• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 26 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ହାସ୍ୟାଭିନେତା ଜୋଜୋଙ୍କୁ ହତ୍ୟା ଧମକ

ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି ଜୋଜୋ । More
  • Satyendu Shekher Mishra
  • 2 years ago

ଏସିଆ କପ୍‌ରେ ଦମ୍ ଦେଖାଇଲେ ଓଡିଆ ଷ୍ଟାର, ସୁପର-୪ରେ ଭାରତର ଏଣ୍ଟ୍ରି

ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ । More
  • Satyendu Shekher Mishra
  • 2 years ago

କିଏ ହେବେ ବ୍ରଜରାଜନଗରର ବାଜିଗର ? କିଏ ସାଜିବେ ଭାଗ୍ୟ ବିଧାତା ? ଆକଳନ କରିବା ମୁସ୍କିଲ୍

ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି । More
  • Satyendu Shekher Mishra
  • 2 years ago

ବେଆଇନ୍‌ ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ସାରା ରାଜ୍ୟରେ ତେଜିଲାଣି ଅସନ୍ତୋଷ !

ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାମକୁ ନେଇ ବ୍ୟାପକ ଜନଜାଗରଣ ପାଇଁ ସଜ ହେଉଛି । More
  • Satyendu Shekher Mishra
  • 2 years ago

ମନ୍ଦିରରେ ଭେଟଘାଟ ହେଲେ ନବୀନ - ଅପରାଜିତା

ସାଂସଦ ଓ ମୁଖ୍ୟମନ୍ତ୍ରୀ ଗୋଟିଏ କାର୍ଯ୍ୟକ୍ରମରେ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା । More
  • Satyendu Shekher Mishra
  • 2 years ago

ବୋହୂ ରାଗ ଶାଶୁ ଉପରେ ଶୁଝିଲା, ରୁମ୍‌ ଭିତରେ ବନ୍ଦ କରି ପିଟିଲେ ମହିଳା

୮୦ ବର୍ଷିୟ ବୃଦ୍ଧା ଶାଶୁଙ୍କୁ କିଛି ଏକ ରୁମ୍‌ ଭିତରେ ରଖି ମାଡ଼ମାରିଲେ । More
  • Prangyan Parimita
  • 2 years ago

ପରକୀୟା ପ୍ରୀତି ପାଇଁ ପର ହେଲା ପରିବାର : ୪ ସନ୍ତାନ ଓ ସ୍ୱାମୀକୁ ଛାଡି ଫେରାର ମହିଳା

ପରପୁରଷ ପାଇଁ ପରିବାର ହେଲା ପର । ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ମହିଳା ଫେରାର । More
  • Otv Khabar Bureau
  • 2 years ago

ଶିକ୍ଷକଙ୍କ ଅନୈତିକ କାର୍ଯ୍ୟକଳାପକୁ ନେଇ ତାତିଲେ ଅଭିଭାବକ ଓ ଗ୍ରାମବାସୀ; ସ୍କୁଲରେ ପକାଇଲେ ତାଲା

ତାତିକି ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ... More
  • Prangyan Parimita
  • 2 years ago

ମିଳିଲା କଳାହାଣ୍ଡିରୁ କଲମ୍ବିଆ ଟିକେଟ : ବିଦେଶ ଯାଇ ଗରିବ ବାପାର ନାଁ ରଖିବ ଲାଲୁ !

ବାପା ରାଜମିସ୍ତ୍ରୀ କାମ କରୁଛନ୍ତି। ଦୁଃଖକଷ୍ଟରେ ଘର ଚଳୁଛି। ଆଉ ପୁଅ ୱାର୍ଲଡ ଚାମ୍ପିୟନ ହେବ ବୋଲି ସ୍ୱପ୍ନ ଦେଖୁଛି। ଖାଲି ସ୍ୱପ୍ନ ଦେଖୁନି, କଳାହାଣ୍ଡିରୁ କଲମ୍ବିଆ ଯିବାକୁ ଟିକେଟ୍ ପାଇ ସାରିଛି। More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ବିରୋଧୀଙ୍କୁ ଶଶିଙ୍କ ଟାର୍ଗେଟ୍, ଐତିହ୍ୟର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା । More
  • Satyendu Shekher Mishra
  • 2 years ago

୪୦୦ ଏକର ଶାଳ ଗଛ କାଟି ପିଜୁଳି ଗଛ ଲଗାଇଛନ୍ତି ସରକାର !

ଜାତୀୟ ଗ୍ରୀନ ଟ୍ରିବୁନାଲ୍‌ରେ ଅଭିଯୋଗ ପରେ ଏନଜିଟି ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । More
  • Satyendu Shekher Mishra
  • 2 years ago

ASI- TATA - OBCC - ଜିଲ୍ଲାପାଳ ବିରୋଧରେ CBIରେ ଅଭିଯୋଗ

CBI ମାମଲା ରୁଜୁ ନକଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା । More
  • Prangyan Parimita
  • 2 years ago

ପୁଣି ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା ଷଡ଼ଙ୍ଗୀ

’ସବୁ ଜିନିଷ ପ୍ରାଞ୍ଜଳ ଭାବେ ଦିଶୁଛି, ସିବିଆଇ ତଦନ୍ତ ହେଲେ କଣ ହେବ’ More
  • Otv Khabar Bureau
  • 2 years ago

ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ

ସାବିତ୍ରୀ ବ୍ରତ ପାଇଁ ଫଳ କିଣିବା ପାଇଁ ବଜାରରେ ଏବେ ଲୋକଙ୍କ ଗହଳି ଜମିଛି । ହେଲେ ଫଳ ଦର ଏବେ ଅମୂଲ ମୂଲ ହୋଇଛି । More
  • Rajalaxmi Sahoo
  • 2 years ago

ପୁଣି ଅନୁଭବଙ୍କ ଟାର୍ଗେଟ୍‌, କହିଲେ- ‘ବର୍ଷାଙ୍କ ଫ୍ୟାନ୍ସ କ୍ଲବ୍‌ ପ୍ରତି ସତର୍କ ରୁହନ୍ତୁ’

ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ। କିଛି ଫେକ୍‌ ଆକାଉଣ୍ଟ୍‌ ଓ ଫ୍ୟାନ୍‌ ପେଜ୍‌ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ କହିଛନ୍ତି।  More
  • Otv Khabar Bureau
  • 2 years ago

୨୩ ଦିନରେ ପହଞ୍ଚିଲା ରଥ ନିର୍ମାଣ କାମ; ମୋଟ ୪୨ ଚକରୁ ୩୧ ଚକର ନିର୍ମାଣ କାର୍ଯ୍ୟ ସମାପ୍ତ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି । More
  • Prangyan Parimita
  • 2 years ago

ବାପା ଥାଇବି ବେସାହାରା ୫ ଛୁଆ : ସମ୍ପର୍କୀୟ ବଡ଼ବାପା ଘରେ ଭାଗ୍ୟକୁ ଆଦି ପଡ଼ିରହିଛନ୍ତି କୋମଳମତି

ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ୫ ଛୁଆ । ବାପା ଆସିବେ, ସାଥୀରେ ଚକୋଲେଟ୍ ନେଇ ଆସିବେ । ହେଲେ ତାଙ୍କ ସ୍ୱପ୍ନ କ’ଣ ସତ ହେବ ? More
  • Otv Khabar Bureau
  • 2 years ago

ସିଝିବ ସାରା ଓଡ଼ିଶା; ଆଗାମୀ ୩ ଦିନ ତାତିରୁ ନାହିଁ ନିସ୍ତାର

ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଆହୁରି ବଢ଼ିବ ତାତି... More
  • Otv Khabar Bureau
  • 2 years ago

ଭୁବନେଶ୍ୱର ପ୍ରମୁଖ ସ୍ଥାନର ନାମକରଣ ପଛର କାହାଣୀ

ଭୁବନେଶ୍ୱର ଇତିହାସ ସହ ଜଡ଼ିତ ରହିଛି ଅନେକ କିମ୍ବଦନ୍ତୀ । ରାଜଧାନୀର ସମସ୍ତ ଅଞ୍ଚଳର ନାମକରଣରେ ରହିଛି କିଛି ନା କିଛି କାରଣ । ପ୍ରାୟ ଅଞ୍ଚଳର ନାମର ଶେଷରେ ରହିଛି ନଗର ଏବଂ ବିହାର । କୌତୁହଳର ବିଷୟ ଏହା ଯେ, ଭୁବନେଶ୍ୱରର କିଛି ସ୍ଥାନର ନାମ ପଛରେ ରହିଛି ଏକ ପ୍ରକାର କାହାଣୀ । More
  • Prangyan Parimita
  • 2 years ago

ଜନତାଙ୍କୁ ଆଶ୍ୱସ୍ତି : ତେଲ ଦର କମିବାରୁ କମିଲା ବସ୍ ଭଡ଼ା

ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ More
  • Rajalaxmi Sahoo
  • 2 years ago

ପାରାଦୀପରେ ତେଲ ପାଇପ୍‌ ଫାଟିଲା

ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍‌ ଫାଟି ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। More
  • Otv Khabar Bureau
  • 2 years ago

ପୁଣି କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ...

ଗତକାଲି ଭଳି ଆଜି ବି କମିଛି ସୁନାଦର । ୨୪ କ୍ୟାରେଟ୍ ସୁନା ମୂଲ୍ୟ କେତେ ଟଙ୍କା ଜାଣନ୍ତୁ... More
  • Otv Khabar Bureau
  • 2 years ago

ୟୁଜିସିର ତାଗିଦ୍; ନିଯୁକ୍ତି ପ୍ରକ୍ରିୟା ବନ୍ଦ ନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସିର ତାଗିଦ୍ ପତ୍ର । More
  • Rajalaxmi Sahoo
  • 2 years ago

ପ୍ରେମିକା ଘରେ ଝୁଲଛି ପ୍ରେମିକର ମୃତଦେହ

ପ୍ରେମିକା ଘରେ ଝୁଲଛି ପ୍ରେମିକର ମୃତଦେହ। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। More
  • Otv Khabar Bureau
  • 2 years ago

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜିଠୁ ଜୁନ୍ ୨ ତାରିଖ ଯାଏଁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । More
  • Rajalaxmi Sahoo
  • 2 years ago

ହଜାର ହଜାର କ୍ୱିଣ୍ଟାଲ ଧାନ ରେକର୍ଡରୁ ଗାଏବ, ଯାଞ୍ଚ ବେଳେ ଧରାପଡ଼ିଲା ସତ...

କେଉଁଠି ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା ତ ପୁଣି କେଉଁଠି ଋଣ ଭାର ଶୁଝିବାକୁ ବର୍ଷକର ଅମଳକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ସରକାରୀ ଧାନ କିଣା ପ୍ରକ୍ରିୟା ଫେଲ୍ ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି।  More
  • Rajalaxmi Sahoo
  • 2 years ago

ବସ୍‌ ଚକା ତଳେ ଜଗିଥିଲା ଯମ, ଘରକୁ ଫେରୁଥିବା ବେଳେ ନେଇଗଲା ଜୀବନ

ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍‌ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।  More
  • Otv Khabar Bureau
  • 2 years ago

ଓଲଟିଲା ଭ୍ୟାନ୍‌; ୧୬ ଆହତ, ୪ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ପୋଲିସ୍‌ ବାବୁଙ୍କ ନାବାଳିକା ପ୍ରେମ: ଭିଡିଓ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ, ହେଲେ ଜାଣି ନଥିଲେ...

ଭକ୍ଷକ ସାଜିଲା ରକ୍ଷକ। ଶେଷରେ ପଦାରେ ପଡ଼ିଲା ପୋଲିସ୍‌ ବାବୁଙ୍କ କଳା କାରନାମା। ୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗରେ ଜଣେ କନଷ୍ଟେବଲଙ୍କୁ ଗିରଫ କରାଯାଇଛି।  More
  • Rajalaxmi Sahoo
  • 2 years ago

ଏହି ରାଶିର ବ୍ୟକ୍ତିଙ୍କ ଆଜି ଅର୍ଥ ଲାଭର ଯୋଗ ରହିଛି

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ତୁଳା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୧ ପାଦ - ପଶୁସମ୍ପଦ ନାଶ - ଅନ୍ନ ଦାନ  More
  • Satyendu Shekher Mishra
  • 2 years ago

ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସଙ୍କ ସୂଚନା । ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ ବିରାଜ । More
  • Satyendu Shekher Mishra
  • 2 years ago

କାଳ ହେଲା କଳିଙ୍ଗା ! ଏଣିକି ବାହାର ଗାଡ଼ିକୁ ଘାଟି ରାସ୍ତା ଦେଇ ଯିବା ମନା

ବିଲମ୍ବିତ ରାତିରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । More
  • Otv Khabar Bureau
  • 2 years ago

ଅଜଣା ପଲ୍ଲୀରୁ ଅନ୍ତର୍ଜାତୀୟ ମଞ୍ଚରେ ଚମକିବେ ଦୁଇ ଓଡ଼ିଆ ପୁଅ

ସୂଦୁର କଳାହାଣ୍ଡି ଜିଲ୍ଲାରୁ କଲମ୍ବିଆ ଯିବେ ଲାଲୁ । ଆଉ ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ସେହିପରି ଆଉ ଜଣେ ବଣ ମଲ୍ଲୀ ହେଲେ ସୁନ୍ଦରଗଡ଼ ନୂଆ ଗାଁ ବ୍ଲକ ବାରିଲେପଟା ଗାଁର ଆର୍ୟନ୍ ଏକା । ଆର୍ୟନ ଏବେ ଭାରତୀୟ ଆଥଲେଟିକ୍ ଜଗତ ପାଇଁ ନୂଆ ସମ୍ଭାବନା । More
  • Satyendu Shekher Mishra
  • 2 years ago

ଅନୁଭବଙ୍କ ଭିଡିଓ ଆଟାକ୍‌ ପରେ ବର୍ଷାଙ୍କ କାଉଣ୍ଟର ଆଟାକ୍, ପୁଣି ଫେସ୍‌ବୁକ୍‌ରେ ଲେଖିକି ଟାର୍ଗେଟ୍‌ କଲେ ସାଂସଦ

ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ । More
  • Satyendu Shekher Mishra
  • 2 years ago

ପରିକ୍ରମା ପ୍ରକଳ୍ପ ନେଇ ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, ତଥାପି ଯୁକ୍ତି କରୁଛି ବିଜେଡି

ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଶୁଣିବା ପରେ ପ୍ରକଳ୍ପକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । More