ମହିଳାମାନେ ମହଙ୍ଗା ଏବଂ ଷ୍ଟାଇଲିସ୍ ଏଥନିକ୍ କିମ୍ବା ପାର୍ଟି ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି, କିନ୍ତୁ ଥଣ୍ଡା କାରଣରୁ ସେମାନଙ୍କୁ ସ୍ୱିଟର କିମ୍ବା କୋଟ୍ ଇତ୍ୟାଦି ପିନ୍ଧିବାକୁ ପଡେ। ଏପରି ପରିସ୍ଥିତିରେ, ସୁନ୍ଦର ପୋଷାକ ସ୍ୱିଟର ତଳେ ଲୁଚି ରହିଯାଏ। କିଛି ଟିପ୍ସ ବିଷୟରେ ଜାଣନ୍ତୁ ଆପଣ ଷ୍ଟାଇଲିସ୍ ଶାଢି ପିନ୍ଧିପାରିବେ ଆଉ ଶୀତରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।
ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ ।
ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।
କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି ।
ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ।
ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।
ବିମାନ ଯାତ୍ରାକୁ ନେଇ ଏବେ ଚିନ୍ତା ବଢିଛି। କେତେବେଳେ ବିମାନକୁ ବୋମା ଧମକ ମିଳୁଛି ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ହେଉଛି। ଏହାରି ଭିତରେ ପୁଣି ଏକ ଖବର ସାମନାକୁ ଆସିଛି।
ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଚୀନ୍ କହିଛି, ନାଗରିକଙ୍କ ପ୍ରତି ହେଉଥିବା ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି। ଚୀନ ଏହି ଆକ୍ରମଣକୁ ନିନ୍ଦା କରୁଛି ।
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ନବଜାତ ଶିଶୁଟିକୁ ବାପା ମା’ ଅଲୋଡା ଭାବି ଫିଙ୍ଗିଦେବା ପରେ ବି ସେ ମୃତ୍ୟୁକୁ ଜୟ କରି ବିଜୟୀ ହୋଇପାରିଛି। ଗଛ ଡାଳରେ ଝୁଲି, ପଶୁ ପକ୍ଷୀଙ୍କ କାମୁଡାର ଶିକାର ହୋଇ ସୁଦ୍ଧା ସେ ସୁସ୍ଥ ହୋଇ କଳି ଯୁଗ କୃଷ୍ଣର ଆଖ୍ୟା ପାଇଛି।
ଆକ୍ସନ ମୋଡରେ ମୁମ୍ୱାଇ ପୋଲିସ। ଭାରତ ଫେରିବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ। ଅନମୋଲକୁ ଭାରତ ଫେରାଇ ଆଣିବାକୁ ମୁମ୍ବାଇ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି ।
ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଘର ବାହାରେ ଶୋଇଛନ୍ତି। ସେ ମଧ୍ୟ ଗଭୀର ନିଦ୍ରାରେ ଅଛନ୍ତି। ଠିକ୍ ସେତିକିବେଳେ ଏକ ସାପ ତାଙ୍କ ପାଖରେ ବୁଲୁଛି। ସେହି ସାପଟି ମହିଳାଙ୍କ ଶରୀର ଉପରେ ମଧ୍ୟ ଚଢୁଛି। କିନ୍ତୁ ମହିଳା ଜଣଙ୍କ ସେମିତି ଶୋଇ ରହିଛନ୍ତି।
ଆମ ଓଡ଼ିଶାରେ ତ ଭାତ ସାଙ୍ଗକୁ ଡାଲି ଓ ଆଳୁ ଚକଟା ଟିକେ ହୋଇଗଲେ ହିଁ ଆତ୍ମା ଶାନ୍ତି ହୋଇଯାଏ। ଏଥିପାଇଁ ଆମ ଦେଶରେ ଧାନ ବହୁଳ ମାତ୍ରାରେ ଚାଷ କରାଯାଏ। ତେବେ ଆସନ୍ତୁ ଆଜି ଜାଣିବା ଭାତ ତଥା ବିଭିନ୍ନ ଭାତ ଜାତୀୟ ଖାଦ୍ୟରେ ଆମ ଶରୀର ପାଇଁ କଣ ସବୁ ଆବଶକୀୟ ପୋଷକ ତତ୍ତ୍ୱ ରହିଛି।
ଜଗନ୍ନାଥଙ୍କ ଭଜନ ଶୁଣିଲେ, ମନେ ପଡ଼ନ୍ତି ସିଏ । ଭାବ, ଭକ୍ତିର କଣ୍ଠସ୍ୱର କାନକୁ ମହାପ୍ରଭୁଙ୍କ ଭାବନାରେ ବୁଡ଼ାଇ ଦିଏ ।
ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ରିଲିଜ୍ ହୋଇଛି। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ ଜାଣିବା…
ନିର୍ବାଚନରେ ଜିତିବା ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଅନେକ ରଣନୀତି ବି ଆପଣାନ୍ତି। ହେଲେ ସେମାନେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆପଣ ଜାଣନ୍ତି କି ?
ଗୋଟେ ଗୃହକୁ ବାସ୍ତୁ ଦୋଷରୁ ମୁକ୍ତ ରଖିବାକୁ ହେଲେ ଖାଲି ଗୃହର ଅଭ୍ୟନ୍ତରୀଣ ନିୟମକୁ ଜାଣିଲେ ତାହା ଯଥେଷ୍ଟ ନୁହେଁ । ଏହାର ଆଖପାଖ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରିବା ନିହାତି ଆବଶ୍ୟକ, ଯାହା ବିନା ବାସ୍ତୁ ସମ୍ପୂର୍ଣ୍ଣ ନୁହେଁ ।
ପାରାଦୀପ ସମୁଦ୍ରରୁ ଧରା ହେଉଥିବା ମାଛ ଏଣିକି ‘ପାରାଦୀପ ବ୍ରାଣ୍ଡ’ରେ ବିକ୍ରି ହୋଇପାରେ ବିଦେଶରେ ।
ପିଲାମାନଙ୍କର କ୍ରୋଧ ଆମକୁ କ’ଣ କହିଥାଏ ଏବଂ ବୁଝାମଣା ଓ ଧୈର୍ଯ୍ୟର ସହିତ ଆମେ କିପରି ଏହାର ସମାଧାନ କରିପାରିବା, ଏହି ଆଲେଖ୍ୟ ତାକୁ ବୁଝିବାର ଏକ ପ୍ରୟାସ ।
ପୁଣି ଓଡ଼ିଶା ଫେରୁଛି ପୋସ୍କୋ । ଏଥର ପାରାଦୀପ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ।
ଏବେ ନାହିଁ ଲଘୁଚାପ । ପାଣିପାଗ ବିଭାଗ କହିଛି, ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ହେବାର କୌଣସି ସମ୍ଭାବନା ନାହିଁ ।
ଘନ କୁହୁଡିରେ ଆଚ୍ଛାଦିତ ଶ୍ରୀମନ୍ଦିର । କୁହୁଡି ମୁଖ୍ୟ ମନ୍ଦିରକୁ ଲୁଚାଇ ଦେଇଛି ।
ବାପାଙ୍କ ମୃତ୍ୟୁର ଦିନ କେଇଟା ପରେ ଅଫେରା ରାଇଜକୁ ଚାଲିଗଲା ପୁଅ
ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ବୋମା । ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ ହୋଇଛି ।
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...