ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ଗହଣା ବ୍ରାଣ୍ଡ୍ର କାର୍ଯ୍ୟକ୍ରମରେ ପ୍ୟାରିସ୍ ଯାଇଛନ୍ତି। ପ୍ରିୟଙ୍କା ନିଜ ସୌନ୍ଦର୍ଯ୍ୟର ଯାଦୁକୁ ଏଠାରେ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଅନେକ ହଲିଉଡ୍ ସେଲିବ୍ରିଟି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରଶଂସା ନ କରି ରହିପାରି ନାହାନ୍ତି।
ସୋନାକ୍ଷୀ ସିହ୍ନା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି।
ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।
ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।
ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଛି। ଏ ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।
ଗୋଟିଏ ଦିନରେ ଆସିଛି ୩ ଫିଲ୍ମ। ସେଗୁଡିକ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ସହିତ ଆଦିୱି ଶେଷ୍ଙ୍କର ‘ମେଜର’। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଏବେ ତାହା ସ୍ପଷ୍ଟ ହେଇଯାଇଛି…
କେ.କେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି।
ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…
SSKM ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ରବୀନ୍ଦ୍ର ସଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ମହାନ୍ କଳାକାରଙ୍କ ମରଶରୀରକୁ ଦିଆଯାଇଥିଲା ଗନ୍ ସାଲ୍ୟୁଟ୍ ।
ହୃଦ୍ଘାତରେ ଜଣାଶୁଣା ଗାୟକ କେକେଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଥିଲେ। କିନ୍ତୁ ସଂଗୀତ ଦୁନିଆର ଏହି ବାଦଶାହା କେବେ ବି ଗୀତ ଶିଖି ନଥିଲେ। ଆସନ୍ତୁ ତାଙ୍କ ବିଷୟରେ କେତେକ ଅଜଣା କଥା ଜାଣିନେବା।
ହୋଟେଲକୁ ଯାଆ-ଆସ କରୁଥିବା ଲୋକଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି । ଏହିଭଳି ଭାବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ ମିକାଙ୍କୁ ରଖାଯାଇଛି ।
ରିଲିଜ୍ ହୋଇଛି ଆମୀର ଖାନ୍ଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ର ଟ୍ରେଲର। ସାଧାରଣ ମଣିଷର ଅସାଧାରଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା। ଆମୀରଙ୍କ ସହ ପୁଣି ଥରେ ନଜର ଆସିବେ ହିଟ୍ ଯୋଡ଼ି କରିନା।
ବଲିଉଡ୍ ଓ ସାଉଥ୍ ସିନେମା ବିବାଦ ଥମିବାର ନା ଧରୁନି। ସେଲିବ୍ରେଟିମାନେ ବାକ୍ ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି। ଏହି ଭାଷା ବିବାଦକୁ ଏବେ ରୋହିତ ଶେଟ୍ଟୀ ଲମ୍ଫ ମାରିଛନ୍ତି। ଦେଖନ୍ତୁ ସେ କ’ଣ କହିଛନ୍ତି...
ବର୍ତ୍ତମାନ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀ ଭିତରେ ଚାଲିଥିବା ବିବାଦ ଭିତରେ ସୋନୁ ସୁଦ୍ ନିଜର ମତ ରଖିଛନ୍ତି। ସାଉଥ୍ ଫିଲ୍ମ କରିବା ଦ୍ୱାରା ତାଙ୍କର କ’ଣ ଲାଭ ହୁଏ ସେ କହିଛନ୍ତି।
ହିନ୍ଦୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କିଚ୍ଚା ସୁଦୀପଙ୍କ ଏକ ଗୀତ ହିନ୍ଦୀରେ ରିଲିଜ୍ ହୋଇଛି। ଏହି ଗୀତରେ ତାଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ଜବରଦସ୍ତ ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ। ଦେଖନ୍ତୁ ଏହି ଭିଡିଓ…
ରିଲିଜ୍ ହୋଇସାରିଛି 'ଭୁଲ୍ ଭୁଲୈୟା ୨'। କାର୍ତ୍ତିକ ଆର୍ଯ୍ୟାନଙ୍କ ସମେତ କିୟାରା ଆଭଭାନୀ ଓ ତବୁଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ତେବେ ଏହାର ପ୍ରଥମ ଭାଗ ସିନେ ପ୍ରେମୀଙ୍କୁ ଯେତିକି ଛୁଇଁଥିଲା ଏହା ସେଭଳି କରିପାରିବ ନାହିଁ ବୋଲି ଅନୁମାନ କରାଯାଉଛି।
ପାଠ ପଢିବାକୁ ଚାହୁଁଥିଲେ ସୋନୁ କୁମାର। ଏନେଇ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗୁହାରି। ସୋନୁ ସୁଦ୍ ଏହି ଖବର ପାଇବା ପରେ କରିଦେଲେ…
ପ୍ରେମର ନୂଆ ନାଁ ଦେବେ ମଲାଇକା ଓ ଅର୍ଜୁନ। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ। ଏହି ଦିନ ବିବାହ କରିବେ ବୋଲି ଆସିଛି ଖବର।
'ନିକମ୍ମା'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ନିଆରା ଢଙ୍ଗରେ ଦର୍ଶକଙ୍କୁ କରିବେ ମନିରଂଜନ। ତାଙ୍କୁ ଥଣ୍ଡର ୱିମେନ୍ ଓ ମଞ୍ଜୁଲିକା ଅବତାରରେ ଦେଖିବାକୁ ମିଳିବ।
‘ଆଶ୍ରମ ୩’ର ଟ୍ରେଲର୍ ରିଲିଜ୍ ହେବା ପରେ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ହଟ୍ ଲୁକ୍ ଲୋକଙ୍କୁ ପାଗଳ କରୁଛି।
ସୋସିଆଲ ମିଡିଆରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍ଲିନ୍ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…
ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।
ସଲମାନ ତାଙ୍କର ନୂଆ ଫିଲ୍ମ 'କଭି ଇଦ୍ କଛି ଦିୱାଲୀ'ର ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଲୁକ୍ ଶେୟାର କରି ସଲମାନ ଖାନ ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି।
ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର
ମହେଶ ବାବୁଙ୍କ ଏକ ବିବାଦୀୟ ମତ ଏବେ ପୁଣି ଚର୍ଚ୍ଚାରେ ଥିବା ବେଳେ ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ବଲିଉଡ ଏକ କମ୍ପାନୀ ନୁହେଁ ବୋଲି ସେ କହିଛନ୍ତି।