ଆଜିକାଲି ବଲିଉଡ୍ର ଜଣେ ଆଗଧାଡିର କଳାକାର ହେଲେ ଅକ୍ଷୟ କୁମାର। ସେ ବଲିଉଡ୍କୁ ଅନେକ ହୀଟ୍ ଫିଲ୍ମ୍ ଦେଇଛନ୍ତି। ଏହି ମହାନ କଳାକାରଙ୍କ ଜୀବନ ବି ଦିନେ ଥିଲା ସଂଘର୍ଷରେ ପରିପୂର୍ଣ୍ଣ। ଟଙ୍କା ପାଇଁ ତାଙ୍କୁ ସାଜିବାକୁ ପଡିଥିଲା ରୋଷେୟା।
ପୁଣି ଆକ୍ସନ୍ ଅନ୍ଦାଜ୍ରେ ଟାଇଗର୍। ରିଲିଜ୍ ହୋଇଛି ଟିଜର୍। ବିଦେଶୀ ଗୁଣ୍ଡାମାନକୁ ମାରୁଥିବା ବେଳେ ଟାଇଗର୍ଙ୍କ୍ ଜବରଦସ୍ତ ଆକ୍ସନ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।
ସଲମାନଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା। ତାଙ୍କ ଜୀବନରେ ଅନେକ ଝିଅ ଆସିଛନ୍ତି ସତ କିନ୍ତୁ କେହି ରହିପାରି ନାହାନ୍ତି। ସଂଗୀତା ବିଜଲାନୀ ସଲମାନଙ୍କ ପ୍ରଥମ ପ୍ରେମିକା ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ପୂର୍ବରୁ ଆଉ ଜଣେ ସୁନ୍ଦରୀ ତାଙ୍କ ଜୀବନରେ ଆସିଥିଲେ। ଜାଣନ୍ତୁ ସେ କିଏ?
ବଲିଉଡ୍କୁ ଟାର୍ଗେଟ୍ କରିଛନ୍ତି ରାଖି ସାୱନ୍ତ। ସେ କୋଉ ଷ୍ଟାର୍ କିଡ୍ ହୋଇ ନଥିବାରୁ ତାଙ୍କୁ ଭଲ ଭୂମିକା ମିଳୁନି ବୋଲି ସେ ଅଭିଯୋଗ କରିଛନ୍ତି। ରେପ୍ ଓ କିସ୍ ସିନ୍କୁ ନେଇ ଏମିତି କହିଛନ୍ତି ରାଖୀ।
ବଲିଉଡ୍ର ଚର୍ଚ୍ଚିତ ଚେହେରା ଭିତରେ କରଣ ଜୋହର ଅନ୍ୟତମ। ପିଲାଦିନେ କାହା ସହ ମିଶିପାରୁ ନଥିଲେ। ଭାବୁଥିଲେ ସେ ଅନ୍ୟମାନଙ୍କଠାରୁ ଅଲଗା। ଶିକ୍ଷାଗତ ଯୋଗ୍ୟତା ଥିଲା…
ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ରଣବୀର ସିଂହ ଏବେ ଏମିତି ଫଟୋସୁଟ୍ କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ତାଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ମୀମ୍ସ କରୁଛନ୍ତି।
ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି ।
ଆଜିକାଲି ହ୍ରିତିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ପ୍ରାୟ ସମୟରେ ଅଭିନେତ୍ରୀ-ଗାୟକ ସବା ଆଜାଦଙ୍କ ସହ ଦେଖିବାକୁ ମିଳେ। ଏବେ ଖବର ଆସୁଛି ଯେ ହ୍ରିତିକ ସବାଙ୍କ ସହ ବିବାହ କରିବାକୁ ଯାଉଛନ୍ତି।
ଚର୍ଚ୍ଚାରେ ବିଗ୍ ବି’ଙ୍କ ଷ୍ଟାଇଲ୍। ଲୋକେ ଯେତିକି ହସୁଛନ୍ତି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। କେହି କେହି ତାଙ୍କୁ ରଣବୀର ସିଂହଙ୍କ ସହ ମଧ୍ୟ ତୁଳନା କରୁଚନ୍ତି।
ଯାଆଁଳା ପିଲାର ମାଆ ହେବେ କି ଆଲିଆ ଭଟ୍ଟ? ଏକ ସାକ୍ଷାତକାରରେ ରଣବୀର କପୁର ଏମିତି କିଛି କହିଛନ୍ତି ଯାହା ଲୋକଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି।
ରିଲିଜ୍ ହୋଇଛି 'ବ୍ରହ୍ମାସ୍ତ୍ର'ର ପ୍ରଥମ ଗୀତ। ଗୀତରେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ରୋମାଣ୍ଟିକ୍ର ଦୃଶ୍ୟ ଦେଖିବାକୁ ମିଳେ। ଗୀତରେ ଉଭୟଙ୍କ ବଣ୍ଡିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।
ସେ ଆସିଥିଲେ ଗରିବ ପରିବାରରୁ। ମୁମ୍ବାଇର ମାୟାନଗରୀରେ ଗୋଟିଏ ଘରେ ୧୨ଜଣ ସହ ରହି ଦେଖିଥିଲେ ସିଲିବ୍ରେଟୀର ସ୍ୱପ୍ନ। ଆଜି ସେ ଆଲିସାନ ବଙ୍ଗଳା ଓ ଗାଡିର ମାଲିକ।
ବଲିଉଡ ତାରକାମାନେ କାହିଁକି ସିଏଏ- କିସାନ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ ବୋଲି ପ୍ରଶ୍ନ ଉଠେଇଛନ୍ତି ବିବେକ ଅଗ୍ନିହୋତ୍ରୀ। ସେ କହିଛନ୍ତି, ଖୁବ୍ ଶୀଘ୍ର ଜଣାପଡିଯିବ ଯେ ସିଏଏ-ଶାହିନ୍ ବାଗ ଏବଂ କୃଷକ ଆନ୍ଦୋଳନକୁ...
ଭ୍ୟାନିଟି ଭ୍ୟାନ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ଶେଟ୍ଟୀ। ଭ୍ୟାନ୍ ନୁହେଁ ତ ସତେ ଯେପରି ଏକ ଲଗଜୁରୀ ଘର। ଅଛି ଦୁଇଟି ୱାଶ୍ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ।
ପ୍ରକାଶ ପାଇଛି IMDb ଚଳିତ ବର୍ଷର ଏପର୍ଯ୍ୟନ୍ତର ସବୁଠାରୁ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ରର ତାଲିକା। ଆଗ ଧାଡିରେ ଅଛନ୍ତି ସାଉଥ୍ ଫିଲ୍ମା। ‘ସମ୍ରାଟ ପୃଥ୍ୱୀରାଜ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।
ରିଲିଜ୍ ହୋଇଛି ‘ସାବାସ୍ ମିଠୁ’। ମିତାଲିଙ୍କ ଭୂମିକାରେ ତାପସୀ ପନ୍ନୁ ଖୁବ ଚମତ୍କାର ଅଭିନୟ କରିଥିବା ଦେଖିବାକୁ ମିଳିଛି। ଜଣେ ଖେଳାଳିର ସଂଘର୍ଷର କାହାଣୀ କହିଛି ଏହି ଫିଲ୍ମ।
ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍ସକଲ ରହିଛନ୍ତି ।
ଦୀର୍ଘଦିନ ପରେ ଟିଭି ଦୁନିଆକୁ ଫେରୁଛନ୍ତି ଆମିର୍ ଖାନ୍। ଏହାର ପ୍ରୋମୋ ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆକାଶଛୁଆଁ ହୋଇଛି। ଜାଣନ୍ତୁ କୋଉ ଶୋ’ରେ, କେବେ ଆସିବେ ନଜର।
ଛୋଟ ପରଦାରେ ପୁଣି ନଜର ଆସିବେ ମନ୍ଦିରା ବେଦୀ। ଉଭୟ ପଜିଟିଭ୍ ଓ ନେଗେଟିଭ୍ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଦୀର୍ଘ ଦିନ ପରେ ସେ ପୁଣି ଅଭିନୟ ଜଗତକୁ ଫେରୁଥିବାରୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଚାହିଁ ରହିଛନ୍ତି।
ବଡ ବଡ ଫିଲ୍ମକୁ ପଛରେ ପକେଇ ରୋଜଗାର କରିଚାଲିଛି ‘ରକେଟ୍ରୀ : ଦ ନମ୍ବି ଇଫେକ୍ଟ’। କିନ୍ତୁ ଏହା ପଛରେ ପଡିଛନ୍ତି କିଛି ବିରୋଧି। ଏହାର ରୋଜଗାରକୁ ପ୍ରଭାବିତ କରିବାକୁ ଚାଲିଛି ଚେଷ୍ଟା।
୯୦ ଦଶକର ମଡେଲିଂ ଦୁନିଆ କଥା ପଡିଲେ ମିଲିନ୍ଦ ସୋମନଙ୍କ ନାଁ ସବୁଠାରୁ ଆଗରେ ରହିବ। ତାଙ୍କ ନାଁ ସହିତ ଅନେକ ଯୁବତୀଙ୍କ ନାଁ ଯୋଡା ଯାଉଥିଲେ ମଧ୍ୟ ସବୁଠାରୁ ଆଗରେ ଥିଲେ ଜଣେ ଫରାସୀ ଅଭିନେତ୍ରୀ। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଲଭ୍ ଲାଇଫ୍।
ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।
ଆଜି ରାଘବ ଜୁୟାଲ ଜଣେ ଜଣାଶୁଣା ଚେହେରା। ତାଙ୍କ ଡାନ୍ସ ପାଇଁ ଆଜି ସମସ୍ତେ ପାଗଳ। କିନ୍ତୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ତାଙ୍କୁ କାଟି ଦିଆଯାଇଥିଲା। ମିଥୁନ୍ଙ୍କ ଗୋଟିଏ ନିଷ୍ପତ୍ତି ହିଁ ତାଙ୍କୁ ଏତେ ବାଟ ନେଇ ଆସିଲା।
୯୦ ଦଶକର ‘ଶକ୍ତିମାନ’ ସିରିଏଲ୍ ଏବେ ଫିଲ୍ମର ରୂପ ନେବ। କିଏ ହେବ ଶକ୍ତିମାନ ତାହା ନିଶ୍ଚିତ ହୋଇ ସାରିଥିବା ବେଳେ ଗୀତା ବିଶ୍ୱାସ ଭୂମିକାରେ ଦୀପିକା ପାଦୁକୋନ୍ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଆସନ୍ତୁ ପୂରା ଚରିତ୍ର ଉପରେ ନଜର ପକେଇବା।
ପ୍ରେମ ଓ ରୋମାନ୍ସରେ ଭରା ପରେଶ ରାୱଲଙ୍କ ବାସ୍ତବ ଜୀବନ। ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ଭଲ ପାଇଥିଲେ ଆଉ ଚ୍ୟାଲେଞ୍ଜ୍ ମାରି ବାହା ହୋଇଥିଲେ। ଆସନ୍ତୁ ଜାଣିବା ପୂରା କାହାଣୀ।