ ନେଇ ପ୍ରଶ୍ନ ।

Odisha Politics, BJD
ଦିଗପହଣ୍ଡିରେ ବିଜେଡି ଦୁଇ ଫାଳ ! ବିପ୍ଲବ-ବିପିନ ଗୋଷ୍ଠୀ ମୁହାଁମୁହିଁ

ବ୍ଲକ ଅଫିସ ସାମ୍ନାରେ ହଙ୍ଗାମା କଲେ ବିପିନଙ୍କ ସମର୍ଥକ । ଦଳୀୟ କନ୍ଦଳର ଗୋହି ଖୋଳିଲେ ପୂର୍ବତନ ଅଧ୍ୟକ୍ଷଙ୍କ ଗୋଷ୍ଠୀ ।

Parliament Session
ଅଚାନକ କାହିଁକି ଡାକିଲେ ଅଧିବେଶନ ! ସଂସଦର ସ୍ପେଶାଲ ସେସନକୁ ନେଇ ବଢ଼ୁଛି ସସ୍‌ପେନ୍ସ..

ପାର୍ଲାମେଣ୍ଟରେ ଆସିପାରେ ‘ୱାନ୍ ନେସନ-ୱାନ୍ ଇଲେକ୍ସନ’ ବିଲ୍ ।

Odisha Assembly Speaker
ବାଚସ୍ପତି ରେସ୍‌ରେ ପ୍ରଫୁଲ୍ଲ-ଦେବୀ-ଅମର

କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।

Gas Politics
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ?

କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।

Pradeep Panigrahi
5T ସଚିବଙ୍କୁ ପ୍ରଦୀପ ନୂଆ କଳାପାହାଡ଼ ସହ ତୁଳନା କରିଛନ୍ତି

ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବେ ବିଶ୍ୱାସ ହେଉନି।’

Pradeep Panigrahi
ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ‘5T ସଚିବ ‘ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ’ ନୀତି ଅପଣାଇଛନ୍ତି

 ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି ଅଭିଶାପ।’ 

s
‘ନବୀନଙ୍କ ଶାସନ ବ୍ୟବସ୍ଥାରେ କ୍ରୀତଦାସ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି’

ଏହାସହ କୋଭିଡ୍ ସମୟରେ ତାଙ୍କର ମନ୍ତବ୍ୟକୁ ନେଇ 5T ସଚିବ ଯେଉଁକଥା କହିଥିଲେ, ତା’ର ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିବେ ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Pandian Project
ପାଣ୍ଡିଆନ୍ ପ୍ରୋଜେକ୍ଟ ନାଁରେ ଜମି ହଡ଼ପ, କେହି କିଛି କରିପାରିବେନି...!

ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ତାର ବାଡ଼ ଦେଇ ଏହାକୁ ଘେରାବନ୍ଦୀ କରାଯାଇଛି।

Pradeep Panigrahi
ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

5T ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ।

Pradeep Panigrahi
ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ ! ମୁଁ ଯାଉଛି, ମୋର କିଛି ହେଲେ CM-DG-CS ଦାୟୀ

ସରକାରୀ କାର୍ଯ୍ୟକ୍ରମରେ ୪ ହଜାର ପୋଲିସ ଜଗିବେ। ଓଡ଼ିଶା ଲୋକଙ୍କୁ କ’ଣ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। 

Ganjam BJP, Odisha Politics
ବିରୋଧ ଭୟ ! ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ମଧ୍ୟ ଉଠାଇନେଇଛି । ଆଲୋକ ଶତପଥୀ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇନେଲା ପୋଲିସ ।