ବଚ୍ଚନ ପରିବାରର ବୋହୂ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ସଲମାନ ଖାନ୍ ଓ ବିବେକ ଓବେରାୟଙ୍କ ସହ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଐଶ୍ୱର୍ଯ୍ୟାଙ୍କ ହାତ ଧରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କର ମଧ୍ୟ କରିସ୍ମା କପୁରଙ୍କ ସହ ଏନ୍ଗେଜ୍ମେଣ୍ଟ୍ ହୋଇଯାଇଥିଲା। ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ...
‘ଆଦିପୁରୁଷ’ର ଟିଜର ରିଲିଜ୍ ହେବା ପରେ ଏହା ବିବାଦ ଘେରକୁ ଆସିଥିଲା। ରାବଣ ଓ ହନୁମାନଙ୍କ ଲୁକ୍ ଲୋକଙ୍କୁ ପସନ୍ଦ ଆସିନି। ଟ୍ରୋଲ୍ ପରେ ଡରିଗଲେ କି ନିର୍ମାତା। ଘୁଞ୍ଚିଲା ରିଲିଜ୍ ତାରିଖ।
ବଲିଉଡ୍ରେ ହିରୋଇନ୍ମାଙ୍କ ପାଇଁ ଷ୍ଟଣ୍ଟ୍ ଦେବାକୁ ହେଲେ ପୁରୁଷ ଷ୍ଟଣ୍ଟ୍ କଳାକାରଙ୍କ ଆବଶ୍ୟକ ହେଉଥିଲା। ମହିଳାଙ୍କ ବେଶରେ ସେମାନେ ଦେଉଥିଲେ ଷ୍ଟଣ୍ଟ୍। କିନ୍ତୁ ସବୁକିଛି ବଦଳିଗଲା ଯେତେବେଳେ ରେଶମା ପଠାନଙ୍କ ହେଲା ପ୍ରବେଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ।
ଆଜି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ ଏବଂ ସେ ୨୪ ବର୍ଷରେ ପାଦ ଦେଇଛନ୍ତି। ୨୦୧୯ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ତାଙ୍କ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣିନେବା।
ପଶ୍ଟିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବିବାଦରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ତାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ ହୋଇଥିବା ଜଣାଯାଇଛି। ଜାଣନ୍ତୁ ଏନେଇ ସେ କ’ଣ କହିଛନ୍ତି।
ନିଜ ଶରୀରକୁ ଅଧିକ ଆକର୍ଷଣୀୟ କରିବାକୁ ଅନେକ କଳାକାର ପ୍ଲାଷ୍ଟିକ୍ ସର୍ଜରୀକୁ ବାଛି ନେଉଥିବା ଦେଖାଯାଏ। ଏହାକୁ ନେଇ ବେଳେ ବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ମଧ୍ୟ ନଜିର ରହିଛି। ଏବେ କ୍ୟାଟ୍ରିନା କୈଫ୍ ସେହି ପ୍ରକ୍ରିୟାକୁ ଆପଣେଇ ନେଲେ କି?
କ୍ୟାଟ୍ରିନା ଏବଂ ଭିକି ବିବାହ ପୂର୍ବରୁ ନିଜ ସମ୍ପର୍କକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ କିନ୍ତୁ ବିବାହ ପରେ ଉଭୟ ପରସ୍ପରଙ୍କୁ ଖୁବ ଭଲ ପାଉଥିବା ଜଣାଯାଏ। ତେବେ ସେଇ ଭଲ ପାଇବାକୁ ନେଇ ଆସନ୍ତୁ ଜାଣିବା କାଟ୍ରିନାଙ୍କୁ ରାତିରେ ନିଦ ନ ହେଲେ କ’ଣ କରନ୍ତି ଭିକି କୌଶଲ।
'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ କିଏ ଅଭିନୟ କରିବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ଚରିତ୍ରକୁ ନେଇ କେତେବେଳେ ରଣବୀର ସିଂହଙ୍କ ନାମ ଆସିଛି ତ ପୁଣି କେତେବେଳେ ହ୍ରିତିକ ରୋଶନ। ଏବେ ଏମିତି ଜଣେ ସୁପରଷ୍ଟାରଙ୍କ ନାମ ଆସିଛି ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ଖୁସି ସୀମା ପାର ହୋଇଯିବ।
ଆଜି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ଆଜି ୪୮ ବର୍ଷ ହୋଇଛି। ଏହା ଭିତରେ ବଲିଉଡରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ରବୀନା ଡେବ୍ୟୁ କରିବା ସମୟରେ ଯେମିତି ଗ୍ଲାମର ଓ ଫିଟ୍ ଥିଲେ ଆଜି ବି ସେମିତି ଅଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ରୋଚକ କଥା ଜାଣିନେବା।
ନିଆରା କାହାଣୀ ଯୋଗୁଁ ଲୋକମାନେ 'ଥ୍ୟାଙ୍କ୍ ଗଡ୍'ର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।
କନ୍ନଡର ନୂଆ ଫିଲ୍ମ 'କାନ୍ତାରା' ଦିନକୁ ଦିନ ନୂଆ ରେକର୍ଡ କରିଚାଲିଛି। ଏହାର ରୋଜଗାରରେ ବହୁତ ବଡ ସଫଳତା ମିଳିଛି। ଫିଲ୍ମ 'କେଜିଏଫ୍' କୁ ଅତିକ୍ରମ କରି ଏହା କନ୍ନଡ଼ର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ହୋଇପାରିଛି। ।
ଅନେକ ଭାରତୀୟ ତାରକା ବିଦେଶୀ ଚଳଚ୍ଚିତ୍ରରେ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଅନେକ ବିଦେଶୀ ଅଭିନେତା ମଧ୍ୟ ବଲିଉଡରେ ଭାଗ୍ୟ ପରୀକ୍ଷା କରିବାକୁ ଆସନ୍ତି। ପଡୋଶୀ ଦେଶ ପାକିସ୍ତାନର ଅନେକ ତାରକା ମଧ୍ୟ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରି ଚକ୍ମା ଦେଖେଇଛନ୍ତି। ସେମାନେ କିଏ ଆସନ୍ତୁ ଜାଣିବା...
ବଲିଉଡ୍ ସଂକଟ ଦେଇ ଗତି କରୁଥିବା ବେଳେ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିବା ପାଇଁ ନିର୍ମାତାମାନେ ଅନେକ ପ୍ରକାରର ଅଫର ଦେଉଛନ୍ତି। ବର୍ତ୍ତମାନ ନିର୍ମାତା ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ୍ ୨'କୁ ନେଇ ଏମିତି କିଛି ଯୋଜନା କରିଛନ୍ତି। ଜାଣନ୍ତୁ ସେ କ’ଣ ଅଫର୍ ଦେଉଛନ୍ତି।
ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ 'ବ୍ରହ୍ମାସ୍ତ୍ର: ଶିବା' ଓଟିଟି ଦୁନିଆରେ ପ୍ରବେଶ କରିଛି। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରୁ ନିଜ ପସନ୍ଦର ଭାଷା ଚୟନ କରି ଦର୍ଶକମାନେ ଏହାକୁ ଦେଖିପାରିବେ। ନଭେମ୍ବର ୪, ୨୦୨୨ ରେ ଏହା ବଡ ପରଦାରେ ରିଲିଜ୍ ହୋଇଥିଲା।
ଆଜିକାଲି ପାନ୍ ଇଣ୍ଡିଆ ସୁପର୍ଷ୍ଟାର୍ ପ୍ରଭାସ୍ଙ୍କ ଡିମାଣ୍ଡ କହିଲେ ନସରେ। ତାଙ୍କୁ ଏବେ ସବୁ ନିର୍ମାତା ନେବାକୁ ଇଛା କରୁଛନ୍ତି। ଏହା ଭିତରେ ସେ ୨ଟି ଫ୍ଲପ୍ ଫିଲ୍ମ ଦେଇଥିଲେ ବି ତାଙ୍କ ଉପରେ ଏହାର କୌଣସି ଫରକ ପଡିନି। ଏବେ ବି ତାଙ୍କ ହାତରେ ୧୨୦୦ କୋଟିରୁ ଅଧିକ ବଜେଟ୍ର ଫିଲ୍ମ ଅଛି। ଜାଣନ୍ତୁ କ’ଣ ସବୁ…
ଆଜି ‘ବାହୁବଲୀ’ ଫେମ୍ ପ୍ରଭାସଙ୍କ ଜନ୍ମଦିନ। ସେ ଏତେ ଝିଅଙ୍କ ହୃଦୟରେ ରାଜ୍ କରନ୍ତି ଯେ ଦିନେ ତାଙ୍କ ପାଖକୁ ଆସିଥିଲା ୬ ହଜାର ଝିଅଙ୍କ ପ୍ରସ୍ତାବ। ଏସବୁକୁ କିନ୍ତୁ ସେ ଗ୍ରହଣ କରି ନଥିଲେ। ହେଲେ କାହିଁକି ଆସନ୍ତୁ ଜାଣିବା।
ହଲିଉଡ୍ରେ ରିମେକ୍ ହେବ ବଲିଉଡ୍ର ଏକ ଫିଲ୍ମ। ଏନେଇ ଆମେରିକାରୁ ଆସିଛି ଅଫର୍। ଏନେଇ ଏହି ଫିଲ୍ମର ନିର୍ମାତା ଭିପୁଲ ଅମ୍ରୁତଲାଲ୍ ଶାହାଙ୍କ ଖୁସି କହିଲେ ନ ସରେ। ଏହା କେଉଁ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ…
ସାଉଥ୍ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ହିଟ୍ ହେବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଯିଏ ଦେଖୁଛି ସିଏ ପ୍ରଶଂସାରେ ପୋତି ପକଉଛି। କଙ୍ଗନା ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଭୁଲିବେ ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ଆଉ କ'ଣ କହିଲେ।
ଯୌନ ନିର୍ଯାତନା ମାମଲାରେ ଫଶିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ସାଜିଦ୍ ଖାନ୍। ତାଙ୍କ ବିରୁଦ୍ଧରେ ମାମଲା ଆଣିଛନ୍ତି ଶର୍ଲିନ୍ ଚୋପ୍ରା। ଯୌନ ମାମଲାକୁ ନେଇ ସେ ଯାହା ଅଭିଯୋଗ ଆଣିଛନ୍ତି ଆପଣ ଜାଣିଲେ ଲାଜରେ ମୁଣ୍ଡ ନଇଁଯିବ।
ପ୍ରତି ଶୁକ୍ରବାର ବକ୍ସ ଅଫିସ୍ରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ସେଥିମଧ୍ୟରୁ କିଛି ଫିଲ୍ମ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଉଥିବା ବେଳେ ଓରମାକ୍ସ ମିଡିଆ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ର ଏକ ରିପୋର୍ଟ କାର୍ଡ ଶେୟାର କରିଛି।
ବଲିଉଡ୍ରେ ଏମିତି ୫ ଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏମାନଙ୍କ ଆଗରେ ଅନେକ ଅଭିନେତା ମଧ୍ୟ ଫିକା ପଡିଯିବେ। ଜାଣିଛନ୍ତି ସେମାନେ କିଏ ଆଉ କେତେ ଟଙ୍କା ସମ୍ପତ୍ତିର ମାଲିକାଣୀ? ଆସନ୍ତୁ ନଜର ପକେଇବା।
ବ୍ଲାକ୍ ୱାଟରରେ ମିନେରାଲସ୍ ଥିବାରୁ ଏହାର ଚାହିଦା ବଢ଼ି ବଢ଼ି ଚାଲିଛି । ମଲାଇକା, ଉର୍ବଶୀ, କରନ ଜୋହର, ଗୌରୀ ଖାନ୍ ପିଉଛନ୍ତି ବ୍ଲାକ ୱାଟର ।
ବଲିଉଡ୍ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ନେଇ ରହିଛି ଅନେକ ରୋଚକ କଥା। ସେ ୪ଟି ବିବାହ କରିବା ସହିତ ଧର୍ମ ପରିବର୍ତ୍ତନ ଭଳି ଅନେକ ଅଜଣା କଥା ତାଙ୍କ ସହ ଜଡିତ ରହିଛି। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆଜି ବଲିଉଡର ପ୍ରସିଦ୍ଧ ଅଭିନେତା ଅଶୋକ କୁମାରଙ୍କ ଜନ୍ମଦିନ। ଏହି ନାଁରେ ପରିଚିତ ଥିବା ଅଶୋକଙ୍କ ପ୍ରକୃତ ନାଁ କିନ୍ତୁ ଥିଲା ଅଲଗା। ଆପଣ ଜାଣିଛନ୍ତି କି? ପଢନ୍ତୁ ଆଉ ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।
୬୮ ବର୍ଷରେ ବି ଚିରସବୁଜ ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପଡିନି। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଅନ୍ୟ ଅଭିନେତ୍ରୀଙ୍କ ଚେହେରା ଆଜିବି ମଳିନ ପଡିଯାଏ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ ୪ ରୋଚକ କଥା।