ଦିଲ୍ଲୀ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କରିଛନ୍ତି । ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି ଆଜି ୭୬,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।
ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା। ତାଲିମରେ ପାଠ ପଢା ସହ ପରୀକ୍ଷା ଦେଲେ ଅଧିକାରୀ । ଅଧିକାରୀ ବନିଲେ ଛାତ୍ର ଛାତ୍ରୀ। ଆଉ ହେଡ ମାଷ୍ଟର ସାଜିଲେ ଜିଲ୍ଲାପାଳ..
୪୦ ବର୍ଷ ଦେଶ ସେବା କରିଛି । ଏବେ ଲୋକଙ୍କ ସେବା କରିବାକୁ ବିଜେପିରେ ଯୋଗଦେଇଛି । ପଦ୍ମ ଧରିବା ପରେ ଏହା କହିଛନ୍ତି ପୂର୍ବତନ ଓଡ଼ିଆ ବାୟୁସେନା ଅଧିକାରୀ ତଥା କାର୍ଗିଲ ଯୁଦ୍ଧ ହିରୋ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ ।
ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ।
କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି।
ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।
ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।
ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି।
ବାଂଶୁରୀ ସ୍ୱରାଜ ୧୯୮୨ ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବାଂଶୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଗର୍ତ ସୁଷମା ସ୍ୱରାଜଙ୍କ ଝିଅ।
ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ।
ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି ।
ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି।
ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ପ୍ରତିଶ୍ରୁତିର ମହାପର୍ବ ଆରମ୍ଭ ହୋଇଛି। ପିଲାଠୁ ବୟସ୍କ ଓ ମହିଳା, ଗାଁରୁ ସହର, ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ, ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସରକାର ଯେମିତି ଭଣ୍ଡାର ଘର ଖୋଲିଦେଇଛନ୍ତି। ଯାହାକୁ ନେଇ ଅନେକ ତାଜୁବ!
ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦଘାଟନୀ ସଭା ଅଧାରୁ ଉଠି ଚାଲିଯାଇଥିଲେ।
ପଶ୍ଚିମବଙ୍ଗ ଗସ୍ତ କରି ଆଜି ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି।
ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ମୈଦାନରେ। କାରଣ ରାଜନୀତିକୁ ଓହ୍ଲାଇପାରନ୍ତି କ୍ରିକେଟର ଯୁବରାଜ ସିଂ।
ଗମ୍ଭୀର ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ୬,୧୫,୧୦୧ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ବିଜୟୀ ହୋଇଥିଲେ।
ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଯୋଗଦେଇଥିଲେ । ସେଠାରେ କିଏ କେଉଁଠାରୁ ପ୍ରାର୍ଥୀ ହେବେ ସେନେଇ ଆଲୋଚନା କରାଯାଇଥିଲା ।
ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ ।
General Election 2024: ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?
ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?
ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ ।