• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

Hrithik Roshan’s affairs with Saba Azad!
ନୂଆ ପ୍ରେମ ସଂପର୍କ: ହ୍ରିତିକ ରୋଶନ ସବା ଆଜାଦଙ୍କ ଆଫେୟାର୍‌କୁ ନେଇ ଚର୍ଚ୍ଚା

ଚର୍ଚ୍ଚାରେ ହ୍ରିତିକ ରୋଶନ। ସବା ଆଜାଦଙ୍କ ସହ ଅଛି କି ଆଫେୟାର୍‌? ପୂରା ଖବର ଜାଣିବା ପାଇଁ ପଢନ୍ତୁ।

Janhvi Kapoor trolled for bold outfit
ବୋଲ୍ଡ୍ ଅବତାର ନେଇ ଟ୍ରୋଲ୍ ହେଲେ ଜାହ୍ନଭୀ; ଲୋକେ କହିଲେ ପୁନମ୍ ପାଣ୍ଡେଙ୍କ ହାଇ କ୍ଲାସ୍‌ ଭର୍ସନ୍

ଅଡୁଆରେ ଜାହ୍ନଭୀ କପୁର। ନିଜର ବୋଲ୍ଡ ଅବତାର ନେଇ ଟ୍ରୋଲ୍ ହେଉଛନ୍ତି। ଲୋକେ ତାଙ୍କୁ ଯାହା କହୁଛନ୍ତି ଲାଜରେ ମୁଣ୍ଡ ନଇଁ ଯିବ।

In Shamshera poster Ranbir Kapoor look like dangereous
ଏହି ଫିଲ୍ମରେ ଭୟଙ୍କର ରୂପ ନେଇ ଆସୁଛନ୍ତି ରଣବୀର କପୁର

'ଶମଶେରା'ର ଟିଜର ପରେ ଏବେ ରଣବୀର କପୁରଙ୍କ ଭୟଙ୍କର ଚେହେରା ସାମ୍ନାକୁ ଆସିଛି। ଆପଣ ଦେଖିଲେ କେବେ ବି ବିଶ୍ୱାସ କରିପାରିବେ ନାହିଁ ଏ ଆପଣଙ୍କ ଚକୋଲେଟ୍ ହିରୋ ରଣବୀର ବୋଲି।

21 years of Lagaan know the story behind it
'ଲଗାନ'କୁ ୨୧ ବର୍ଷ; ଗାୟତ୍ରୀ ମନ୍ତ୍ର ଶୁଣି ବସ୍‌ରେ ଯାଉଥିଲେ କଳାକାର

'ଲଗାନ'କୁ ପୂରିଛି ୨୧ ବର୍ଷ। ପୂରା ଟିମ୍‌ ମିଶି ସ୍ମୃତିକୁ କରିଛନ୍ତି ତାଜା। ମନେ ପକେଇଛନ୍ତି ବସ୍‌ରେ ଗାୟତ୍ରୀ ମନ୍ତ୍ର ଶୁଣି କିପରି ଯାଉଥିଲେ ଶୁଟିଂ ସେଟ୍‌କୁ।

Highest grossing movies of 2022
ଚଳିତ ବର୍ଷର ଭଲ ରୋଜଗାର କରିଥିବା ୬ ବଡ ଫିଲ୍ମ

ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ବହୁ ଉନ୍ନତି ଆସିଛି। ଅନେକ ଫିଲ୍ମ ଦର୍ଶକମାନଙ୍କୁ ହଲ୍‌କୁ ଟାଣିବାକୁ ବାଧ୍ୟ କରିଛି। ଆସନ୍ତୁ ସେମିତି କିଛି ଫିଲ୍ମ ଉପରେ ନଜର ପକେଇ ନେବା।

Brahmastra the story of Siva
ମହାବଳୀ-ସର୍ବଶକ୍ତିଶାଳୀ ଶିବାର କାହାଣୀ 'ବ୍ରହ୍ମାସ୍ତ୍ର'

ରିଜିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ଟ୍ରେଲର୍। ଏହି ଦମଦାର ଟ୍ରେଲର ଫିଲ୍ମ ଦେଖିବାକୁ ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରୁଛି। କେବେ ରିଲିଜ୍ ହେବ ଫିଲ୍ମ ଜାଣିବା ପାଇଁ ଦେଖନ୍ତୁ।

Producers are losing faith in khiladi actor
ଅକ୍ଷୟ କୁମାରଙ୍କ ଉପରେ ଆଉ ଭରସା ପାଉନି ପ୍ରଯୋଜକଙ୍କର

ଅକ୍ଷୟ କୁମାରଙ୍କ ହାତ ଛାଡୁଛନ୍ତି ପ୍ରଯୋଜକ। ତାଙ୍କ ସହ ଆଉ କାମ କରିବାକୁ ଚାହୁଁ ନାହାନ୍ତି ସେମାନେ। ଏହା ପଛରେ କ’ଣ ରହିଛି କାରଣ…

Rajpal Yadav does not like the tag of a comedian
ପରଦାରେ କମେଡି କରୁଥିଲେ ବି କମେଡି ଟ୍ୟାଗ୍‌କୁ ପସନ୍ଦ କରନ୍ତି ନାହିଁ ରାଜପାଲ ଯାଦବ

ମତେ କମେଡି ଟ୍ୟାଗ୍ କଲେ ପସନ୍ଦ ଲାଗେନି। ଏହା ଏକ ଛୋଟ ବର୍ଗ। ଏମିତି କହିଲେ ରାଜପାଲ ଯାଦବ। ହେଲେ କାହିଁକି…

Shahid Kapoor and Farhan Akhtar entered at IIFA awards on donkeys
ଗଧ ପିଠିରେ ବସି IIFA ସେଟ୍‌କୁ ଆସିଲେ ଶାହିଦ-ଫରହାନ

ହୀରୋମାନଙ୍କ ଏଣ୍ଟ୍ରୀ ସବୁବେଳେ ଦାମି କାର୍‌ରେ ହୋଇଥାଏ। ହେଲେ ଶାହିଦ କପୁର ଓ ଫରହାନ୍ ଖାନ ଦୁଇ ଗଧରେ ବସି IIFA ସେଟ୍‌କୁ ଆସିଲେ। ଜାଣନ୍ତୁ ପୂରା ଖବର…

Know What Shakti Kapoor Said On Son's Detention
ପୁଅ ଅଟକ ପରେ ମୁହଁ ଖୋଲିଲେ ଶକ୍ତି କପୁର, କହିଲେ-‘ଏହା ଅସମ୍ଭବ, ମୁଁ ଭାବୁନି ତା’ ପାଖରୁ...’

ବେଙ୍ଗାଲୁରୁ ସ୍ଥିତ ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ରେଡ୍‌ ହୋଇଥିଲା। ଏହି ସମୟରେ ସିଦ୍ଧାନ୍ତ ଡ୍ରଗ୍ସ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ ଅଟକ ରଖାଯାଇଛି।

Actress Shraddha Kapoor's Brother Siddhanth Kapoor Detained
ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଅଟକ

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ପୋଲିସ୍‌ ହେପାଜତକୁ ନେଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଏମ୍‌ଜି ରୋଡ୍‌ ସ୍ଥିତ ଏକ ହୋଟେଲ୍‌ରେ ପାର୍ଟି ଚାଲି ଥିବାବେଳେ ପୋଲିସ୍‌ ରେଡ୍‌ କରିଥିଲା।

Mithun Chakraborty and Sunny Deol unite for an action thriller film
ଗୋଟିଏ ଫିଲ୍ମରେ ନଜର ଆସିବେ ମିଥୁନ୍, ସନୀ, ସଞ୍ଜୟ ଓ ଜ୍ୟାକି

ଆସୁଛି ମଲ୍ଟିଷ୍ଟାରର ଫିଲ୍ମ। ଏକାଥରେ ନଜର ଆସିବେ ୪ ବଡ ହସ୍ତୀ। ଜାଣନ୍ତୁ ପୂରା ଖବର…

Priyanka Chopra shared a 22 year old picture
ଲୋକଙ୍କୁ ପାଗଳ କଲା ପ୍ରିୟଙ୍କାଙ୍କ ୧୮ ବର୍ଷର ଫଟୋ

ଆପଣ ଦେଖିଛନ୍ତି କି ପ୍ରିୟଙ୍କାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା? ସେତେବେଳେ ସେ କେମିତି ଲାଗୁଥିଲେ ଦେଖନ୍ତୁ…

Cancer in bollywood actress
କର୍କଟକୁ ମାତ ଦେଇ ଫେରିଥିବା ୬ ଅଭିନେତ୍ରୀଙ୍କ ଯନ୍ତ୍ରଣାର କାହାଣୀ

ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ଭଳି ମାରାତ୍ମକ ରୋଗ ସହ ଯୁଦ୍ଧ କରି ବିଜୟ କରିଛନ୍ତି। ତାଙ୍କ ସଂଘର୍ଷର ଜୀବନକୁ ନେଇ ସେ ଏକ ଭାବ ପ୍ରବଣ ପୋଷ୍ଟ୍ କରିଛନ୍ତି। ଖାଲି ମହିମା ନୁହଁନ୍ତି ଏମିତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ରୋଗରୁ ନିଜକୁ ରକ୍ଷା କରିଛନ୍ତି। ତେବେ ଆସନ୍ତୁ ସେଭଳି ୧୦ଜଣଙ୍କ ଉପରେ ନଜର ପକେଇ ନେବା।

Threat Letter To Salman Khan
ଜଣାପଡ଼ିଲା କିଏ ସଲମାନଙ୍କୁ ଦେଇଥିଲେ ଧମକପୂର୍ଣ୍ଣ ଚିଠି, ଜେରା ବେଳେ ହେଲା ଖୁଲାସା...

ସଲମାନ୍‌ଙ୍କ ବାପା ସଲିମ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଚିହ୍ନଟ କରିଛି। ଅଭିଯୁକ୍ତ ସିଦ୍ଧେଶ ହିରାମାନ୍‌ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି।

Kareena Kapoor khan spotted in Gucci t-shirt of cost 40k
କରୀନାଙ୍କ ଟି-ସାର୍ଟର ଦାମ ୪୦ ହଜାର ଟଙ୍କା

ଆପଣ ପିନ୍ଧିବା ତ ଦୂରର କଥା କେବେ ଦେଖିଛନ୍ତି କି ୪୦ ହଜାର ଟଙ୍କିଆ ଟି-ସାର୍ଟ। ଏଠି ଦେଖନ୍ତି ୪୦ ହଜାର ଟଙ୍କିଆ ଟି-ସାର୍ଟ, ଯାହାକୁ କରୀନା କପୁର ପିନ୍ଧନ୍ତି।

Priyanka Chopra flawless style in black ruffled gown
ପ୍ରିୟଙ୍କାଙ୍କ ଚେହେରା ହଲିଉଡ୍ ଦୁନିଆକୁ ନଚେଇଦେଲା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ଗହଣା ବ୍ରାଣ୍ଡ୍‌ର କାର୍ଯ୍ୟକ୍ରମରେ ପ୍ୟାରିସ୍‌ ଯାଇଛନ୍ତି। ପ୍ରିୟଙ୍କା ନିଜ ସୌନ୍ଦର୍ଯ୍ୟର ଯାଦୁକୁ ଏଠାରେ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଅନେକ ହଲିଉଡ୍‌ ସେଲିବ୍ରିଟି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରଶଂସା ନ କରି ରହିପାରି ନାହାନ୍ତି।

Sonakshi Sinha reacted on her marriage
ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଚର୍ଚ୍ଚା : ଜାଣନ୍ତୁ କାହାକୁ ବାହାହେବେ

ସୋନାକ୍ଷୀ ସିହ୍ନା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ବାହାଘରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି।

Threat Letter To Salman Khan Police Questioning Gangster Lawrence Bishnoi
ସଲମାନଙ୍କୁ କିଏ ଦେଇଥିଲେ ଧମକ ? ଗ୍ୟାଙ୍ଗଷ୍ଟର ଲରେନ୍ସ କହିଲା,ଏଥିରେ...

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଘର ବାହାରୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଦିଲ୍ଲୀ ପୋଲିସ୍‌ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କୁ ପଚରାଉଚରା କରି ଅନେକ ତଥ୍ୟ ଓଗାଳିଛି। ପଚରାଉଚରା ବେଳେ ଲରେନ୍ସ କହିଛି ଯେ, ଏଥିରେ ତାର କୌଣସି ହାତ ନାହିଁ।

Neeraj Pandey says our movies have been remade down south too
ସାଉଥ୍ ଇଣ୍ଡଷ୍ଟ୍ରୀ ବାଲା ମଧ୍ୟ ବଲିଉଡ୍‌କୁ କପି କରନ୍ତି : ନୀରଜ ପାଣ୍ଡେ

ସାଉଥ୍-ବଲିଉଡ୍ ବିବାଦକୁ ଡେଇଁଛନ୍ତି ନୀରଜ ପାଣ୍ଡେ। ବଲିଉଡ୍‌କୁ ମଧ୍ୟ ସାଉଥ୍ ବାଲା କପି କରନ୍ତି ବୋଲି ସେ କହିଛନ୍ତି। ଏହା ଏକ ଟ୍ରାଞ୍ଜିସନ ଫେଜ୍ ଏବଂ ଆମେ ଯେଉଁଭଳି ବିଷୟବସ୍ତୁ ତିଆରି କରୁଛୁ ସେଥିରେ ସୁଧାର ଆଣିବାର ଅଛି ବୋଲି ସେ କହିଛନ୍ତି।

Bobby deol refutes rumours of Dharmendra being hospitalized
ହସ୍ପିଟାଲରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର!

ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଛି। ଏ ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

Samrat Prithviraj failed in front of Vikram and Major
‘ବିକ୍ରମ’ ଓ ‘ମେଜର’ ଆଗରେ ଧରାଶାୟୀ ହେଲା ‘ସମ୍ରାଟ ପୃଥ୍ୱୀରାଜ’

ଗୋଟିଏ ଦିନରେ ଆସିଛି ୩ ଫିଲ୍ମ। ସେଗୁଡିକ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ସହିତ ଆଦିୱି ଶେଷ୍‌ଙ୍କର ‘ମେଜର’। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଏବେ ତାହା ସ୍ପଷ୍ଟ ହେଇଯାଇଛି…

Last song of KK will release soon
ରିଲିଜ୍ ହେବ କେକେଙ୍କ ଶେଷ ଗୀତ, ଜାଣନ୍ତୁ କେବେ…

କେ.କେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍‌ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି।

Samantha Ruth Prabhu opt out of Shah Rukh Khan jawan due to Naga Chaitanya
ନାଗା ଚୈତନ୍ୟଙ୍କ ଯୋଗୁଁ ସାମନ୍ଥାଙ୍କ ହାତରୁ ଖସିଗଲା 'ଜୱାନ୍'

ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…

KK
କେମିତି ହଠାତ୍‌ ଆସିଲା ହାର୍ଟ ଆଟାକ୍ ! ମୁଣ୍ଡରେ-କାନରେ କେଉଁଠୁ ଆସିଲା କ୍ଷତ ଚିହ୍ନ ?

SSKM ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ରବୀନ୍ଦ୍ର ସଦନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ମହାନ୍ କଳାକାରଙ୍କ ମରଶରୀରକୁ ଦିଆଯାଇଥିଲା ଗନ୍ ସାଲ୍ୟୁଟ୍ ।