ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା।
‘ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି’ ବୋଲି କହିଛନ୍ତି ଶିବରାଜ । ‘ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି’।
କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ ।
ସଜେଇ ହୋଇଛି ଅଗ୍ନି, ବ୍ରହ୍ମୋସ୍, ଆକାଶ ଭଳି ଇତିହାସ ରଚିଥିବା ମିସାଇଲ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ପରମାଣୁ ଏବଂ ପଦାର୍ଥ ବିଜ୍ଞାନ ସଂପର୍କରେ ଚାଲିଛି ଆଲୋଚନା ।
ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ ଅଭିମୁଖେ ବାହାରିବେ ।
ବିଜେଡିକୁ ଟାର୍ଗେଟ୍ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରାକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା ଜୟ ଶ୍ରୀରାମ ନାରା ଦେବାରୁ ବିଡିଓ ଗାଳି ଖାଇଲେ ବୋଲି କହିଛନ୍ତି ପ୍ରଦୀପ ।
ଓଡ଼ିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ । ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।
ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ।
ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ।
ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।
ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ।
କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି। ଫ୍ରାନ୍ସ ସେନାର ଏକ ଟିମ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କାଠଗଡ଼ାରେ ରାଜ୍ୟ ସରକାର । ଭୁବନେଶ୍ୱର ପରେ ସମ୍ବଲପୁରରେ ବି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
ଓଡ଼ିଶାରେ ଗୋଟିଏ ରାକ୍ଷସ ମନୋବୃତ୍ତିର ସରକାର ଚାଲିଛି । ଏଠି ଅଧା ଡଜନ ମନ୍ତ୍ରୀ, ଡଜନ ଡଜନ ବିଧାୟକ ଅପରାଧ ଆରୋପିତ ବୋଲି ସିଧାସଳଖ କହିଛନ୍ତି ଧର୍ମେନ୍ଦ୍ର ।
ସପ୍ତଶଯ୍ୟା..ମନୋରମ ପ୍ରକୃତିର କୋଳରେ ହସୁଥିବା ଏ ଦେବ ସ୍ଥାନର ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଲୋକକଥା ଅନୁସାରେ ପ୍ରଭୂ ଶ୍ରୀରାମଙ୍କ ଏଠି ପଡ଼ିଥିଲା ଚରଣ ରେଣୁ । ବନବାସ ସମୟରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ଜାନକୀଙ୍କ ସହ ରଘୁନାଥ ଏଠି କାଟିଥିଲେ ସାତଦିନ ଓ ସାତରାତି ।
ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା ।
ଯାଜପୁରରେ ଆୟୋଜିତ ହୋଇଛି ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବାପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି...
ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ ।
ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ୩ ଦିନିଆ ଜାତୀୟ ସିନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ୍ । ପୁରୁଷ ବର୍ଗରେ ଓଡ଼ିଶାର ରାକେଶ ପାତ୍ର ଏବଂ ମହିଳା ବର୍ଗରେ ଅଲିମ୍ପିୟାନ ଦୀପା କର୍ମାକର ଅଲରାଉଣ୍ଡ ଚାମ୍ପିୟାନ ହୋଇଛନ୍ତି ।
ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ ।
୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି । ମଡେଲ ମନୋନୀତ ସହ ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠିରେ ଉଲ୍ଲେଖ ରହିଛି ।