ଖରାପ ଖାଦ୍ୟ ଯୋଗଁ ପ୍ରତ୍ୟେକ ଘରେ ଏବେ ରୋଗ ବଢିବାରେ ଲାଗିଛି । ଯାହା ଘରେ ଦେଖିବେ କିଛି ନା କିଛି ରୋଗ ରହିଛି । ଆପଣଙ୍କର ବ୍ଲଡ୍ ପ୍ରେସର୍ ରହିଛି କି ? ଖାଆନ୍ତୁ ଏହି ପରିବା...
ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ବାରିପଦାରେ ପୁଣି ଲଜ୍ଜା। ପରିଣତ ବୟସରେ କରୁଣ କାହାଣୀ । ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତି ଖୋଜୁଛନ୍ତି ଆଶ୍ରୟ ।
ସଂଜୟଙ୍କ ସୁଇସାଇଡ୍ ନୋଟ୍ ପଢିଥିଲେ ଭାଇ ରବି ନାରାୟଣ । ତାଙ୍କ ଅଭିଯୋଗ ଅନୁସାରେ ସଂଜୟ ବିଗତ ୪ ବର୍ଷରୁ ଜାରି ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ ଡିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଇ ଆସୁଥିଲେ ।
ସରକାରଙ୍କ ଏହି ପ୍ରସ୍ତାବ କେବଳ ସେହି ସହରଗୁଡିକରେ କାର୍ଯ୍ୟକାରୀ ହେବ ଯେଉଁଠାରେ ପ୍ରଦୂଷଣ ସ୍ତର ଅଧିକ ଏବଂ ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ।
ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ କୋର୍ମା’ ।
ସାଧାରଣତଃ ଯେତେବେଳେ ଆମେ ଦିଲ୍ଲୀ ମେଟ୍ରୋ ବିଷୟରେ କହୁ, ଆପଣ ଡ୍ୟାନ୍ସିଂ ରିଲ୍ସ ବିଷୟରେ ଭାବୁଥିବେ । କିନ୍ତୁ ଏହି ଭିଡିଓଟି ପୂରା ଅଲଗା ।
ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି ।
ଆମେମାନେ ନିଜକୁ ଅତି ସୌଭାଗ୍ୟବାନ ଭାବିବା ଯେ, ଆମ୍ଭମାନଙ୍କ ପାଇଁ ବାସ୍ତୁଶାସ୍ତ୍ର ପରି ଏକ ମହତ୍ ଶାସ୍ତ୍ରଟିକୁ ରଚନା କରାଯାଇଛି । ଯାହାକୁ ବ୍ୟବହାର କରି ଆମ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରୁଛି ।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...
୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ପେଜର୍ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି। ଗତକାଲି ପେଜର୍ ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି।
ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ସିରିଜ୍ ବୋମାମାଡ଼ ହୋଇଛି । କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ବରହମପୁର ଗଳିରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ପୋଲିସ୍।
ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ବେକେ ଉଚ୍ଚର ପାଣି। ବାଲେଶ୍ବର ବନ୍ୟା ପ୍ରଭାବିତ ଅଞ୍ଚଳରେ ସାଂଘାତିକ ସ୍ଥିତି । କୁମ୍ଭୀରଗଡ଼ି ପଞ୍ଚାୟତର ୫ ଗାଁର ୩ ଶହ ପରିବାର ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି ।
ମୋହନ ସରକାରକୁ ପୂରିଲା ୧୦୦ ଦିନ । ଏଥିପାଇଁ ପୁରୀରେ ବିଜେପି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ପାଖରେ ଉପଲବ୍ଧି ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଜିଲ୍ଲା, ନିର୍ବାଚନ ମଣ୍ଡଳୀରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ନିଶାନ୍ତ ୦୫.୧୫ ଗତେ ମେଷ । ତିଥି- ୨ୟା ରାତ୍ରି ୧୨.୪୦ ଗତେ ୩ୟା ।
ବର୍ତ୍ତମାନ ଆବର୍ଜନାରୁ ଘର ତିଆରି କରିବା ଆରମ୍ଭ ହୋଇଛି। ବର୍ତ୍ତମାନ କୋଲ୍ଡ ଡ୍ରିଙ୍କ୍ସ୍ ବୋତଲରୁ ନିର୍ମିତ ଘରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ଭାଇରାଲ୍ ହେଉଛି।
ସେହିପରି ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ ।
ମା’ ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ପାଳିତ, ଆଗାମୀ ବର୍ଷ ପର୍ଯ୍ୟନ୍ତ ବିରିଜାବରେ ମା’ଙ୍କ ମୁହଁ ବନ୍ଦ ରୁହେ କାହିଁକି ?
ପୁଣି ଫାଇଭ୍-ଟି ସ୍କୁଲ ନାଁରେ କେଳେଙ୍କାରୀର କଳା ଫର୍ଦ୍ଦ ! ୯୦ ବର୍ଷୀୟ ବୃଦ୍ଧଙ୍କୁ ନାଁରେ ଉଠିଛି ମନରେଗା ଟଙ୍କା ! ବାଲେଶ୍ବର ଜିଲ୍ଲାରେ ୫ କୋଟିର ଦୁର୍ନୀତି ଅଭିଯୋଗ ହୋଇଛି ।
ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।
ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି ।
କେବଳ ଲେବାନନ ନୁହେଁ ଇରାନରେ ମଧ୍ୟ ଏକାଧିକ ପେଜର ବ୍ଲାଷ୍ଟ ହୋଇଛି । ଏଭଳି ସିରିଜ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି ।
ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।
୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର ।