ବିଜେଡିରେ ଥମୁନି ବୟାନବାଜି। ପରାଜିତ ପ୍ରାର୍ଥୀଙ୍କ ଦଳ ବିରୋଧୀ ମନ୍ତବ୍ୟକୁ କଡ଼ା କାଉଣ୍ଟର କଲେ ବିଜୟୀ ପ୍ରାର୍ଥୀ। ନିର୍ବାଚନ ପରିଚାଳନା ତ୍ରୁଟି, ସୁପ୍ରିମୋଙ୍କ କମ୍ ନିର୍ବାଚନୀ ପ୍ରଚାର, ଆଇଟି ସେଲ୍ର ବିଫଳତା ଓ ନେତା ନେତାଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଲାଗି ଦଳ ପରାଜିତ ହେଲା ବୋଲି ପୂର୍ବରୁ ତିନି ପରାଜିତ ପ୍ରାର୍ଥୀ ପ୍ରଦୀପ ମାଝୀ, ଅବିନାଶ ସାମଲ ଓ ମହିଧର ରଣା କହିଥିଲେ।
Published By: Santosh Kumar Sahoo
Last updated: 28 September 2024, 10:14 PM IST
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।