ହଲିଉଡ୍ର ଏକ ମେଗା ବଜେଟ୍ ଫିଲ୍ମରେ ସୁପର୍ହିରୋ ଭାବେ କାମ କରିବେ ପ୍ରଭାସ। ‘ଆଦିପୁରୁଷ’ର ପୋଷ୍ଟ୍ ପ୍ରଡକ୍ସସନ୍ ପରେ ଏକ ପୁରୁଣା ହଲିଉଡ୍ ଷ୍ଟୁଡିଓ ପ୍ରଭାସଙ୍କ ସହ ସଂପର୍କ କରିଥିବା ସୂଚନା ମିଳିଛି।
କିଙ୍ଗ୍ ଖାନ୍ ତଥା ବାଦଶାହାଙ୍କ ଘରେ ସଲମାନ ଖାନ୍, ସୈଫ୍ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି। ଏହା ଜାଣିବା ପରେ ଆପଣ ନିଶ୍ଚିତ ଚିନ୍ତାରେ ପଡିଯିବେଣି। ତେବେ ଆପଣଙ୍କ ଏହି ଚିନ୍ତା ଦୂର କରିବା ନେଇ ଆପଣଙ୍କୁ କହିଦେଉଛି ଏହା ପଛର ଉଦ୍ଦେଶ୍ୟ କ’ଣ?
‘ଜର୍ସି’ର ନୂଆ ଟ୍ରେଲର୍ ସୋମବାର ରିଲିଜ୍ ହେବ। ଅଭିନେତ୍ରୀ ମୃଣାଳ ଠାକୁର ନିଜ ସୋସିଆଲ୍ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର୍ ପୋଷ୍ଟ୍ କରି ‘ଜର୍ସି’ର ନୂଆ ଟ୍ରେଲର ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।
ଆମେ ସମସ୍ତେ ଜାଣୁ ଯେ, ଭାରତୀ ଏବେ ନିଜ କ୍ୟାରିଅରର ଏମିତି ଏକ ସୋପାନରେ ପହଞ୍ଚିସାରିଛନ୍ତି, ଯେଉଁଠି ତାଙ୍କର ଆଉ କୌଣସି ଅସୁବିଧା ନାହିଁ । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ ।
ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗସିପ୍ ଗଳିରେ ଖୁବ୍ ଆଲୋଚନା ହୋଇଛି ।
ଏସ୍ଏସ୍ ରାଜାମୌଲୀଙ୍କ ‘ଆର୍ଆର୍ଆର୍’ ଏବେ ଚାରିଆଡେ ଧମାଲ କରୁଛି। ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି ଆଉ ପ୍ରଶଂସା କରିଛନ୍ତି। ଫିଲ୍ମକୁ ସେ ବ୍ଲକ୍ବଷ୍ଟର କହିଛନ୍ତି।
ଅଭିନେତ୍ରୀ ରିମି ସେନ୍ଙ୍କୁ ୪.୧୪ କୋଟି ଟଙ୍କାର ଚୂନ ଲଗାଇଲେ ବ୍ୟବସାୟୀ । ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ଅଭିନେତ୍ରୀ ରିମି ସେନ୍ ଙ୍କୁ ଠକି ଦେଇଛନ୍ତି ।
ଅନୁପମ ଖେର୍ଙ୍କ ଘରେ ପଣ୍ଡିତ। ଅନୁପମଙ୍କ ଉପରେ ପକଉଛନ୍ତି ଫୁଲ। ପଢୁଛନ୍ତି ଲଗାତର ମନ୍ତ୍ର। କରୁଛନ୍ତି ପୂଜା-ପାଠ।
ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାଧା ମା’ଙ୍କର ମଧ୍ୟ ଏକ ପୁଅ ଅଛି, ଯିଏକି କିଛି ବଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ ‘ଡ୍ରିମ୍ ଗାର୍ଲ’ ଓ ‘ଆଇ ଆମ୍ ବନି’ ଭଳି ଫିଲ୍ମରେ ଦେଖିବାକୁ ମିଳେ। ତାଙ୍କ ଆଗରେ ଅନ୍ୟ ହିରୋମାନେ ବି ଫିକା ପଡିଯିବେ।
ବର୍ତ୍ତମାନ ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ଚାଲିଛି। ବଲିଉଡ ଅଭିନେତାମାନେ ମଧ୍ୟ ସେପଟକୁ ଡେଇଁବାରେ ଲାଗିଲେଣି। ଏହା ଭିତରେ ଅନ୍ୟ ବଲିଉଡ୍ ଅଭିନେତାମାନଙ୍କ ପରି କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ ବୋଲି ଜନ ଆବ୍ରାହମ କହିଛନ୍ତି।
ସାଉଥ୍ ଫିଲ୍ମକୁ ନେଇ ପ୍ରତିକ୍ରିୟା ଉଠେଇଲେ ସଲମାନ ଖାନ। ଆଜିକାଲି ସାଉଥ୍ ଫିଲ୍ମଗୁଡିକ ଆମ ଏଠି ଭଲ ଚାଲୁଛି, କିନ୍ତୁ ଆମ ଫିଲ୍ମ ସାଉଥ୍ରେ ଭଲ ଚାଲୁନି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସଲମାନ।
ଓସ୍କାର ପୁରସ୍କାର ସମାରୋହ ମଞ୍ଚରେ ୱିଲ୍ ସ୍ମିଥ୍ଙ୍କ ଠାରୁ ଚାପୁଡା ଖାଇଛନ୍ତି କ୍ରିସ୍ ରକ୍। ବଲିଉଡ୍ର ଅନେକ ନାମିଦାମି କଳାକାର ମାନେ ମଧ୍ୟ ମଞ୍ଚରେ ସମସ୍ତଙ୍କ ସାମ୍ନାରେ ଖାଇଛନ୍ତି ଚାପୁଡା। ଆସନ୍ତୁ ଜାଣିବା କିଏ ସେମାନେ।
୧୪ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି KGF ୨। ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ। ତେବେ ଫିଲ୍ମ ପାଇଁ ଏହାର କଳାକାରମାନେ ନେଇଥିବା ଫିସ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।
ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି। ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଆସୁଛନ୍ତି ପାନ୍ ଇଣ୍ଡିଆର ସୁପର୍ଷ୍ଟାର୍ ୟଶ୍ । କେଜିଏଫ୍-୨ର ଟ୍ରେଲର ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି।
ମୁକ୍ତିଲାଭ କରିଛି RRR । ଲୋକମାନେ ଏହାର ପ୍ରଥମ ଶୋ’କୁ ଦେଖିବାର ସୁଯୋଗକୁ ହାତଛାଡା କରି ନାହାନ୍ତି। ଫିଲ୍ମରେ ଯଦି ଲୋକେ କାହାକୁ ପସନ୍ଦ କରନ୍ତି, ତେବେ ସେ ହେଉଛନ୍ତି ତାଙ୍କର ପ୍ରିୟ କଳାକାର ରାମ ଚରଣ।
‘ଦ କାଶ୍ମୀର ଫାଇଲ୍ସ’ର ଦବ୍ଦବା ଏବେ ସୁଦ୍ଧା ଦର୍ଶକଙ୍କ ମନରୁ ଯାଇନି। କିନ୍ତି ଏହାରି ଭିତରେ ପରଦାକୁ ଆସିଗଲାଣି ‘ଆର୍ଆର୍ଆର୍’। ଏହା କ’ଣ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଭାରୀ ପଡିବ କି?
'ଦ କାଶ୍ମୀର ଫାଇଲ୍ସ' ଏହାର ଦ୍ୱିତୀୟ ସପ୍ତାହରେ ବି ବକ୍ସ ଅଫିସ୍ରେ ଧମାଲ୍ କରୁଛି। ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୨୦୦ କୋଟିରୁ ଅଧିକ ସଂଗ୍ରହ କରିସାରିଲାଣି। ଅନ୍ୟପକ୍ଷରେ ଅକ୍ଷୟ କୁମାରଙ୍କ ଅଭିନୀତ 'ବଚ୍ଚନ ପାଣ୍ଡେ' ପଞ୍ଚମ ଦିନରେ ମୋଟ ୪୩ କୋଟି ଟଙ୍କା ଆୟ କରିଛି।
ମାଧୁରୀ ଦୀକ୍ଷିତ ସବୁ ସମୟରେ ଇଣ୍ଡଇଷ୍ଟ୍ରୀରେ ନିଜର ଦବଦବା ଜାରି ରଖିଛନ୍ତି। ସେ ୫୪ ବର୍ଷରେ ପାଦ ଦେଇଥିଲେ ବି ଏହି ବୟସରେ ସେ ଯୁବକଙ୍କ ହୃଦୟକୁ ଧକ ଧକ କରିଦିଅନ୍ତି। କିନ୍ତୁ ଆଜି ଆମେ ତାଙ୍କର ଏକ ଭଡା ଘର ବିଷରେ ଜାଣିବା, ଜାହାର ମୂଲ୍ୟ ଶୁଣି ଆପଣ ଆବାକ୍ ହୋଇଯିବେ।
‘ଦ କାଶ୍ମୀର ଫାଇଲ୍ସ’ର ଚର୍ଚ୍ଚା ଏବେ ଚାରିଆଡେ। ସମସ୍ତେ ଏହାକୁ ପ୍ରଶଂସା କରୁଛନ୍ତି। କିନ୍ତୁ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏହି ଫିଲ୍ମକୁ ଘୃଣା କରୁଥିବା କହିଛନ୍ତି। ତେବେ ଏହାର କାରଣ କ’ଣ ତାହା ସେ କହିଛନ୍ତି।
ପୁଣି ଏକାଠି ଆସିବେ ଟାଇଗର ଶ୍ରଫ୍ ଓ କୃତି ସାନନ୍। ଉଭୟଙ୍କୁ ଆକ୍ସନ ଓ ରୋମାଣ୍ଟିକ୍ ମୁଡରେ ଦେଖିବାକୁ ମିଳିବ। ଉଭୟବଙ୍କ ଫଟର ଝଲକ ଦେଖିବାକୁ ମିଳିଛି।
କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଉପରେ ଆଧାରିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟିକରିଛି। ଅଭିନେତ୍ରୀ କଙ୍ଗନା ରାଣାୱତ ଏହାକୁ ପ୍ରଶଂସା କରିବାରୁ ଟ୍ରୋଲ୍ର ଶିକାର ହୋଇଛନ୍ତି। ଜଣେ କହିଛନ୍ତି ଏନେଇ ସେ ସରକାର ଠାରୁ ଲାଞ୍ଚ ନେଇଛନ୍ତି।
୧୯୯୦ରେ କାଶ୍ମୀରର ପରିସ୍ଥିତି କିଭଳି ଥିଲା ଓ କାଶ୍ମୀରୀ ପଣ୍ଡିତ କେଉଁ ପରିସ୍ଥିତିରେ ସେଠାରୁ ପଳାୟନ କରିଥିଲେ, ସେନେଇ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ ।
କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିଲ୍କୁଲ ହୋଲି ଖେଳନ୍ତି ନାହିଁ । ଏହି ତାଲିକାରେ କରୀନା କପୁର ଖାନ, ରଣବୀର ସିଂ, ଟାଇଗର ଶ୍ରଫଙ୍କ ନାଁ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସେଲିବ୍ରିଟିମାନେ କାହିଁକି ହୋଲି ପର୍ବ ପାଳନ କରନ୍ତି ନାହିଁ ।
'ଦ କାଶ୍ମୀର ଫାଇଲ୍ସ' ର କଳାକାରମାନେ ସେମାନଙ୍କର ଚରିତ୍ରକୁ ଖୁବ ଭଲ ଭାବରେ ଫୁଟେଇଛନ୍ତି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ କାଶ୍ମୀର ପଣ୍ଡିତ ପରିବାରରୁ ଆସିଛନ୍ତି। ଜାଣନ୍ତୁ କିଏ ସେମାନେ?
ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ ଅଲଗା, ସାଧାରଣ ମନୋରଞ୍ଜନ ଧର୍ମୀ ଭାବନାଠୁ ଅନେକ ଉଚ୍ଚ, ତଥାପି ଖାଲି ହିଟ୍ ନୁହେଁ, ବକ୍ସ ଅଫିସରେ ସୁପର ଡୁପର ହିଟ୍ । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ନରସଂହାର ଘଟଣାକୁ ପୁଣି ଦେଶବାସୀଙ୍କ ଆଖି ସାମ୍ନାରେ ତାଜା କରିଛି ସିନେମା କାଶ୍ମୀର ଫାଇଲ୍ସ ।