ମୋବାଇଲ୍ ଫୋନ୍ ଆମ ଜୀବନକୁ ଅଧିକ ସହଜ କରିଦେଇଛି ସତ, କିନ୍ତୁ ଏହା ମଧ୍ୟ ଅନେକ ବିପଦକୁ ଟାଣି ଆଣିଛି। ଏହା ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବିଶେଷଜ୍ଞମାନେ ମଧ୍ୟ ସଚେତନ କରୁଛନ୍ତି।
ଆକାଶ ମାର୍ଗରୁ ବାଲେଶ୍ୱର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ।
ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ବଦଳିଲେ ଭରତପୁର ଥାନା ଅଧିକାରୀ । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ବଦଳି ।
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୪୪ ଗତେ ମୀନ ତିଥି- ପୂର୍ଣ୍ଣିମା ଦିବା ୦୮.୦୪ ଗତେ ପ୍ରତିପଦ ରାତ୍ରି ୦୪.୧୯ ଗତେ ୨ୟା ।
ସେ ପୁଅ ହୁଅନ୍ତୁ କି ଝିଅ ଏକ ଗ୍ଲୋଇଙ୍ଗ ସ୍କିନ୍ ପାଇବା ପାଇଁ ଅନେକ ପ୍ରକାରର ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। ପାର୍ଲରରେ ଫେସିଆଲ୍ ଏବଂ ମସାଜ୍ରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଏମିତି କିଛି ଯୋଗ ଅଛି ଯାହା ମୁଖର ସୌନ୍ଦର୍ଯ୍ୟ ଏବଂ ଚମକ ପାଇଁ ପ୍ରଭାବଶାଳୀ ହେବା ସହ ସ୍ଥାୟୀ ମଧ୍ୟ ହୋଇଥାଏ।
୧୯୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।
ବୁଢ଼ାବଳଙ୍ଗ ଓ ଜଳକା ବି ଫୁଲିବା ପରେ ଆତଙ୍କିତ ଲୋକେ । ମୟୂରଭଂଜ ବଡ଼ସାହିରେ ଚିନ୍ତା ବଢ଼ାଇଲା ୨୫ ଫୁଟର ଘାଇ ।
ଦାନାପାଣି ଚିନ୍ତାରେ ପ୍ରାୟ ୪୦ ହଜାର ଶ୍ରମିକ ।
ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।
୪ ଦିନ ହେଲା ଜଳକଷ୍ଟ ଭୋଗୁଛନ୍ତି କେନ୍ଦ୍ରାପଡା ସହର ବାସିନ୍ଦା। ରାଜପଥ ସମ୍ପ୍ରସାରଣ କାମରେ ଫାଟିଲା ପାଇପ ।
ମୁଖ୍ୟମନ୍ତ୍ରୀ କହିଲେ ସ୍ୱାବଲମ୍ବୀ ହେବେ ରାଜ୍ୟର ମହିଳା । ସବୁ ଯୋଗ୍ୟ ଯେପରି ପାଇବେ, ତାକୁ ଗୁରୁତ୍ବ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।
ଗାଡ଼କଣରେ ପିଏମ୍ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଲେ ମୋଦି । କହିଲେ ଆଦିବାସୀ ମାଆଙ୍କ ହାତରୁ କ୍ଷୀରି ଖାଇ ମନେ ପଡ଼ିଲେ ମୋ ମାଆ ।
ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।
ରତ୍ନଭଣ୍ଡାର ଭିତରେ ଅଛି କି ସୁଡଙ୍ଗ ବା ଅଧିକ କୋଠରୀ ? ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ୩ ଦିନ ଯାଞ୍ଚ କରିବ ASI।
ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ମୁଦ୍ରାସ୍ପିତିର ପ୍ରଭାବ କାରଣରୁ ଟଙ୍କାର ମୂଲ୍ୟ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ଚିନ୍ତା ବଢ଼ାଉଛି ଟଙ୍କାର ଭବିଷ୍ୟତର ମୂଲ୍ୟ ।
ଆପଣ ଯଦି ରେଳବାଇରେ ଚାକିରି କରିବା ପାଇଁ ଆଗ୍ରହୀ, ତେବେ ରେଳ ନିଯୁକ୍ତି ସେଲ୍(RRC) ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଫାଇନାଲ୍ରେ ଚୀନ୍କୁ ୧-୦ ଗୋଲ୍ରେ ହରାଇ ଚାମ୍ପିଅନ୍ ହେଲା ଭାରତ । ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଲା ଭାରତୀୟ ହକି ଦଳ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।
ବାରିପଦାରେ ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ୨ ଛାତ୍ର ।
ମହିଳା ସରପଞ୍ଚ ଜଣଙ୍କ ହେଉଛନ୍ତି ରାଜସ୍ଥାନର ବାରମର ଅଞ୍ଚଳର । ବାରମର ଜଲିପା ଗ୍ରାମରେ ଆୟୋଜିତ ଜଳ ମହୋତ୍ସବରେ ଭାଷଣ ଦେଇଥିଲେ ଗାଁ ମୁଖିଆ ।
ନାରୀର ସିନ୍ଦୁରରେ ପୁରୁଷର ଭାଗ୍ୟ ରହିଛି। ଭାରତୀୟ ସଂସ୍କୃତିର ନୀତି ନୀୟମରେ ଦୁଇଟି ଅଜଣା ଆତ୍ମା ଗୋଟିଏ ହେବାର ପ୍ରଥାର ନାମ ହେଉଛି ବିବାହ। ବିବାହ ହେଉଛି ଏକ ସାମାଜିକ ସ୍ୱୀକୃତି। ବିବାହ ପୁରୁଷକୁ ପରିପକ୍ୱ କରାଏ ଆଉ ନାରୀକୁ ପୂର୍ଣ୍ଣତା ଦିଏ।
ପ୍ରଶଂସକମାନେ ଶାହରୁଖ-ସଲମାନଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ଉଭୟଙ୍କର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ସୁପର୍ଷ୍ଟାର୍ମାନଙ୍କୁ ଏକାଠି ଦେଖିବାକୁ ଭଲ ପାଆନ୍ତି। ବର୍ତ୍ତମାନ ଏକ ପ୍ରୋଜେକ୍ଟ ବିଷୟରେ ଶୁଣିବାକୁ ମିଳୁଛି, ଯେଉଁଥିରେ ଉଭୟ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ।