Odisha Politics BJD
ବିଜେଡିରେ ଥମୁନି ବୟାନବାଜି। ପରାଜିତ ପ୍ରାର୍ଥୀଙ୍କ ଦଳ ବିରୋଧୀ ମନ୍ତବ୍ୟକୁ କଡ଼ା କାଉଣ୍ଟର କଲେ ବିଜୟୀ ପ୍ରାର୍ଥୀ। ନିର୍ବାଚନ ପରିଚାଳନା ତ୍ରୁଟି, ସୁପ୍ରିମୋଙ୍କ କମ୍ ନିର୍ବାଚନୀ ପ୍ରଚାର, ଆଇଟି ସେଲ୍ର ବିଫଳତା ଓ ନେତା ନେତାଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଲାଗି ଦଳ ପରାଜିତ ହେଲା ବୋଲି ପୂର୍ବରୁ ତିନି ପରାଜିତ ପ୍ରାର୍ଥୀ ପ୍ରଦୀପ ମାଝୀ, ଅବିନାଶ ସାମଲ ଓ ମହିଧର ରଣା କହିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)