• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BHADRAK VIOLENCE
ବିଜେପି କହିଲା ଭଦ୍ରକ ହିଂସାରେ ବିଜେଡିର ଆଗଧାଡ଼ି କର୍ମୀ !

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।

CM Mohan Majhi
ଝାଡ଼ଖଣଣ୍ଡରେ ଓଡ଼ିଆ ଅସ୍ମିତା ବିପଦରେ, ସ୍କୁଲରେ ବହି ନାହିଁ କି ଶିକ୍ଷକ ନାହାନ୍ତି !

୨ ଦିନିଆ ଗସ୍ତରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ମାଗଣାରେ ବହି ସହ ଓଡ଼ିଆ ଶିକ୍ଷକଙ୍କୁ ଦୁଇଗୁଣା ଦରମା ଦେବାକୁ ଘୋଷଣା ।

  • Tuesday, 01 October 2024
How to get rid of cholera
ଜହ୍ନରେ ପାଣିର ସନ୍ଧାନ କରୁଛି ମଣିଷ, ହେଲେ ଏମିତି ବି ଗାଁ ଅଛି...ଆମ୍ବୁଲାନ୍ସ ଯାଇପାରୁନି

ଦେଶ ତଥା ରାଜ୍ୟର ହଜାର ହଜାର ଲୋକେ ଝାଡାବାନ୍ତିରେ ମରୁଛନ୍ତି? ଏଥିପାଇଁ କିଏ ଦାୟୀ ? ସରକାର ପରେ ସରକାର ବଦଳୁଛି ହେଲେ ଏ ଅଂଚଳର ଭାଗ୍ୟ ବଦଳୁନି କାହିଁକି? ଲୋକଙ୍କ ପାଖରେ ପିଇବା ପାଣି, ସ୍ୱାସ୍ଥ୍ୟସେବା ଓ ସଡକ ପହଂଚିବାକୁ ଆଉ କେତେ ବର୍ଷ ଲାଗିବ?

CM Mohan Majhi
'ଝାଡ଼ଖଣ୍ଡରେ ସଙ୍କଟରେ ଓଡ଼ିଆ ଅସ୍ମିତା, ଓଡ଼ିଆ ଲୋକେ ଏଠି ଉପେକ୍ଷିତ': ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡରେ ସଙ୍କଟରେ ଓଡ଼ିଆ ଅସ୍ମିତା । ଏଠାରେ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକେ ଉପେକ୍ଷିତ ।

BJP Slams BJD Supremo
‘ନବୀନ ବାବୁ ଓଡିଶାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି’

ନବୀନଙ୍କୁ କଡ଼ା ଜବାବ ଦେଲା ବିଜେପି । ନବୀନଙ୍କ ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ରାଜ୍ୟ ବିଜେପି । ନବୀନଙ୍କ ବକ୍ତବ୍ୟରୁ ସେ ନିଜେ ଓଡ଼ିଶାରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଲା ବିଜେପି ।

BJD
ଟକମକ୍ ଫୁଟୁଛି ଭୁବନେଶ୍ବର ବିଜେଡି କଳି

ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।

  • Monday, 30 September 2024
  • BJD
BJD
ଟକମକ୍ ଫୁଟୁଛି ଭୁବନେଶ୍ବର ବିଜେଡି କଳି, ୨ କର୍ପୋରେଟରଙ୍କ ସହ ୪ ଜଣଙ୍କୁ ମଗାଗଲା ସୋ-କଜ୍

ବିଦ୍ରୋହୀ କର୍ପୋରେଟରଙ୍କ ବିରୋଧରେ ମେଳି। ଟକ୍ ମକ୍ ହେଇ ଫୁଟିଲାଣି ଭୁବନେଶ୍ବର ବିଜେଡି କନ୍ଦଳ।

Bhadrak BJD
ଭୁବନେଶ୍ୱର ପରେ ଭଦ୍ରକ ପାଳି !! ଶଙ୍ଖ ଭବନରେ ପହଁଚିଲା କଳି

ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି ।

Unfulfilled as Development in Jajpur Stalls
୨୪ ବର୍ଷରେ ବିଜୁ ବାବୁଙ୍କ ସ୍ୱପ୍ନ ସରିଲାନି

ସ୍ୱପ୍ନ ଏତେ ଲମ୍ବା ଥିଲା ଯେ... ୨୪ ବର୍ଷର ରାତି ଜମା ପାହିଲାନି... କି ବିଜୁ ବାବୁଙ୍କ ସ୍ୱପ୍ନ ସରିଲାନି । ଆଉ ଏ ଯାଜପୁର ବିକଶ ଏତେ ହେଲା ଯେ... ବର୍ଷ ବର୍ଷ ଗଡ଼ିଗଲା ସିନା ହେଲେ କାମ ସରିଲାନି । ଦେଖନ୍ତୁ ଏ ସବୁ ଚିତ୍ର ଯାଜପୁର ବିକାଶର... ଆଉ ଶୁଣନ୍ତୁ କ’ଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

BJD leaders
ବିଜେଡି କଳି: ଅମରେଶ-ବିରଞ୍ଚିଙ୍କୁ ସୋ-କଜ୍ ନୋଟିସ କଲେ ଜିଲ୍ଲା ସଭାପତି

ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।

Mohan Majhi
ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା

ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି । 

Mohan Majhi
ମଞ୍ଚରୁ ଧୋଇଲେ ମୋହନ, କହିଲେ ଯାଜପୁରକୁ ଲୁଟିଛନ୍ତି ୩ ପରିବାର

ବିଜୁ ବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ଯାଜପୁର ଜିଲ୍ଲା ବଡ଼ଚଣାରେ ଦଳୀୟ ସଭାମଂଚରୁ ଆଜି ଏମିତି ମନ୍ତବ୍ୟ ଦେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Udyanath Stalin
ତାମିଲନାଡ଼ୁ ରାଜନୀତିରେ ବଡ଼ ହଲଚଲ୍‌, ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ତାମିଲନାଡୁରେ ଏହା ଦ୍ୱିତୀୟ ଥର ହେବାକୁ ଯାଉଛି, ଯେତେବେଳେ ପିତା ମୁଖ୍ୟମନ୍ତ୍ରୀ ଏବଂ ପୁଅ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ।

Mohan Majhi
‘ବିକାଶ ନାଁରେ ଯାଜପୁରକୁ ଲୁଟିଛନ୍ତି ୩ ପରିବାର’

ନାଁ ନନେଇ ବିଜେଡିର ୩ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ । ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ।

Odisha Politics BJD
ବିଜେଡିରେ ଥମୁନି ବୟାନବାଜି

ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।

Mission Jharkhand
ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ

ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।

Mission Jharkhand
ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ, ପୋଷ୍ଟର ବୟ୍ ସାଜିବେ ମୋହନ ମାଝୀ

ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।

Odisha Politics BJD
BJDରେ ବିଷମ ସ୍ଥିତି ! ପରାଜିତ ପ୍ରାର୍ଥୀ ବନାମ ବିଜୟୀ ପ୍ରାର୍ଥୀ

ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।

Baijayant Panda
ସଦସ୍ୟ ସଂଗ୍ରହ ଅଭିଯାନରେ ସାଂସଦ ବୈଜୟନ୍ତ ପଣ୍ଡା

ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

Pradeep Dishari BJD
ବିଜେଡି ନେତାଙ୍କ ବଡ଼ ବୟାନ, ସମାଲୋଚନା କରୁଥିବା ନେତା ଦଳରେ ନରହିବା ଉଚିତ୍...

ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।

Vijaypal Singh Tomar
‘ବିଜେଡି ଯାହା କରିପାରିନଥିଲା, ଶହେ ଦିନର ଶାସନ ଭିତରେ କଲା ବିଜେପି’

ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।

  • Saturday, 28 September 2024
  • BJD
  • BJP
BJD
ବିଜେଡି ପରାଜୟର କାରଣ ବଖାଣିଲେ ମଙ୍ଗଳା କିଷାନ; କହିଲେ, ଆମ ଭିତରେ ଭୁଲ୍ ବୁଝାମଣା ଯୋଗୁଁ ଦଳ ହାରିଲା

ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ ।

  • Saturday, 28 September 2024
  • BJD
Naveen Patnaik
ବବି-ମାନସଙ୍କୁ ବିଜେଡିରେ ଅଣଦେଖା ! ତାଲିକାରୁ ନବୀନ କାଟିଦେଲେ ନାଁ

ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ ।

Odisha CM Mohan Majhi
ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା, ସେକାଳ ପଖାଳ ଆଉ ନାହିଁ

ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପୂର୍ବ ସରକାର ସମୟରେ ପ୍ରଶାସନିକ ସ୍ତରରେ ହେଉଥିବା ତ୍ରୁଟି ବିଚ୍ୟୁତିର ଉଦାହରଣ ଦେଇ ପ୍ରଶାସନକୁ ଲୋକାଭିମୁଖୀ ହେବାକୁ ପରାମର୍ଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • Friday, 27 September 2024
BJD
ବୁଧବାର ପ୍ରଦୀପ ମାଝୀ, ଗୁରୁବାର ଅବିନାଶ ସାମଲଙ୍କ ପରେ ଆଜି ମହୀଧର ରଣା

ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଇଙ୍ଗିତ କରି ମହୀଧର କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ରହିଲା।

  • Friday, 27 September 2024