sasi behera
ବଧୂ ନିର୍ଯାତନା ଅଭିଯୋଗରେ ଅଡୁଆରେ କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଶଶିଭୂଷଣ ବେହେରା । କଟକ ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ଆଜି ସାମ୍ନାକୁ ଆସି ନିର୍ଯାତନାର କାହାଣୀ ବଖାଣିଛନ୍ତି ବୋହୂ ରୋନାଲି ବେହେରା । କହିଛନ୍ତି ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)