• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Utkal Divas Celebrations
ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?

କେଉଁ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା, ଜାଣିନାହାନ୍ତି କି ଉନ୍ନୟନ କମିଶନର ଅନୁ ଗର୍ଗ..ସଂସ୍କୃତି ମନ୍ତ୍ରୀ ଭାବେ ସମ୍ବୋଧନକୁ ନେଇ ପାୱାର କରିଡରରେ ଚର୍ଚ୍ଚା..ଦୁବାଇରେ ମନ୍ତ୍ରୀ ଓ ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ ଆଣି ଘେରିଲେ ବିରୋଧୀ..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା
ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ?

ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ବନ୍ଦେ ଭାରତ ଉତ୍ସବ ଭାଷଣରେ ପୁରୀ ଏୟାରପୋର୍ଟ ଲୋକାର୍ପଣ ପାଇଁ ଆଗୁଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ନେଇ ବଢ଼ିଲା ଚର୍ଚ୍ଚା..ତେଣେ ନବୀନଙ୍କ ଡବଲ୍ ଇଞ୍ଜିନ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ ତେରଛା ବାଣ.

Siddaramaiah
କର୍ଣ୍ଣାଟକ ସିଂହାସନରେ ବସିବେ ସିଦ୍ଦରମୈୟା : ଉପ-ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ରହିବେ ଶିବକୁମାର

୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା
୨୦୨୪ରେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରୁଛନ୍ତି କି ନବୀନ ?

ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ?

Utkal Divas Celebrations
ଅଶୋକ ପଣ୍ଡା କେଉଁ ବିଭାଗର ମନ୍ତ୍ରୀ..ଜାଣନ୍ତିନି କି ଉନ୍ନୟନ କମିଶନର ?

ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?

Vande Bharat Starts From Puri In Odisha
ଗଡ଼ିଲା ବନ୍ଦେ ଭାରତ, ହାୱଡ଼ା ଅଭିମୁଖେ ପ୍ରଥମ ଯାତ୍ରା

ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।

Siddaramaiah
କର୍ଣ୍ଣାଟକ CM ମୁକୁଟ ପିନ୍ଧିବେ ସିଦ୍ଦରମୈୟା

ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ସାଜିବେ ସିଦ୍ଦରମୈୟା ।

Siddaramaiah
ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ?

କର୍ଣ୍ଣାଟକ ସିଏମ୍ ରେସ୍‌ରେ ବାଜି ମାରିନେବେ କି ସିଦ୍ଦରମୈୟା? ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି ।

Karnatak Politics, Siddaramaiah May Be Next CM
କର୍ଣ୍ଣାଟକ ରାଜନୀତି: ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ, ଶିବକୁମାରଙ୍କୁ ୬ ବିଭାଗର ମନ୍ତ୍ରୀ ପଦ ଅଫର !

ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ? ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ ପରେ ବି ଥମିନି ସସପେନସ୍

Shashi Bhusan Behera
ବଧୂ ନିର୍ଯାତନା ଆରୋପକୁ ବାଏଁ ବାଏଁ ଉଡ଼ାଇଦେଲେ ବିଜେଡି ବିଧାୟକ ଶଶିଭୂଷଣ ବେହେରା

ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି , ଖଣ୍ଡେ ବେଡସିଟ୍ ଛଡ଼ା କିଛି ଆଣିନି

BJD
୨୪ ନିର୍ବାଚନରେ ବିଜେଡିକୁ ବୁମେରାଂ ହେବନି ତ ମହିଳା କାର୍ଡ?

ମହିଳା ଭୋଟକୁ ନେଇ ବ୍ୟାକଫୁଟ୍ ରେ କି ବିଜେଡି? ମାଳମାଳ ଦଳୀୟ ନେତାଙ୍କ ନାଁରେ 'ମହିଳା ବିରୋଧୀ' ମାମଲା

BJD
ଶାସକ ଦଳ ହାତରୁ ଖସୁଛି କି ଗଞ୍ଜାମ? ୨୪ ନିର୍ବାଚନରେ ଅଡୁଆ ସ୍ଥିତି ସୃଷ୍ଟି ହେବା ଆଶଙ୍କା

ଦଳୀୟ ଗୋଷ୍ଠୀ କନ୍ଦଳ ଓ ଜିଲ୍ଲାରେ ନେତୃତ୍ୱବିହୀନ ସ୍ଥିତି ! ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀଙ୍କ ଅରେଞ୍ଜ ରିଭୋଲୁସନ୍ ମନ୍ତବ୍ୟ

Delhi Politics
ଅଫିସର୍‌ ରାଜ୍‌ ! ସକାଳୁ ରାତି ଯାଏ ଅପେକ୍ଷା କଲେ ଶ୍ରମମନ୍ତ୍ରୀ, ତଥାପି ଦେଖାଦେଲେନି ସଚିବ

କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍‌ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ । 

  • Wednesday, 17 May 2023
Fir Lodge Against Sashi Bhusan Behera
ଶଶିଭୂଷଣଙ୍କ ପରିବାରର ୫ଜଣଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା

ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।

News Fuse | BJD leaders wait outside building while secys enjoy lunch inside
ଭିତରେ ସଚିବ, ବାହାରେ ମନ୍ତ୍ରୀ

ଚାଲିଛି ମଧ୍ୟାହ୍ନ ଭୋଜନ.. ଭିତରେ ସଚିବ, ବାହାରେ ମନ୍ତ୍ରୀ

  • Wednesday, 17 May 2023
Karnnataka CM Race
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିଦ୍ଦରମୈୟା

ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା। 

Dowry harassment slur: know the reaction of BJD MLA Shashi Bhusan Behera
‘ଗୋଟିଏ ବେଡ୍‌ସିଟ୍ କେବଳ ଆଣିବାକୁ କହିଥିଲି, ଷ୍ଟୁଲ୍‌ ଓ ଟେବୁଲ୍‌ ବି ଆଣିନି’

ବୋହୂଙ୍କ ଅଭିଯୋଗ ପରେ ବିଧାୟକ ଶଶିଭୂଷଣ ବେହେରା କହିଲେ- ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ। ୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ।

ADR report
'ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି'

ରିପୋର୍ଟ ଅନୁସାରେ ଦେଶର ୨୭ଟି ଆଂଚଳିକ ଦଳ ଅଜଣା ସୂତ୍ରରୁ ୧୧ଶହ ୬୫କୋଟିରୁ ଅଧିକ ଅର୍ଥ ପାଇଛନ୍ତି। ତାଲିକାର ଶୀର୍ଷରେ ରହିଛି ଡିଏମକେ।

Union Minister Dharmendra Pradhan
ଝାରସୁଗୁଡା ଫଳାଫଳକୁ ନେଇ ବିଜେଡି-ବିଜେପି ଆରୋପ-ପ୍ରତ୍ୟାରୋପ

ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।

sasi behera
ବଧୂ ନିର୍ଯାତନା ଅଭିଯୋଗରେ ଅଡୁଆରେ କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଶଶିଭୂଷଣ ବେହେରା

ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।

Arkesh Singhdeo Vs Adrija singdeo
ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବଲାଙ୍ଗିର ରାଜା ଘର କଳି

୨୦୧୯ ବିଧାନସଭା ନିର୍ବାଚନରେ ବଲାଙ୍ଗିର ଏମଏଲଏ ପାଇଁ ଲଢୁଥିବା ସ୍ୱାମୀ ଅର୍କେଶଙ୍କ ପାଇଁ ପ୍ରଚାର ବି କରିଥିଲେ ।

Union Minister Dharmendra Pradhan
‘ଓଡ଼ିଶାରେ ଫାଳେ ଇଞ୍ଜିନରେ ଚାଲିଛି ସରକାର’

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ , ତେଜିଲା ଆରୋପ ପ୍ରତ୍ୟାରୋପ

sasi behera
ଅଡୁଆରେ BJD ବିଧାୟକ ଶଶିଭୂଷଣ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ସାମ୍ନାକୁ ଆସିଲେ ବୋହୂ । ନିର୍ଯାତନାର କାହାଣୀ ବଖାଣିଲେ ବୋହୂ ରୋନାଲି, ଶଶି କହିଲେ ଭିତ୍ତିହୀନ ।

Arkesh Singhdeo Vs Adrija singdeo
Royal Family Dispute: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ବଲାଙ୍ଗିର ରାଜାଘର ଗୁମର

ସଂଗୀନ ଅଭିଯୋଗ ଆଣିଲେ ଅନଙ୍ଗ ଉଦୟଙ୍କ ବୋହୁ ଅଦ୍ରିଜା ସିଂଦେଓ । ଅର୍କେଶ ଡିଭୋର୍ସ ଦେବାକୁ ଚାହିଁବାର କାରଣ ଜାଣିପାରୁନି କହିଲେ ଅଦ୍ରିଜା । କୋର୍ଟରେ ମାମଲା ବିଚାରାଧୀନ ରହିଛି କହିଲେ ଅର୍କେଶ ସିଂଦେଓ ।

Karnataka CM tussle
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଚଉକି ଟଣାଭିଡ଼ା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ କିଏ? ସିଦ୍ଧରମୈୟା ନା ଶିବକୁମାର? କାହା ମୁଣ୍ଡରେ ସୁନାକଳସ ଦେବେ ଖଡଗେ? ତେବେ ଏଭଳି କଳ୍ପନାଜଳ୍ପନା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା।