• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prafulla Gahdei

ବିଜୁ ଜୟନ୍ତୀକୁ ନେଇ ରାଜନୀତି
Biju Jayanti Politics: ବିଜୁ ଜୟନ୍ତୀରେ ଯୋଗଦେଲେନି ନବୀନ...ଯୋଗଦେଲେ ପ୍ରଫୁଲ୍ଲ ଓ ପ୍ରସନ୍ନ, କିଏ କରୁଛି ରାଜନୀତି ?

ବିଜୁ ଜୟନ୍ତୀର ପ୍ରଥମ ଉତ୍ସବ ବିଧାନସଭା ସଚିବାଳୟ ତରଫରୁ ପାଳନ କରାଯାଇଥିଲା । ବାଚଷ୍ପତିଙ୍କ ଦ୍ୱାରା ଆହୂତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା; ବାଚଷ୍ପତି ସୁରମା ପାଢୀ, ଉପବାଚଷ୍ପତି, ସରକାରୀ ଦଳର ମୁଖ୍ୟସଚେତକ, ବହୁ ସମାଜସେବୀ ଓ ସାମ୍ବାଦିକଙ୍କ ସମେତ ବିଜେଡି ତରଫରୁ ଦଳର ପ୍ରତିଷ୍ଠାତା ସଭ୍ୟ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ ।

ଯାଜପୁର ବିଜେଡି ରାଜନୀତି
BJD Politics: କୋରେଇ ପାଇଁ ଛକାଛକି ହେଉଛନ୍ତି କି ବବି ଓ ଡାନି ?

କୋରେଇକୁ କିଏ ରଖିବ ହାତରେ ? ଲୋକ କୁହନ୍ତି, କୋରେଇରେ ବାରଭାଇ ଆଖଡ଼ା । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନମଣ୍ଡଳୀ ସବୁବେଳେ ଥାଏ ଚର୍ଚ୍ଚାରେ । ପ୍ରଫୁଲ୍ଲ ଘଡେଇଙ୍କ ବିସ୍ଫୋରକ ବୟାନ ପରେ ଏହି ଚର୍ଚ୍ଚା ଆହୁରି ବଢିଯାଇଛି । ଦୁଇ ପରିବାରର ପତିଆରା ଲଢ଼େଇରେ ଗୋଟି ହୋଇଛି କି କୋରେଇ ?

BJD
ଘଡାଇ ଖୋଲିଲେ କୋରେଇ ଗୁମର, ପରୋକ୍ଷରେ ବିଜେଡିକୁ କଲେ ନିଶାନା

ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡ଼ିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ?

ଘଡ଼ାଇଙ୍କ ବିଷୋଦ୍‌ଗାର ଚକ୍ରାନ୍ତକାରୀ କିଏ ?
Prafulla Ghadei: ଘଡାଇ ଖୋଲିଲେ କୋରେଇ ଗୁମର, ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି କଲେ ବିଷୋଦଗାର

ପୁଅ ପାଇଁ ମୁହଁ ଖୋଲିଲେ । ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି ବିଷୋଦଗାର କଲେ । ବିଜୁ ଜନତା ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଏଭଳି ସାଙ୍ଘାତିକ ବୟାନ ଏବେ ବିଜେଡି ରାଜନୀତିରେ ସୃଷ୍ଟି କରିଛି କଂପନ ।

ଲଢ଼ିବେ କି ପ୍ରଫୁଲ୍ଲ ?
Prafulla Ghadei: ଘଡେଇ ପରିବାରକୁ ଦରକାର ୪ ଟିକେଟ୍, କଟାକ୍ଷ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ପ୍ରଦୀପ କହିଲେ, ପ୍ରଫୁଲ୍ଲ ଘଡେଇ ଯାହା କହିଛନ୍ତି ତାର ଅର୍ଥ ହେଲା ପ୍ରୀତିରଞ୍ଜନ ଘଡାଇ ଆଉ ସୁକିନ୍ଦାରେ ଜିତି ପାରିବେନି। ସେଥିପାଇଁ ତାଙ୍କୁ କୋରେଇ ପଠାଇବାକୁ ସେ ଯୋଜନା କରୁଛନ୍ତି । ଆଉ ନିଜେ ପ୍ରଫୁଲ୍ଲ ଘଡେଇ ସୁକିନ୍ଦାରୁ ପୁଣି ଲଢ଼ିବାକୁ ଇଚ୍ଛା ରଖିଛନ୍ତି ।

Prafulla Gahdei
‘ଆମେ ଥିଲୁ ଦୁଇ ଧୋତି ପିନ୍ଧା ନେତା, ଲୋକେ ତାଙ୍କୁ ବେଳେ ବେଳେ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ’

ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।

Former Odisha Minister Prafulla Ghadai Giving Odia Lessons To Daughter-In-Law Jhilik
Former Odisha Minister Prafulla Ghadai Giving Odia Lessons To Daughter-In-Law Jhilik

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves