• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress

MP Aparajita Sarangi On Naveen Patnaik And 5T Secretary
‘ମୁଖ୍ୟମନ୍ତ୍ରୀ ଅସୁସ୍ଥ; ତାଙ୍କୁ ଗୃହବନ୍ଦୀ କରାଯାଇଛି, ଏଇ ୪ ବର୍ଷ ହେଲା ଏମିତି ଚାଲିଛି’

ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।

BJD, Sankha Bhawan
ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ବିଜେଡିର ଜୋରଦାର ପ୍ରୟାସ

କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।

2024 Lok Sabha polls
୨୪ ନିର୍ବାଚନରେ ଓଡ଼ିଶାରେ କେମିତି ପଦ୍ମ ଫୁଟାଇବ ବିଜେପି ?

ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।

Puri Srimandir Ratna Bhandar key row
ସୁରକ୍ଷିତ ତ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର; ରତ୍ନଭଣ୍ଡାର ଖୋଲିବା ନେଇ କାହିଁକି ବିଳମ୍ବ ?

ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର । ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ । ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି, କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ ।

Odisha Politics BJD
5T ସଚିବଙ୍କ ପାଇଁ ଢାଲ ସାଜୁଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କହିଲା ବିଜେପି । କଂଗ୍ରେସ କହିଲା ନେତାଙ୍କୁ ଘାରିଛି ଟିକଟ ଭୟ ।

Odisha Politics
କଂଗ୍ରେସ କହିଲା ଟିକଟ କଟିବା ଭୟରେ ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ନେତା

ବିଜେଡି ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚ୍ଛଦପଟ୍ଟର ଲୋକ ଶାସନ ଚଲାଉଛନ୍ତି କହିଲେ ପୃଥ୍ୱୀରାଜ ।

Bhartruhari Mahatab
ସୌମ୍ୟଙ୍କ ପରେ ଭର୍ତ୍ତୃହରି ମାରିଲେ ତୀର ! ହେଲେ ବାଜିଲା କାହାକୁ..?

ନୂଆଦିଲ୍ଲୀରେ ଫକୀରମୋହନ ସେନାପତିଙ୍କ 'ଦ ମେକିଂ ଅଫ୍ ଆନ ଅଥର' ପୁସ୍ତକର ଉନ୍ମୋଚନ ଅବସରରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

Nabarangpur Disha Meeting
ଦିଶା ବୈଠକରେ 5T ଝଡ଼, ବିଗିଡିଲେ ଉମରକୋଟ ବିଧାୟକ

5T ଅଧୀନରେ ଚାଲିଥିବା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

PCC PRESIDENT
ଦଳ କେମିତି ମଜବୁତ ହେବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି

ଦଳ କେମିତି ମଜବୁତ ହେବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି । ୩୧୪ ବ୍ଲକରେ କର୍ମୀ ଓ ନେତାଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ବିଜେପି ଓ ବିଜେଡ଼ିର ଅସଫଳତା ସମ୍ପର୍କରେ କୁହାଯିବ : ପିସିସି ସଭାପତି

PhonePe warns Congress
ମଧ୍ୟପ୍ରଦେଶ ପଲିଟିକ୍ସରେ PhonePeର ଏଣ୍ଟ୍ରି : କଂଗ୍ରେସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ

କଂଗ୍ରେସର ପୋଷ୍ଟର ଦେଖି ଫୋନପେ ଦେଲା ଚେତାବନୀ, ପୋଷ୍ଟରରେ ଶିବରାଜ ସିଂ ଚୌହାନଙ୍କ ଚେହେରା।

Sarat Pattnaik
‘ଅଡିଓ ବର୍ତ୍ତାରେ କ’ଣ ରହିଛି ସତ୍ୟତା ? ତାହା ମୁଖ୍ୟମନ୍ତ୍ରୀଙ୍କର ତ ?’, ପଚାରିଲେ ଶରତ

ଗୋଟିଏ ପଟେ ବିଜେପି ବାରମ୍ବାର ସରକାର ଓ ସଚିବଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ବି ଫୁଲ୍‌ ଦମ୍‌ରେ ଆଗକୁ ଆସିଛି ।

Jaydev Jena
ଜୟଦେବଙ୍କ ସାଙ୍ଘାତିକ ବୟାନ; କୁଆଡ଼େ ଯିବା ସ୍ଥିତିରେ ନାହାନ୍ତି ମୁଖ୍ୟମନ୍ତ୍ରୀ

ଥମୁନି 5T ସଚିବଙ୍କ ଗସ୍ତ ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍‌ ବାର୍ତ୍ତାକୁ ନେଇ କଂଗ୍ରେସ ନେତା ଜୟଦେବ ଜେନାଙ୍କ କଟାକ୍ଷ ।

Bijay Pattnaik
Odisha Politics: 5T ସଚିବଙ୍କ ବିରୋଧରେ କେନ୍ଦ୍ର ନିକଟରେ ଫେରାଦ ହେଲେ ବିଜୟ

ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା କେନ୍ଦ୍ରକୁ ଜଣାଇଛନ୍ତି ବିଜୟ ।

JP Nadda
Odisha Politics: ଏଠି ଅଧିକାରୀଙ୍କୁ ଭଡ଼ାରେ ସରକାର ଚଲାଇବାକୁ ଦେଇଦିଆଯାଇଛି କହିଲେ ନଡ୍ଡା

ଭବାନୀପାଟଣା ଟାଉନହଲରେ ଆୟୋଜିତ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରି ୨୪ ସାଧାରଣ ନିର୍ବାଚନ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି ନଡ୍ଡା।

JP Nadda
Odisha Politics: ରାଜ୍ୟରେ ଖୋଲିବ ଆବାସ ଜାଲିଆତିର ପୋଲ୍ ! ଜେଲ ଯିବେ ଭ୍ରଷ୍ଟାଚାରୀ...

ଭବାନୀପାଟଣା ସଭାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା । ରାଜ୍ୟ ସରକାର ଉପରେ ବର୍ଷିଲେ ନଡ୍ଡା ।

Odisha Politics, JP Nadda
ଓଡ଼ିଶାରେ ନଡ୍ଡା‌; ବରଗଡ଼ରେ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର, ଭବାନୀପାଟଣା ସଭା ଉପରେ ସମସ୍ତଙ୍କ ନଜର

ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

CM Naveen Patnaik, BJD
ସମଦୂରତା ନାଁରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ?

ବିଜେପି ସହ ବିଜେଡି ଥିବା ନେଇ ଟିଏମ୍ସିର ଅଭିଯୋଗ । ଡେରିକ ଓ'ବ୍ରାଏନ୍‌ଙ୍କ ଅଭିଯୋଗ ପରେ ତେଜିଲା ରାଜନୀତି ।

Odisha Politics
CM କାହିଁକି ଅସମର୍ଥ ପଚାରିଲେ ଅପରାଜିତା, ପାଣ୍ଡିଆନ୍‌ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦିଅନ୍ତୁ କହିଲେ ମୋହନ

ମୁଖ୍ୟମନ୍ତ୍ରୀ ସୁସ୍ଥ କି ନୁହେଁ, ସାଲୁଜା ମାଗିଲେ ସ୍ପଷ୍ଟୀକରଣ । 5T ସଚିବଙ୍କ ବାବଦରେ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଝଡ଼, ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ ।

Odish Politics
ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଭୋଟ ଦେଇଛନ୍ତି, ହେଲେ ଶାସନ କିଏ କରୁଛି ?

ବିଜେଡି ନେତାଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର କହିଲେ ସାଲୁଜା ।

SHG Groups
ସିଏମ୍ ରିଲିଫ୍ ଫଣ୍ଡ୍ ଭଳି ସମାନ୍ତରାଳ ଭାବେ ଗଠନ ହେବାକୁ ଥିବା SHG ରିଲିଫ୍ ଫଣ୍ଡକୁ ନେଇ ବିବାଦ

SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

electric power cut
ମନ୍ତ୍ରୀ ଖୋଲିଦେଲେ ନିଜ ବିଭାଗର ଗୁମର; ବିଜୁଳି ବିଭ୍ରାଟ ପଛରେ ଦୁର୍ବଳ ଭିତ୍ତିଭୂମିକୁ ଇସାରା

ପାୱାର କଟ୍‌କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଲାଣି । ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଥିବାବେଳେ ଖୋଦ ବିଜେଡି ସାଂସଦ ବି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ।

electric power cut
ମନ୍ତ୍ରୀ ଖୋଲିଦେଲେ ନିଜ ବିଭାଗର ଗୁମର; ବିଜୁଳି ବିଭ୍ରାଟ ପଛରେ ଦୁର୍ବଳ ଭିତ୍ତିଭୂମିକୁ ଇସାରା

ମାନିଲେ ଶକ୍ତିମନ୍ତ୍ରୀ । ଆଉ ତା ସହ ନିଜ ବିଭାଗର ପୋଲ୍ ନିଜେ ଖୋଲିଲେ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ଯାଉଛି ବିଜୁଳି ।

Taraprasad Bahinipati
କମିଗଲାଣି କି ତାରାଙ୍କ ପତିଆରା ! AICC ଛଡ଼ାଇନେଲା ପତ୍ନୀଙ୍କ ପଦବୀ

ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି ।

Train Mishap
କେତେ ଜଣଙ୍କ ଜୀବନ ନେଇଛି କରମଣ୍ତଳ..୨୭୫ ନା ୨୮୮ ?

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।

Panchayat meeting, BJD, Congress
ବିଜେଡିରେ ଗୋଷ୍ଠୀ କନ୍ଦଳ : ମତେ କହିଲେ ମୁଁ କରିବି କଣ?

ପଂଚାୟତ ବୈଠକରେ ହାଇଡ୍ରାମା । ବିଧାୟକଙ୍କ କଥାରେ ବିଡିଓ କାମ କରୁଥିବା ଅଭିଯୋଗ କଲେ ବିଜେଡି ନେତା । ସେପଟେ ନରସିଂହ କହୁଛନ୍ତି ତାଙ୍କ ଦଳରେ ପ୍ରବଳ କନ୍ଦଳ...ମତେ କହିଲେ ମୁଁ କିରବି କଣ?