ଅଭିନୟ ସାଙ୍ଗକୁ ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବାକୁ ଭୁଲନ୍ତି ନାହିଁ ଶାହାରୁଖ । ମୁସଲିମ ଧର୍ମ ଅନୁଯାୟୀ ମସଜିଦ୍ରେ ନମାଜ ପାଠ କରି ମୁଣ୍ଡ ଟେକିବା ପରେ ଏବେ ଶାହରୁଖ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଶରଣ ପସିଛନ୍ତି ।
ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। ସେ କିନ୍ତୁ ଏହା କରି ଦେଖେଇଛନ୍ତି। ଏନେଇ ସେ କୁଲି ହୋଇଛନ୍ତି, ବସ୍ କଣ୍ଡକ୍ଟର୍ ବି ସାଜିଛନ୍ତି। ଆସନ୍ତୁ ତାଙ୍କ ସଂଘର୍ଷର ଜୀବନୀ ଉପରେ ନଜର ପକେଇନେବା।
କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?
ଏବେ ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ୍। ବିଜ୍ଞାପନ କରି ଫସିଛନ୍ତି। ଲୋକେ କହୁଛନ୍ତି କାମରେ ଜେଣ୍ଡରାଇଜ୍ କରାଯାଇଛି।
ବଲିଉଡ୍କୁ ଏକ ନୂଆ ପରିଚୟ ଦେଇଥିବା ଦିଲୀପ କୁମାର ଦିନେ ଥିଲେ ସାଣ୍ଡୱିଚ୍ କାରିଗର। ଇଂରେଜଙ୍କୁ ବିରୋଧ କରି ଜେଲ୍ ମଧ୍ୟ ଯାଇଥିଲେ। କେମିତି ହେଲେ ବଲିଉଡ୍ କିଙ୍ଗ୍ ଆସନ୍ତୁ ଜାଣିବା।
ବଲିଉଡ୍ର ବିଫଳତାର କାରଣ କହିଲେ କରଣ ଜୋହର। ବଲିଉଡ ଦିନକୁ ଦିନ ତଳକୁ ଯାଉଛି ଆଉ ଆଞ୍ଚଳିକ ସିନେମାର ବିକାଶ ହେଉଛି। ଏହା ପଛରେ ଥିବା କାରଣ କହି ନିଜକୁ ଦୋଷୀ ବୋଲି ମଧ୍ୟ ମାନିଛନ୍ତି ସେ। ଆସନ୍ତୁ ଜାଣିବା ତାଙ୍କର କେଉଁ ଭୁଲ୍ ଯୋଗୁଁ ବଲିଉଡ୍ର ଆଜି ଏପରି ଅବସ୍ଥା।
ଆପଣଙ୍କର ହଲ୍କୁ ଯାଇ ଫିଲ୍ମ ଦେଖିବାକୁ ଭାରି ଇଛା ଥିବ। କିନ୍ତୁ ଘରେ ଛୋଟ ପିଲା ଥିବାରୁ ଆପଣ ଯାଇ ପାରୁ ନଥିବେ। କାରଣ ପିଲାମାନେ ହଲ୍ରେ କାନ୍ଦନ୍ତି। ହେଲେ ଏବେ ଆଉ ଏ ଅସୁବିଧା ହେବନି। ଏହି ସିନେମା ହଲ୍ ତିଆରି କରିଛି ସାଉଣ୍ଡ୍ ପ୍ରୁଫ୍ 'କ୍ରାଇଙ୍ଗ୍ ରୁମ୍'। ଜାଣନ୍ତୁ ଏହା କେଉଁଠି…
୭୦ ଦଶକର ସବୁଠାରୁ ହ୍ୟାଣ୍ଡସମ ହିରୋ ଥିଲେ ଧର୍ମେନ୍ଦ୍ର। ଚଳଚ୍ଚିତ୍ରରେ ତାଙ୍କ ନିଷ୍ଠା ତାଙ୍କୁ କରିଦେଲା ‘ହୀମ୍ୟାନ୍’। ଏଠି ପହଞ୍ଚିବା ପାଇଁ ତାଙ୍କୁ କିନ୍ତୁ କମ କଷ୍ଟ କରିବାକୁ ପଡିନି। ଏମିତି କି ଭୋକ ଶୋଷରେ ଦିନ କାଟିବାକୁ ପଡିବାରୁ ନିରାଶ ହୋଇ ଘରକୁ ଫେରିଆସିବାକୁ ମଧ୍ୟ ସ୍ଥିର କରି ନେଇଥିଲେ। ହେଲେ ଏମିତି କ’ଣ ହେଲା…
IMDB ୨୦୨୨ର ସବୁଠାରୁ ଅଧିକ ଲୋକପ୍ରିୟ ଭାରତୀୟ ତାରକାଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସାଉଥ୍ ଷ୍ଟାର୍ ଧନୁଷ ଟପ୍ରେ ଅଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଲିଆ ଭଟ୍ଟ। ଜାଣନ୍ତୁ ଅନ୍ୟମାନେ କିଏ, କେଉଁ ସ୍ଥାନରେ ଅଛନ୍ତି।
'ଦେଶୀ ଗାର୍ଲ' ପ୍ରିୟଙ୍କା ଚୋପ୍ରା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୋଲ୍ଡ ଗାଉନ୍ରେ ସମସ୍ତଙ୍କ ମନ କିଣିଛନ୍ତି। ପ୍ରିୟଙ୍କା ତାଙ୍କ ସୁନ୍ଦର ଚେହେରା ସହିତ ସବୁଠାରୁ ହଟେଷ୍ଟ ରଙ୍ଗ 'ଗୋଲାପୀ' କୁ ଆଦରି ନେଇଛନ୍ତି। ତାଙ୍କ ଫଟୋ ଓ ଭିଡିଓ ଦେଖି ଆପଣଙ୍କ୍ ଦିଲ୍ ବି ଖୁସ୍ ହେଇଯିବ।
ଅକ୍ଷୟ କୁମାରଙ୍କ OMG 2 ଏକ କୋର୍ଟରୁମ୍ ଡ୍ରାମା। ଏଥିରେ ଜଣେ ନାଗରିକ କୋର୍ଟକୁ ଯାଇ ବିଦ୍ୟାଳୟରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି କରନ୍ତି। ପ୍ରଥମ ଭାଗ ପରି, ସିକ୍ୱେଲ୍ରେ ମଧ୍ୟ ଭଗବାନଙ୍କ ଦୃଶ୍ୟ ଥିବା କୁହାଯାଇଛି।
ଦୀର୍ଘ ୩୦ ବର୍ଷ ପରେ ଇଣ୍ଡଷ୍ଟ୍ରୀଙ୍କୁ ଫେରୁଛନ୍ତି ଓଏ… ଓଏ… ଗାର୍ଲ ସୋନମ ଖାନ୍। ବିବାହ ପରେ ସେ ଇଣ୍ଡଷ୍ଟ୍ରୀକି ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ବଲିଉଡ୍ରେ ତାଙ୍କ ଦ୍ୱିତୀୟ ଇନିସ୍କୁ ନେଇ ସେ କ’ଣ କୁହନ୍ତି।
‘ଦି କପିଲ ଶର୍ମା ଶୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ବଦଳରେ ଅର୍ଚ୍ଚନା ପୁରନ୍ ସିଂହଙ୍କୁ ବିଚାରପତି ଭାବରେ ନିଆଯାଇଥିଲା। ଅନେକ ସମୟରେ କୁହାଯାଏ ସିଦ୍ଧୁଙ୍କ ଠାରୁ ଅଭିନେତ୍ରୀଙ୍କ ଚେୟାର ବିପଦରେ ଅଛି। କିନ୍ତୁ, ବର୍ତ୍ତମାନ ଅର୍ଚ୍ଚନା ନିଜେ କହିଛନ୍ତି ଯେ ସିଦ୍ଧୁଙ୍କ ଠାରୁ ନୁହେଁ ବରଂ ଅନ୍ୟ କେହି ନାୟିକାଙ୍କ ଠାରୁ ତାଙ୍କ ଚେୟାର ପ୍ରତି ବିପଦ ରହିଛି।
ସେ ଥିଲେ ବଲିଉଡ୍ର ପ୍ରଥମ ଖଳନାୟିକା। ବୋଲ୍ଡ ସିନ୍ରେ ବି ଯୁବପିଢିଙ୍କୁ କିମିଆ କରିଦେଉଥିଲେ। ତାଙ୍କ ସାଥୀ ଅଭିନେତ୍ରୀମାନେ ସତୀସାବିତ୍ରୀ ଏବଂ ପତିବ୍ରତା ନାରୀ ଭଳି ଭୂମିକାକୁ ପସନ୍ଦ କରୁଥିବାବେଳେ ସେ ବୋଲ୍ଡ ଚରିତ୍ର ସହ ଭିଲେନ୍ ଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରୁଥିଲେ। ଆଜି ନାଦିରାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିନେବା।
ଇସ୍ରାଏଲ୍ ଚଳଚ୍ଚିତ୍ର ନିର୍ମାତା ନାଦବ ଲାପିଡ୍ 'ଦ କାଶ୍ମୀର ଫାଇଲ୍ସ'କୁ ଏକ ପ୍ରଚାରଧର୍ମୀ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରିଥିଲେ। ସେବେଠାରୁ ବିବାଦ ଆରମ୍ଭ ହୋଇଛି। ବର୍ତ୍ତମାନ ଲାପିଡ୍ଙ୍କ ସାଥୀ ଜୁରୀ ସଦସ୍ୟ ମଧ୍ୟ ତାଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି।
ଦେବ ଆନନ୍ଦ ବଲିଉଡ୍କୁ ଦେଇଛନ୍ତି ଅନେକ ରୋମାଣ୍ଟିକ୍ ଫିଲ୍ମ। ତାଙ୍କ ଫିଲ୍ମ ଦେଖି ଅନେକ ପ୍ରେମୀ ଉତ୍ସାହିତ ହେଉଥିଲେ। ଏହି ରୋମାଣ୍ଟିକ୍ ହିରୋଙ୍କର କିନ୍ତୁ ରୋମାଣ୍ଟିକ ଜୀବନ ଖୁବ ଦୁଖଦଃ ଥିଲା। ଆଜି ତାଙ୍କ ପୁଣ୍ୟତିଥିରେ ଆସନ୍ତୁ ତାଙ୍କ ସହ ଜଡିତ ପ୍ରେମ କାହାଣୀ ଉପରେ ନଜର ପକେଇ ନେବା।
ଆଜି ବଲିଉଡ୍ର ଶେହେନଶାହା ହୋଇଯାଇଛନ୍ତି ଅମିତାଭ ବଚ୍ଚନ। କିଏ କହେ ‘ବିଗ୍ ବି’ ତ ଆଉ କିଏ ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’। ଆଜି ବଲିଉଡ୍ର ଏହି ମହାନାୟକ ସବୁ କିଛି ଉପଭୋଗ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ପୁରୁଣା ଦିନ ଯେବେ ସେ କମ୍ପାନୀ ଚାକିରି କରି ମାସକୁ ମାତ୍ର କେଇ ଶହ ଟଙ୍କା ରୋଜଗାର କରୁଥିଲେ।
ବରୁଣ ଧାୱନଙ୍କ ଉପରେ ଭାରି ପଡୁଛନ୍ତି ଅଜୟ ଦେବଗନ୍। 'ଭେଡିୟା'ର ରୋଜଗାର କମି କମି ଯାଉଥିବା ବେଳେ 'ଦୃଶ୍ୟମ୍ ୨' ଆଗେଇ ଚାଲିଛି। ତେବେ ଆସନ୍ତୁ ଏହି ଦୁଇ ଚଳଚ୍ଚିତ୍ରର ବକ୍ସ ଅଫିସ୍ ରୋଜଗାର ଉପରେ ନଜର ପକେଇନେବା।
ଏମାନଙ୍କ ବୟସ ହେଲାଣି ୭୦ ଉପରେ। ଆଜି ବି ଏମାନେ ପରଦାରେ ଯୁବ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ଦର୍ଶକମାନେ ଏମାନଙ୍କ ଝଲକ ପାଇବା ପାଇଁ ସବୁବେଳେ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ତେବେ ଆସନ୍ତୁ ବଲିଉଡର ଏପରି ୬ଟି ତାରକାଙ୍କ ଉପରେ ନଜର ପକେଇ ନେବା।
ମଲାଇକାଙ୍କ ସହ ସମ୍ପର୍କ ତୁଟିବା ପରେ ଅରବାଜ୍ ଖାନ ଜର୍ଜିଆ ଆଣ୍ଡ୍ରିଆନିଙ୍କ ପ୍ରେମରେ ପଡିଥିଲେ। ସେ ତାଙ୍କୁ ୫ ବର୍ଷ ଧରି ଡେଟ୍ କରୁଛନ୍ତି। ସମସ୍ତେ ଜାଣିଥିଲେ ଉଭୟ ବିବାହ କରିବେ। ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଚମକେଇ ଦେବ।
'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଚର୍ଚ୍ଚାରେ। ଇସ୍ରାଏଲର ଫିଲ୍ମ ନିର୍ମାତା ଏହାକୁ 'ଋଚିହୀନ' କହି ବିବାଦକୁ ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସତ ସାମ୍ନାକୁ ଆସିଥିବାରୁ କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି ବୋଲି ଜବାବ ଦେଇଛନ୍ତି ଅନୁପମ ଖେର୍।
ଗୋଟିଏ ଚଳଚ୍ଚିତ୍ର ସହିତ ଜଡିତ ଏକ ପରିସ୍ଥିତିକୁ ମନେପକାଇଛନ୍ତି ଟ୍ୱିଙ୍କଲ ଖାନ୍ନା। ଜଣେ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ବର୍ଷାର ଏକ ସିନ୍ ପାଇଁ ଦେହ ଦିଶୁଥିବା ପୋଷାକ ପିନ୍ଧନ୍ତୁ। ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ।
ନିକଟରେ ରିଲିଜ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଉଂଚାଇ ପରେ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ସୁନୀତ ଦାସ । ଏହି ଫିଲ୍ମର ସହକାରୀ କୋରିଓଗ୍ରାଫର ଥିବା ସୁନୀତଙ୍କ କୋରିଓଗ୍ରାଫିରେ ନାଚିଛନ୍ତି ଅମିତାଭଙ୍କ ସହ ଅନୁପମ୍ ଖେର, ବୋମନ୍ ଇରାନୀଙ୍କ ଭଳି କୀମ୍ବଦନ୍ତୀ କଳାକାର ।
ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ କରୁଛନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ ଏହାକୁ ନେଇ ଏମିତି କହିଛନ୍ତି କିଛି ସେଲିବ୍ରିଟି। ଆସନ୍ତୁ ଜାଣିବା…
ବଲିଉଡ୍ର କିଛି ଅଭିନେତ୍ରୀ ସେମାନଙ୍କ କ୍ୟାରିୟରର ସଫଳତାର ଶୀର୍ଷରେ ଥିଲେ। କେହି କେହି ସୁପର ଅଭିନେତ୍ରୀ ହୋଇଥିଲେ ତ ଆଉ କିଏ ‘ୱାନ୍ ଫିଲ୍ମ ୱାଣ୍ଡର’ ହୋଇଥିଲେ। ବିବାହ ପରେ କିନ୍ତୁ ଏମାନେ ରୂପେଲି ପରଦାକୁ ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ସେମାନେ କିଏ।