• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1690" result for "ଓଡ଼ିଶା" in https://otvkhabar.in

s
ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି

ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

President Of India
ଓଡ଼ିଶା ଯେତେବେଳେ ଆସିଛନ୍ତି, ଖାଲି ହାତରେ ବା କେମିତି ଫେରି ଯାଇଥାନ୍ତେ ରାଷ୍ଟ୍ରପତି

ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ନିଜ ପାଇଁ କିଛି ଶାଢ଼ି ଓ ସୁଟ୍ ପିସ୍ କିଣିଥିଲେ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର । ସେଥିରୁ ଖଣ୍ଡୁଆ, କୋଟ୍ଟପାଡ୍, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ୍ ରାଷ୍ଟ୍ରପତି ଓ ତାଙ୍କ ଝିଅ କିଣିଥିଲେ ।

President Of India
‘ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ’

 ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।

President Of India
'ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ'

ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ।

Odisha Job Scam
ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।

Odisha Job Scam
ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।

ocs result
ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ

ଫଳ ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦ୍ଦେଶ ।

Odisha Rises In Nationwide Poverty Index
ଦାରିଦ୍ର୍ୟ ତାଲିକାରେ ଓଡ଼ିଶା ସ୍ଥିତି ଆହୁରି ଖରାପ, ମାଲକାନଗିରି ସବୁଠୁ ଗରିବ ଜିଲ୍ଲା

ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ। ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି। 

power supply
ନବୀନ ଓଡ଼ିଶାର ବିକଳ ଚିତ୍ର: ନାହିଁ ନାହିଁର ଗାଁ ବୁରୁଡ଼ିହି

ନବୀନ ଓଡ଼ିଶାର ବିକଳ ଚିତ୍ର l ଖଟିଆ ସାଜିଛି ରୋଗୀଙ୍କ ସାହାରା l ଅନ୍ଧାରିମୂଲକରେ ନାଳ ପାଣି ପିଇ ଅଭିଶପ୍ତ ଜୀବନ ବିତାଉଛନ୍ତି ବୁରୁଡ଼ିହି ଗ୍ରାମବାସୀ..

BJP
ଓଡ଼ିଶା ଦଖଲ ପାଇଁ ବଂଶଲଙ୍କ ୨ ଦିନିଆ ମାନସ ମନ୍ଥନ

ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍।

BJP
ଓଡ଼ିଶା ଦଖଲ ପାଇଁ ବଂଶଲଙ୍କ ୨ ଦିନିଆ ମାନସ ମନ୍ଥନ

ଓଡିଶା ଦଖଲ ପାଇଁ ସୁନୀଲ୍ ବଂଶଲଙ୍କ ଦୁଇ ଦିନିଆ ମାନସ ମନ୍ଥନ । ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍। ଏଥିସହ ଭୋପାଲରେ ବିସ୍ତାରକଙ୍କୁ ମୋଦି ପଢାଇଥିବା ବୁଥ ମାନେଜମେଣ୍ଟ ପାଠ କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ ସେ ନେଇ ବି ବିସ୍ତାରକମାନଙ୍କ ସହ ବୈଠକ କରିଛନ୍ତି ବିଜେପି ରାଜ୍ୟ ସଭାପତି ଏବଂ କ୍ଷେତ୍ରୀୟ ପ୍ରଭାରୀ।...

2024 Lok Sabha polls
୨୪ ନିର୍ବାଚନରେ ଓଡ଼ିଶାରେ କେମିତି ପଦ୍ମ ଫୁଟାଇବ ବିଜେପି ?

ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।

Justice Subhasis Talapatra
ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ତାଳପତ୍ର

General Election 2024
ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ୨୦୨୪ରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆସନ୍ତାକାଲି ପୂର୍ବାଂଚଳ ରାଜ୍ୟଗୁଡିକୁ ନେଇ ବସିବ ବଡ଼ ବୈଠକ

Mohan Majhi
ଆମର ଲକ୍ଷ୍ୟ ଓଡ଼ିଶାରେ ଡବଲ ଇଂଜିନ୍ ସରକାର; ମୋହନ ମାଝି

ନିର୍ବାଚନରେ ବିଜୟୀ ହେବା ପାଇଁ, ବିଜେପି ଗୌହଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ବୈଠକ ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକମୋହନ ଚରଣ ମାଝୀ....

Andhra Pradesh again tries to intrude in Odisha region, this time in Gajapati
ଓଡ଼ିଶା ସୀମାରେ ଆନ୍ଧ୍ରରେ ଦାଦାଗିରି

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ଗଙ୍ଗାବାଡ ପଞ୍ଚାୟତର ଅଧିକାଂଶ ଗାଁକୁ ନିଜ କବ୍‌ଜାକୁ ନେବାକୁ ଦୀର୍ଘ ଦିନ ହେଲା ପ୍ରୟାସ କରିଆସୁଛି ଆନ୍ଧ୍ର...

 pearl farming
ଓଡ଼ିଶାରେ ଲୋକପ୍ରିୟ ହେଉଛି ମୁକ୍ତାଚାଷ, ଖର୍ଚ୍ଚର ମିଳୁଛି ଡବଲ ଇନକମ୍

ମୁକ୍ତା କଥା ମନକୁ ଆସିଲେ ପ୍ରଥମେ ସମୁଦ୍ର କୂଳ, ସେଠାରୁ ସଂଗ୍ରହ ହେଉଥିବା ଶାମୁକା ଓ ଶାମୁକାରୁ ମିଳୁଥିବା ମୁକ୍ତା କଥା ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି ଏବେ ଏହାକୁ ଏକ ଚାଷ ଭାବରେ ଭାରତରେ ଗ୍ରହଣ କରାଗଲାଣି । ବିଭିନ୍ନ ସ୍ଥାନରେ ଲୋକେ ପୋଖରୀରେ ଏହି ମୁକ୍ତା ଚାଷ କରୁଛନ୍ତି। ରେଢାଖୋଲ ଅଞ୍ଚଳର ଜଣେ ଯୁବ ଚାଷୀ କିନ୍ତୁ ଏବେ ନିଜ ଘର ଅଗଣାରେ ଏହି ମୁକ୍ତାଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ।

Railways to run countrywide safety drive after odisha train accident
ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପରେ ବିଭାଗ ସଚେତନ; ସାରା ଦେଶରେ ହେବ ସୁରକ୍ଷା ଡ୍ରାଇଭ୍ ଅଭିଯାନ

ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।

Chhattisgarh Naxal attack
ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ

ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।

Odisha Best Employer Brand Award 2023
ଓଡ଼ିଶା ଲିଡରସିପ୍‌ ଆୱାର୍ଡ ୨୦୨୩ରେ OTVକୁ ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ସମ୍ମାନ

ଓଡିଶା ଲିଡରସିପ୍‌ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍‌ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

cultivate apple
ଓଡ଼ିଶାର ଏଇଠି ଫଳୁଛି କାଶ୍ନିରୀ ଆପୁଲ୍

ଓଡ଼ିଶାର 45 ଡିଗ୍ରୀ ତାପମାତ୍ରାରେ ବି ଜମ୍ମୁକାଶ୍ମୀର ଭଳି ଆପୁଲ୍ ଫଳେଇ ପାରିଛନ୍ତି କାଳେଶ୍ୱର କାଣ୍ଡ.. କେମିତି ? ଆସନ୍ତୁ ଜାଣିବା..

Gangster Atiq Friend Guddu Muslim Was In Odisha For 12 Days
ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ ! 

STFକୁ ଚକମା ଦେବା ଲାଗି ମିରଟ, ଆଜମେର, ଝାନସୀ, ନାସିକ ପରେ ପୁଣେ ଦେଇ ବରଗଡ଼ ଚାଲି ଆସିଥିଲା ଗୁଡ୍ଡୁ ।

News Fuse
ଓଡ଼ିଶା ପଣାର ସ୍ୱାଦ ଅଲଗା

ଓଡ଼ିଶା ପଣାର ସ୍ୱାଦ ଅଲଗା..ପଣା ପିଇକି ପେଟ ଥଣ୍ଡା କଲେଣି ନେତା ଆଗକୁ ନିର୍ବାଚନ

Krishna Patel
ଓଡ଼ିଶାର ଡ. ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ

ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସଫଳ ଚାଷୀ ଶ୍ରୀ ପଟାଏତ କୁମାର ସାହୁଙ୍କୁ 'ପଦ୍ମଶ୍ରୀ' ଉପାଧି ପ୍ରଦାନ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀଯୁକ୍ତ ପଟାଏତ, ଔଷଧୀୟ ବୃକ୍ଷ ରୋପଣ ଏବଂ ୩୫୦ ପ୍ରକାର ଔଷଧୀୟ ବୃକ୍ଷ ଚିହ୍ନଟ କରି ଲୋକପ୍ରିୟ ହୋଇପାରିଛନ୍ତି।

Utkal Dibas 2023
Utkal Dibas: ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।