ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି ।
Published By: Sujit kumar Swain
Last updated: 29 September 2024, 09:34 PM IST
ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ରସୁଣ । କେଉଁଠି ୪ଶହ ତ ପୁଣି କେଉଁଠି ୪ଶହ ପାର୍ କଲାଣି । ଆମ ଓଡ଼ିଆ ରୋଷେଇ ଘରର ମସଲା ଭାବେ ରସୁଣର ସ୍ୱତନ୍ତ୍ର ସ୍ଥାନ ରହିଛି । ଯାହାକି ପ୍ରାୟ ପ୍ରତ୍ୟେକ ରୋଷେଇରେ ବ୍ୟବହାର କରାଯାଏ । ତେବେ ଦର୍ଶକ ବନ୍ଧୁ ରସୁଣକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୨୦୧୪ରୁ ଭାରତ ବଜାରରେ ବ୍ୟାନ୍ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି