ଶାହାରୁଖ ଖାନ ନିଜର ବୁଲାବଙ୍କା ଉତ୍ତର ପାଇଁ ସର୍ବଦା ଜଣାଶୁଣା। 'Ask SRK' ସେସନ୍ରେ ଯେତେବେଳେ ଜଣେ ପ୍ରଶଂସକ 'ପଠାନ୍' ପାଇଁ ତାଙ୍କ ଫି ବିଷୟରେ ପଚାରିଥିଲେ, ଶାହାରୁଖ ଏକ ମଜାଳିଆ ଢଙ୍ଗରେ ତାଙ୍କ ଉତ୍ତର ଦେଇଥିଲେ, ଯାହା ସମସ୍ତଙ୍କୁ ହସେଇବାକୁ ବାଧ୍ୟ କରିଛି।
ଅର୍ଜୁନ କପୁର, ରାଧିକା ମଦାନ ଏବଂ ତବୁଙ୍କ ଫିଲ୍ମ 'କୁତ୍ତେ' ମୁକ୍ତିଲାଭ କରିଛି। ଅର୍ଜୁନ କପୁରଙ୍କ ଏହି ଫିଲ୍ମ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କୁ ବହୁତ ପ୍ରଭାବିତ କରିଛି। ଅର୍ଜୁନଙ୍କ ଲେଡି ଲଭ୍ ମଲାଇକା ଅରୋରାଙ୍କ ଠାରୁ ଆରମ୍ଭ କରି ଆଗଧାଡିର ସବୁ କଳାକାର ଏହାକୁ ପସନ୍ଦ କରିଛନ୍ତି।
ଦେଶରେ ଏବେ ଓସ୍କାରକୁ ନେଇ ଆଲୋଚନା ଜୋର ଧରିଛି। ୫ଟି ଭାରତୀୟ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସ୍ଥାନିତ ହୋଇଛି। ଆସନ୍ତୁ ଜାଣିବା ଏସବୁ ଫିଲ୍ମଗୁଡିକ କ’ଣ…
ଫିଲ୍ମ 'ପଠାନ'ର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଏବଂ ବଲିଉଡ୍ରୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ଆସୁଛି। ଫିଲ୍ମ ‘ରଶ୍ମୀ ରକେଟ୍’ର ସ୍କ୍ରିନ୍ ରାଇଟର୍ ଅନିରୁଦ୍ଧ ଗୁହା ମଧ୍ୟ ଏହି ଫିଲ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି। ଏହା ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି।
ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ଓସ୍କାରରେ ସାମିଲ୍ ହେଇଛି ଋଷବ ଶେଟ୍ଟୀଙ୍କ ଫିଲ୍ମ 'କାନ୍ତାରା'। ରହିଛି ଅନେକ ଆଶା। ଏହି ଫିଲ୍ମ ଫାଇନାଲ୍ ପର୍ଯ୍ୟାୟକୁ ଯିବ କି ନାହିଁ ଏହା ଦେଖିବା ବାକି ରହିଲା।
ସେ କେବଳ ଜଣେ ଅଭିନେତା ନୁହଁନ୍ତି, ସେ ଜଣେ ନିର୍ଦ୍ଦେଶକ, ଗାୟକ ଏବଂ ଟିଭି ହୋଷ୍ଟ୍ ମଧ୍ୟ। ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କର ଏକ ନିଜସ୍ୱ ସଂଘର୍ଷମୟ ଜୀବନ ଅଛି। ଦିନେ ଏକ ଫିଲ୍ମ କରିବା ପାଇଁ ସେ ନେଇଥିଲେ ମାତ୍ର ୧୧ଟଙ୍କା। ସେ ଯୁବକମାନଙ୍କ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି।
ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...
ସାମ୍ନାକୁ ଆସିଲା ଷ୍ଟାର୍କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।
ବାପା ବସ୍ ଚଳେଇ ପରିବାର ଚଳଉଥିଲେ। ପୁଅ ଚାହୁଥିଲେ ଅଭିନେତା ହେବା ନେଇ। ଏନେଇ ତାଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ। ସେ ହେଲେ KGF ଷ୍ଟାର୍ ୟଶ୍। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।
ନୂଆବର୍ଷରେ ଯେତେବେଳେ ସମସ୍ତେ ୨୦୨୩କୁ ସ୍ୱାଗତ କରୁଥିଲେ, ସେତେବେଳେ ଅଞ୍ଜଳି ସିଂହ ଦିଲ୍ଲୀ ରାସ୍ତାରେ ଜୀବନ ହରାଉଥିଲେ। ପରିବାର ଏକ ରୋଜଗାରିଆ ଝିଅକୁ ହରେଇଛି। ଏଭଳି ପରିସ୍ଥିତିରେ ଉଦାରତାର ପ୍ରମାଣ ଦେଇଛନ୍ତି କିଙ୍ଗ୍ ଖାନ ଶାହରୁଖ। ପରିବାରକୁ କରିଛନ୍ତି ଆର୍ଥିକ ସହାୟତା।
ଆଜି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ବିପାଶା ୭ ଜାନୁୟାରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍ରେ ନାହାନ୍ତି।
‘ବୟକଟ୍ ବଲିଉଡ୍’ ଟ୍ରେଣ୍ଟ୍ ହିନ୍ଦୀ ସିନେମା ଶିଳ୍ପକୁ ବର୍ବାଦ କରିଦେଇଛି। ବଲିଉଡ୍ ଏଥିରୁ ମୁକୁଳି ପାରୁନି। ଅନେକ କ୍ଷତି ସହିବାକୁ ହେଉଛି। ଏନେଇ ବଡିଉଡ୍ର ବରିଷ୍ଠ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଆତ୍ମା କାନ୍ଦି ଉଠିଛି। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁହାରି କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…
ନୂଆବର୍ଷ ଆରମ୍ଭରୁ ବଲିଉଡ୍ରେ ଦେଖାଦେଇଛି ପ୍ରଥମ ବ୍ରେକ୍ଅପ୍। ତାରା ସୁତାରିୟା ଏବଂ ଆଦର ଜୈନଙ୍କ ବ୍ରେକ୍ଅପ୍ ହୋଇଛି। ୪ ବର୍ଷ ତଳେ ହୋଇଥିଲା ପ୍ରେମ।
ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ୍ ହୀରୋ ହେଲେ ହ୍ରିତିକ ରୋଶନ। ସେ ତାଙ୍କ ଆବ୍ସରେ ଯୁବପିଢିଙ୍କୁ ପାଗଳ କରିଦିଅନ୍ତି। ଅନେକ ମଧ୍ୟ ତାଙ୍କ ଠାରୁ ପ୍ରେରଣା ପାଇ ସେମାନଙ୍କ ବଡି ବନାନ୍ତି। ଏବେ ତାଙ୍କର ୮ ପ୍ୟାକ୍ ଆବ୍ସ ତାଙ୍କ ପ୍ରଶଂସକଙ୍କ ମନ କିଣିବାରେ ଲାଗିଛି।
ବଲିଉଡ୍ର ହିରୋ ନମ୍ବର ୱାନ୍ ଗୋବିନ୍ଦା ତାଙ୍କ ମା’ଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ। ସେ ଏତେ ଭଲ ପାଉଥିଲେ ଯେ ମା’ଙ୍କ ପାଦ ଧୋଇ ସେ ପାଣିକୁ ପିଉଥିଲେ। ଏ କଥାକୁ ନେଇ ତାଙ୍କ ପତ୍ନୀ ସୁନୀତା ଆହୁଜା ଏମିତି କହିଛନ୍ତି…
ଆଜି ବିଦ୍ୟା ବାଲାନ୍ଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଆଉ ଚେହେରାରେ ସେ ଆଜି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। କିନ୍ତୁ ଏମିତି ବି ଦିନ ଥିଲା ତାଙ୍କୁ ଫିଲ୍ମ ମିଳୁ ନଥିଲା ଆଉ ବଡିଶେମିଂର ସମ୍ମୁଖୀନ ହେବାକୁ ପଡୁଥିଲା।
ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍' ରିଲିଜ୍କୁ ନେଇ ଭାରତରେ ବିରୋଧ ଦେଖାଦେଇଛି। ଫିଲ୍ମକୁ ରିଲିଜ୍ ନ କରିବାକୁ ଧମକ ମଧ୍ୟ ଦିଆଯାଉଛି। ଏହାକୁ ନେଇ ଫୱାଦ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରିଲିଜ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁସୃଢ ହେବ ବୋଲି ସେ କହିଛନ୍ତି।
ଏବେ ପୁଣି ଋଷଭ ଏବଂ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଛି। ତାଙ୍କ ନା’ ଖାଲି ଋଷଭ ପନ୍ତଙ୍କ ସହ ନୁହେଁ, ଅନ୍ୟମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ମଧ୍ୟ ହେଉଛି। ଆସନ୍ତୁ ସେମାନେ ସବୁ କିଏ ଜାଣିବା।
ବଲିଉଡ ଗୀତ ସବୁବେଳେ ସାରା ବିଶ୍ୱରେ ରାଜ କରିଆସୁଛି। ଏହା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ବଲିଉଡ୍ ଗୀତରେ ନାଚିବାକୁ କେହି ନିଜକୁ ଅଟକାଇ ପାରନ୍ତି ନାହିଁ। ଏବେ ଏହି ମୋହରେ ପଡିଛନ୍ତି ଜଣେ ଜାପାନୀ ଝିଅ। ସେ ‘ବେଶରମ ରଙ୍ଗ’ ଗୀତରେ ନାଚି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି।
ଚଳିତ ବର୍ଷ ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ ମୋଲା ଭଟ୍ଟ' ସାରା ଦୁନିଆରେ ବକ୍ସ ଅଫିସ୍ ରେକର୍ଡ କରିଛି। ଖାଲି ପାକିସ୍ତାନରେ ନୁହେଁ ଏହାକୁ ବିଦେଶରେ ମଧ୍ୟ ପ୍ରଶଂସା କରାଯାଇଛି। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ ଏହାକୁ ବି ଭାରତରେ ରିଲିଜ୍ କରାଯିବ।
ଖୁସି ମନେଇବା ପାଇଁ ଭଉଣୀ ଅମୃତା ଅରୋରାଙ୍କ ସହ ଗୋଆରେ ପହଞ୍ଚିଲେ ମଲାଇକା ଆରୋରା। ବାର୍ରେ ପହଞ୍ଚିଲେ। ମାଲିକଙ୍କୁ କହିଲେ ଆମକୁ ଫ୍ରିରେ ଡ୍ରିଙ୍କ୍ସ କରାନ୍ତୁ। ମାଲିକ କହିଲେ, ଯାହା ଦରକାର ଦେବି, ହେଲେ ଏହା ବଦଳରେ ଆମକୁ….
କିଙ୍ଗ ଖାନ୍ ଶାହରୁଖ ସବୁବେଳେ ତାଙ୍କ ପ୍ରଶଂସକଙ୍କ ପାଖରେ ରାଜା ଭଳି ଦେଖାଯିବାକୁ ଚାହାନ୍ତି। ତାଙ୍କ ରାଜକୀୟ ଠାଣି ପାଇଁ ସେ ଥରକେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ଜାଣନ୍ତୁ ବିଶେଷ ଦିନରେ ସେ ପୋଷାକରେ କେତେ ଟଙ୍କା ଖର୍ଚ୍ଚ କରନ୍ତି।
'ପଠାନ' ରିଲିଜ୍ ହେବା ପୂର୍ବରୁ ବିରୋଧରେ ଛନ୍ଦି ହୋଇଛି। ଏହି ବିରୋଧ କିନ୍ତୁ ଫିଲ୍ମ ପାଇଁ ସୁଯୋଗ ଆଣିଛି। ରିଲିଜ୍ ପୂର୍ବରୁ କରିସାରିଲାଣି ୧୦୦କୋଟି ରୋଜଗାର। କାଟିବ କି KGF ରେକର୍ଡ!
ଫ୍ୟାଶନ୍ ସୋ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପ୍ରଚାର ଏବଂ ରେଡ୍ କାର୍ପେଟ୍ ପର୍ଯ୍ୟନ୍ତ, ଏହି ଅଭିନେତାମାନେ ନିଜ ପ୍ରତିଭା ଏବଂ ଷ୍ଟାଇଲରେ ପ୍ରଶଂସକଙ୍କୁ ପାଗଳ କରିବା ପାଇଁ କୌଣସି ବି ମୌକା ଛାଡି ନାହାଁନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…
ଭାଇଜାନ କଥା ଆସିଲେ ମନକୁ ଆସିଯାଆନ୍ତି ସଲମାନ ଖାନ୍। ଆଜି ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। କିନ୍ତୁ ତାଙ୍କ ବିଷୟରେ ଏମିତି କିଛି ଅଜଣା କଥା ଅଛି ତାହା ହୁଏତ ଆପଣ ଜାଣି ନଥିବେ। କିଛି ହସେଇବ, କିଛି ଭାବପ୍ରବଣ କରିବ।