Advertisment

ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଥମୁନି ପଦ୍ମପୁର ଭୋଟ୍ ରାଜନୀତି। ଫସଲ ବୀମା, ଇନପୁଟ୍ ସବସିଡି, ଜିଲ୍ଲା ଗଠନ ପରେ ଏବେ ରେଳ ପ୍ରକଳ୍ପ। ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ପଦ୍ମପୁର ଦେଇ ଯିବାକୁ ଥିବାରୁ ଏବେ ପଲିଟିକ୍ସ ଫୋକସରେ ଏହି ପ୍ରକଳ୍ପ। ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଏହାକୁ ଅସ୍ତ୍ର କରିଛନ୍ତି ଉଭୟ ଦଳ। ୪ ବର୍ଷ ଧରି ଚୁପ୍ ବସିଥିବା ବଳେ ହଠାତ୍ ପ୍ରକଳ୍ପ ପ୍ରସଙ୍ଗକୁ ତାଜା କରିଛନ୍ତି ବିଜେପି-ବିଜେଡି। ଏମିତିକି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଦୋଷ ଲଦାଲଦି।

author-image
Sarbeswar
ଅଦ୍ୟତନ ହୋଇଛି

padmapur-bypoll
Advertisment
Advertisment