• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Vishvakarma Puja 2024 Lord Vishwakarma, the world's first engineer
Biswakarma Puja 2024: ଦୁନିଆର ପ୍ରଥମ ଇଞ୍ଜିନିୟର ଭଗବାନ ବିଶ୍ୱକର୍ମା; ଜାଣନ୍ତୁ ତାଙ୍କ ଦ୍ୱାରା ନିର୍ମିତ କେତେକ ବଡ ସହର

ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମା ପୂଜା। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?

International Democracy Day 2024
International Democracy Day 2024: କାହିଁକି ପାଳନ ହୁଏ ‘ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ’; ଜାଣନ୍ତୁ ଗଣତନ୍ତ୍ରର ୫ଟି ପରିଭାଷା

‘ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ’ ଲୋକମାନଙ୍କ ବିଷୟରେ ଏବଂ ଗଣତନ୍ତ୍ରର ମହତ୍ୱ ବିଷୟରେ ସ୍ମରଣ କରିବାରେ ଏକ ସୁଯୋଗ ପ୍ରଦାନ କରେ। ଜାଣନ୍ତୁ ଏହାର ‍ଇତିହାସ ଓ ମହତ୍ତ୍ୱ।

Lata Usendi
‘ବିଜେଡି ପାଖରେ ଆଉ ନାହିଁ ମହିଳା ଭୋଟ ବ୍ୟାଙ୍କ ନାହିଁ’

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ଲତା କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି ।

Konkan Railway Recruitment 2024 Apply for 190 posts
Konkan Railway Recruitment 2024: ଦଶମ ପାଶ୍ କରିଥିଲେ ରେଳବାଇରେ ଚାକିରି; ଦରମା ୪୪ ହଜାରରୁ ଅଧିକ

ଆପଣ ଯଦି ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ କୋଙ୍କଣ ରେଳବାଇ କିଛି ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Meet India’s youngest female IAS officer
Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର

ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ସ୍ମିତା ସଭରୱାଲ । UPSC ପରୀକ୍ଷାରେ କରିଥିଲେ କମାଲ୍ ।

Reckless Driving Causes Havoc in Bhubaneswar
ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ, ଗାଡ଼ି ଜବତ

ରାଜଧାନୀରେ ବେପରୁଆ ଗାଡିଚାଳନା ଘଟଣାରେ ୫ ଗିରଫ । ୫ ଜଣଙ୍କୁ ଗିରଫ କରିବା ସହ୨ଟି ଗାଡ଼ି ଜବତ କଲା ପୋଲିସ।

Elephant
କେନ୍ଦୁଝରରେ ହାତୀ ଉପଦ୍ରବ, ଧାନ ସହ ଖାଇଦେଲେ ୧୦ ହଜାର ଟଙ୍କା !

ରବିନ୍ଦ୍ର ପାତ୍ରଙ୍କ ପତ୍ନୀ ସେହି ଡୁଲିରେ ରଖିଥିବା ୧୦ ହଜାର ଟଙ୍କା ବି ଛାଡ଼ିନଥିଲେ ହାତୀପଲ । ହାତୀ ଯିବା ପରେ ବହୁ ଖୋଜାଖୋଜି କଲେ ବି ଟଙ୍କା ମିଳିନଥିଲା ।

Indian batsman is giving Australia sleepless nights
କଙ୍ଗାରୁ କ୍ରିକେଟରଙ୍କ ନିଦ ହଜାଇଛନ୍ତି ଏହି ଭାରତୀୟ ବ୍ୟାଟର

ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।

3 IPS officers suspended
ମହଙ୍ଗା ପଡ଼ିଲା ଅଭିନେତ୍ରୀଙ୍କୁ ନିର୍ଯାତନା, ନିଲମ୍ବିତ ହେଲେ ଆନ୍ଧ୍ରପ୍ରଦେଶର ୩ ବରିଷ୍ଠ IPS

ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ୍ କାଦମ୍ବରୀ ଜେଠୱାନୀଙ୍କ ନିର୍ଯାତନା ଓ ଧମକ ଦେବା ଅଭିଯୋଗରେ ୩ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

Hema malini gave special message through dance
ଗଙ୍ଗା ନଦୀ ବିଷୟରେ ସଚେତନତା ପାଇଁ ନାଚିଲେ ହେମା ମାଲିନୀ; କହିଲେ…

ବିଜେପି ସାଂସଦ ହରିଦ୍ୱାରରେ ଗଙ୍ଗା ନଦୀ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ 'ଗଙ୍ଗା' ବାଲେ ଉପସ୍ଥାପନ କରିଥିଲେ। ସାଂସଦ ତାଙ୍କ ଉପସ୍ଥାପନା ହେତୁ ନିଜକୁ ସମ୍ମାନିତ ଏବଂ ଭାଗ୍ୟବାନ ମନେ କରିଛନ୍ତି।

Snake in Car
କାର ଭିତରେ ଫସିଲା ବିରାଟ ଅଜଗର, ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଦୀର୍ଘ ୫ ଘଣ୍ଟା ଧରି ସୋ ରୁମ୍ କର୍ମଚାରୀ ଓ ସ୍ନେକ ହେଲପଲାଇନ ସଦସ୍ୟଙ୍କ ଉଦ୍ୟମ ପରେ ସାପଟିକୁ ଗାଡିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

Palestine Flag
କଟକରେ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା

ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।

Delhi CM
କେଜ୍ରିୱାଲଙ୍କ ପରେ କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ରେସ୍‌ରେ ଆଗରେ ଜଣେ ମହିଳା

କେଜ୍ରିୱାଲଙ୍କ ଗିରଫଦାରି ପରେ ଆତିଶି ଆପ ସରକାରର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ତାଙ୍କ ହାତରେ ଏବେ ଗୁରୁତ୍ବପୂର୍ଣ୍ଣ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ସମେତ ୧୪ଟି ବିଭାଗ ରହିଛି ।

Aditi rao hydari siddharth secret wedding ceremony
ଲୁଚିଛପି ବାହାହେଲେ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ; ଭାଇରାଲ୍ ହେଉଛି ଫଟୋ

ଅଦିତି ଏବଂ ସିଦ୍ଧାର୍ଥ ଗୁପ୍ତରେ ବାହା ହୋଇଯାଇଛନ୍ତି। ଅଦିତି ଏବଂ ସିଦ୍ଧାର୍ଥ ମଧ୍ୟ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଆଦିତି ଏବଂ ସିଦ୍ଧାର୍ଥଙ୍କୁ ପାରମ୍ପରିକ ପୋଷାକରେ ଦେଖିବାକୁ ମିଳେ।

Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ବଡ଼ କଥା କହିଲେ ଉପମୁଖ୍ୟମନ୍ତ୍ରୀ...

 ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

Excise Dept Seizes Duplicate Liquor
ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।

Practice these 5 yoga poses before going to bed for sound sleep
Yogasana: ଭଲ ନିଦ ହେଉନି କି… ଶୋଇବା ପୂର୍ବରୁ କରନ୍ତୁ ଏହି ଆସନ; ୮ ଘଣ୍ଟା ଶାନ୍ତିରେ ଶୋଇବେ

ଯଦି ଲଗାତାର ଅନେକ ରାତି ଭଲ ନିଦ ନ ହୁଏ, ତେବେ ଚିନ୍ତା, ଉଦାସୀନତା ଏବଂ ସ୍ମୃତି ଶକ୍ତି ହ୍ରାସ ମଧ୍ୟ ହୋଇପାରେ। ତେବେ କିଛି ଥେରାପି ଓ ନିଦ ବଟିକା ମାଧ୍ୟରେ ଏହାର ଚିକିତ୍ସା ହେଉଛି ସତ, କିନ୍ତୁ ଏହା ପ୍ରଭାବଶାଳୀ ନୁହେଁ। ଯୋଗ ଏବଂ ଧ୍ୟାନରୁ ଆମେ ଅଧିକ ଲାଭ ପାଇଥାଉ।

Chanakya Niti
Chanakya Niti: ଆପଣାନ୍ତୁ ଚାଣକ୍ୟଙ୍କ ଏହି ନୀତି; ଛାତ୍ରଛାତ୍ରୀଙ୍କୁ ମିଳିବ ସଫଳତା ସହ ସଠିକ୍‌ ଦିଗ୍‌ଦର୍ଶନ...

ଚାଣକ୍ୟ କୁହନ୍ତି, ଛାତ୍ରଛାତ୍ରୀ ନିଜର ଭୁଲ ପାଇଁ ସଫଳତାକୁ ଅସଫଳତାରେ ବଦଳାଇ ଦେଇଥାଏ । ତେବେ ଜାଣନ୍ତୁ କେମିତି ପାଇବେ ସଫଳତା...

Viral video woman clean girl eye with tongue
Viral Video: ଝିଅଟିର ଆଖିରେ ପଡିଗଲା ମଇଳା; ଝିଭରେ ଚାଟି ସଫା କରିଦେଲେ ବୁଢି ମାଉସୀ

ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଜଣେ ଭାରତୀୟ ମହିଳାଙ୍କ ଏହି ଅଦ୍ଭୁତ କାମ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସେ କିପରି ଜଣେ ଝିଅର ଆଖିରେ ପଶିଥିବା ଅଳିଆକୁ ଜିଭରେ ଚାଟି ବାହାର କରୁଛନ୍ତି ତାହା ନିଶ୍ଚିତ ଚକିତ କରିଦେବା ଭଳି।

J&K's Baramulla Encounter
ଯବାନଙ୍କ ଗୁଳିରେ ଆତଙ୍କୀ ନିପାତ, ଖସିଯିବାକୁ କରୁଥିଲା ଉଦ୍ୟମ

ଭାଇରାଲ ହେଉଛି ଏନକାଉଣ୍ଟର ବେଳର ଭିଜୁଆଲ । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାବଳ ସେମାନଙ୍କୁ ଘେରାବନ୍ଦୀ କରିଥିଲେ ।

Commissionerate Police issues traffic advisory
ମୋଦିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ଜାରିହେଲା ଟ୍ରାଫିକ କଟକଣା

କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

 waking-up-in-the-morning
ସକାଳୁ ଶୀଘ୍ର ଉଠିଲେ କଣ ହୁଏ ଫାଇଦା ? ଜାଣନ୍ତୁ ଓ ମାନନ୍ତୁ...

ଆପଣ ନିଶ୍ଚୟ ଶୁଣିଥିବେ ସକାଳୁ ଶୀଘ୍ର ଉଠିବା ଶରୀର ପାଇଁ ଭଲ। କିନ୍ତୁ ଆମେ ବହୁତ କମ୍‌ ଜଣଙ୍କୁ ଦେଖିବା ଯେଉଁମାନେ ସକାଳୁ ଉଠନ୍ତି । ତେବେ ଆପଣ ଏହାର ଫାଇଦା ବିଷୟରେ ଜାଣିଲେ ସକାଳୁ ଉଠିବା ପାଇଁ ମଧ୍ୟ ଚେଷ୍ଟା କରିବେ । 

Balasore Rain
ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି 

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ।

Special Story
ଦଇବ ସାଧିଛି ଦାଉ: ମା’ପାଇଁ ପାଠ ଛାଡିଦେଇଛି କୁନି ଝିଅ, ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଆରତୀ...

ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।

Special Story
Special Story: ମେଡିକାଲରେ ପଡିଛନ୍ତି ରୋଗୀଣା ସ୍ତ୍ରୀ ସହ ୩ ଛୁଆ, ସ୍ୱାମୀ ଫେରାର୍ 

ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା।