• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1687" result for "ଓଡ଼ିଶା" in https://otvkhabar.in

cm naveen patnaik
କାହିଁକି ତତ୍କାଳ ସହାୟତା ମାଗିଲାନି ଓଡ଼ିଶା? ଟ୍ୱିଟ୍‌ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିଲାନି ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି।

luv
'ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି'

ନୂଆଦିଲ୍ଲୀ: ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ- ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। ଲାକ୍ଷାଦ୍ୱୀପରେ ସର୍ବାଧିକ…

dharmendra
"ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ"

ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

corona varriant
ମହାରାଷ୍ଟ୍ରରେ କମୁଛି ଓଡ଼ିଶାରେ ବଢ଼ୁଛି, ବିସ୍ଫୋରକ ହେଉଛି ଡବଲ ଭ୍ୟାରିଆଣ୍ଟ..

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଦିଲ୍ଲୀରେ କରୋନା ତାଣ୍ଡବ ଧିମା ପଡ଼ୁଥିବା ବେଳେ ଏବେ ଓଡ଼ିଶାରେ ବିସ୍ଫୋରକ ସ୍ଥିତି ଦେଖାଯାଇଛି । ମହାରାଷ୍ଟ୍ର ଭଳି ରାଜ୍ୟରେ ସଂକ୍ରମଣ କାବୁ ହୋଇସାରିଥିବା ବେଳେ ଓଡ଼ିଶାରେ କିନ୍ତୁ ନିୟନ୍ତ୍ରଣ ବାହାରେ ରହିଛି ସଂକ୍ରମଣ । ତେବେ…

covaxin
ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା

ଭୁବନେଶ୍ୱର: ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍ ଟିକା। ଏହି ଲକ୍ଷ୍ୟ ନେଇ ଭୁବନେଶ୍ୱର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

coronavirus
ଓଡ଼ିଶା ପାଇଁ ଏବେ ଚିନ୍ତା ବଢାଇଲା ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ

ଭୁବନେଶ୍ୱର: ଓଡ଼ିଶା ପାଇଁ ଏବେ ଚିନ୍ତା ବଢ଼ାଉଛି କରୋନାର ଆନ୍ଧ୍ର ଓ ତେଲେଙ୍ଗାନା ଭ୍ୟାରିଏଣ୍ଟ। କାରଣ ଏହି ଦୁଇଟି ରାଜ୍ୟରେ ଚିହ୍ନଟ ଭ୍ୟାରିଏଣ୍ଟ ଆହୁରି ସଂକ୍ରାମକ। ଏହି ଆଶଙ୍କା କରି ରାଜ୍ୟ ସରକାର ଏବଂ ଓଡ଼ିଶା ସୀମାନ୍ତରେ କଟକଣା ଆହୁରି କଡ଼ାକଡ଼ି…

Bengal election
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ?

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ? ବଙ୍ଗରେ ବିଜେପି କ୍ଷମତା ହାସଲ କରିନଥିଲେ ବି ନନ୍ଦିଗ୍ରାମରେ ମମତାଙ୍କୁ ହରାଇବା ସହିତ ୩୮ ପ୍ରତିଶତ ଭୋଟ୍ ପାଇଛି। ଆସାମରେ ପୁଣି ଥରେ କ୍ଷମତାକୁ ଫେରିଛି ଦଳ।

lockdown in odisha
ଓଡ଼ିଶାରେ ଲକ୍‌ଡାଉନ୍ ଘୋଷଣା: ଜାଣନ୍ତୁ କ'ଣ ଖୋଲା ରହିବ, କ'ଣ ବନ୍ଦ ରହିବ...

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ…