• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Sunita Williams
ମହାକାଶରୁ ଭୋଟ୍‌ ଦେବେ ସୁନୀତା ୱିଲିୟମ୍ସ

ପୃଥିବୀ ଠାରୁ ୪୦୦ କିଲୋମିଟର ଦୂର ସ୍ପେସ୍‌ ସେଣ୍ଟରରୁ ସୁନିତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଭୋଟ ଦେବେ ।

Arvind Kejriwal
କେଜ୍ରିୱାଲଙ୍କ ବଡ଼ ଘୋଷଣା, ୨ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସିଏମ୍ ପଦରେ ରହିବିନି । ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି ।

Vande Bharat Express
ଓଡ଼ିଶାକୁ ମିଳିଲା ଆଉ ଦୁଇଟି ‘ବନ୍ଦେ ଭାରତ’, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ଦୁଇଟି ବନ୍ଦେ ଭାରତ ସମେତ ମୋଟ ୬ଟି ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Subhadra Yojana
'ସୁଭଦ୍ରା' ଯୋଜନା: ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ ।

Poster
ସହର ଅସ୍ମିତାକୁ ବିକୃତ କରୁଛି ପୋଷ୍ଟର

ଏମିତି କି କଲେଜର ନୋଟିସ୍ ବୋର୍ଡ ମଧ୍ୟ ବାଦ୍ ପଡିନି । କେଉଁଠି ଟୁ ଲେଟ୍ ତ ଆଉ କେଉଁଠି ସିକ୍ୟୁରିଟି ଗାର୍ଡ ଆବଶ୍ୟକର ବିଜ୍ଞାପନରେ ବିକୃତ ହୋଇ ସରିଛି କଲେଜର ଚେହେରା ।

Former Block Chairman
ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଆଜି ଦିନ ମଜୁରିଆ

୧୯୯୭ ମସିହାରେ ଫୁଲ ପଦ୍ମପୁର ବ୍ଲକରେ ପ୍ରଥମ ମହିଳା ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ଆଜି ହାତରେ କ୍ଷମତା ନାହିଁ ବୋଲି ସେ ଅଲୋଡା ହୋଇପଡିଛନ୍ତି ।

Vedanta Red Mud Pond
ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ, ଚାଷ ଜମିରେ ମାଡିଗଲା କାଦୁଅ ପାଣି  

ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ ଭୁଶୁଡ଼ିଲା । ଆଖପାଖ ଗାଁର ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା କାଦୁଅ ପାଣି ।

Uttar Pradesh Building Collapsed
ଅଚାନକ ଭୁଶୁଡ଼ିଗଲା ୩ ମହଲା କୋଠା, ଚାଲିଗଲା ୩ ଜୀବନ

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ । ଭଗ୍ନାବଶେଷ ତଳୁ ୫ ଜଣ ସୁରକ୍ଷିତ ଉଦ୍ଧାର ।

Coast Canal
ଏଇ କେନାଲ ଥିଲା ଓଡ଼ିଶା ବାଣିଜ୍ୟର ମୁଖ୍ୟ ରାସ୍ତା, ହେଲେ ଏବେ ଅବସ୍ଥା ସଂକଟରେ

ପଶ୍ଚିମବଙ୍ଗରୁ ମାଲ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା ଏହି କେନାଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ ଜବରଦଖଲ ଯୋଗୁଁ ଏବେ ଅସ୍ତିତ୍ୱ ହରାଇବାକୁ ବସିଲାଣି ।

Fine Art Artist
ଟଙ୍କା ନଥିଲା ବୋଲି ପଢ଼ିପାରିଲେନି, ହେଲେ ଫାଇନ୍‌ ଆର୍ଟରେ ସିଦ୍ଧ ହସ୍ତ !

ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି ।

Aparajita Sarangi
ଭୁବନେଶ୍ୱର ପାଇଁ ୪ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ନିଜ ସଂସଦୀୟ କ୍ଷେତ୍ରରେ ଅଟକିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା । ଅଟକି ରହିଥିବା ୪ଟି ପ୍ରସ୍ତାବ ସଂପର୍କରେ ଲିଖିତ ଜଣାଇଲେ ଅପରାଜିତା ।

Vande harat
ଓଡ଼ିଶା ପାଇଁ ଖୁସି ଖବର, ଗଡ଼ିବ ଆଉ ୩ଟି 'ବନ୍ଦେ ଭାରତ' 

ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ । ଆସନ୍ତାକାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ।

Panchang
Panchang Today 15th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୬.୧୨ ଗତେ ୧୩ଶୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୧୨ ଗତେ ୧ ପାଦ-କୃଷିହାନି ଭୂମିଦାନ।

Who is m visvesvaraya the first civil engineer in india
National Engineers Day 2024: ସେ ଥିଲେ ଏମିତି ଇଞ୍ଜିନିୟର ଯିଏ ପାଣିକୁ ଅଟକାଇବା ପାଇଁ ତିଆରି କରିଥିଲେ ଷ୍ଟିଲ୍ କବାଟ; କିଏ ଏହି ଭାରତୀୟ…

ଦେଶର ବିକାଶ ତଥା ଆମ ଜୀବନରେ ଉନ୍ନତି ଆଣିବାରେ ଇଞ୍ଜିନିୟରମାନଙ୍କର ଏକ ବଡ଼ ଭୂମିକା ରହିଛି। ଏହି ଇଞ୍ଜିନିୟରମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ‘ଜାତୀୟ ଇଞ୍ଜିନିୟର୍ସ ଦିବସ’ ପାଳନ କରାଯାଏ।

Sandip Ghosh
କୋଲକାତା ଲଜ୍ଜା: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷ ପୁଣି ଗିରଫ

ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

Srimandir
‘ଭିତରକାଠ ପାଖକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ନୀତିକାନ୍ତି ନଥିଲେ ମିଳିବ ଅନୁମତି’

ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Gold Price
ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।

BJD
ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ, ସଂଗଠନ ସଜାଡ଼ିବାକୁ ଦଳପତିଙ୍କ ଘନ ଘନ ଉଦ୍ୟମ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି।

Holiday
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ: ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି

୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି ।

 Cinema Halls
ଚରମ ଦୁର୍ଦ୍ଦିନରେ ରାଜ୍ୟର ସିନେ ଶିଳ୍ପ; ୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍...

ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି । 

Subhadra Yojana
ରାଜ୍ୟବ୍ୟାପୀ ‘ସୁଭଦ୍ରା’ ମାନିଆ, ଏଯାଏଁ ଆବେଦନ କଲେଣି ୫୦ ଲକ୍ଷରୁ ଅଧିକ ମହିଳା

ଗ୍ରାଉଣ୍ଡରେ 'ସୁଭଦ୍ରା'କୁ ନେଇ ସୁପର କ୍ରେଜ୍ । ୧୩ ତାରିଖ ସୁଦ୍ଧା ଆବେଦନ କରିସାରିଲେଣି ୫୦ ଲକ୍ଷରୁ ଅଧିକ ମହିଳା। ଏହାକୁ ଆଧାର କରି ବ୍ରାଣ୍ଡ ସୁଭଦ୍ରା ପ୍ରମୋଟ୍ ପାଇଁ ବିଜେପି ସରକାରଙ୍କ ବଡ଼ ଆୟୋଜନ।

Gold Jewellery Stolen
ଆସିଲା ପାର୍ବଣ, ଟୁଇନସିଟିରେ ମାତିଲେ ଫ୍ଲାଟ୍ ଲୁଟେରା; ୩ ଦିନରେ ୨ଟି ଲୁଟ୍...

ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।

Srimandir Ratna Bhandar
ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବା ଚିଠି: ରତ୍ନଭଣ୍ଡାରର ସମ୍ମୁଖ ଦ୍ବାର ହେବ ସୁନା ଛାଉଣୀ !

ରତ୍ନଭଣ୍ଡାରର ସମ୍ମୁଖ ଦ୍ବାରକୁ ସୁନା ଛାଉଣୀ କରିବା ପ୍ରସ୍ତାବ । ହୁଣ୍ଡିରେ ଗଚ୍ଛିତ ସୁନା ରୁପାକୁ ଉପଯୋଗ କରିବାକୁ ଅନୁରୋଧ ।

 Politicians Declared Champions
ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌; ବାଜି ମାରିନେଲେ ଲିଡ଼ର୍ସ ଟିମ୍‌...

ଟାଟାଷ୍ଟିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ବାଜି ମାରିନେଲେ ରାଜନେତା। ଫାଇନାଲରେ ଅଫିସର ଟିମ୍‌ଙ୍କୁ ହରାଇ ଚାମ୍ପିୟନ ହୋଇଛି ଲିଡ଼ର୍ସ ଟିମ ।

Whatsapp status update now like photos videos and stories
Technology: Whatsapp ଷ୍ଟାଟସ୍‌ରେ ଆଣିଲା ପରିବର୍ତ୍ତନ; ଏବେ ପାଇପାରିବେ ଏହି ସୁବିଧା

ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଆସୁଥିବା ଫଟୋ, ଭିଡିଓ କିମ୍ବା କୋଟ୍ସକୁ ଆମେ ପୂର୍ବରୁ ଲାଇକ୍ କରିପାରୁ ନ ଥିଲୁ। କିନ୍ତୁ ବର୍ତ୍ତମାନ ହ୍ୱାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ନେଇ ଆସିଛି। ଏହାକୁ କିପରି କରିବେ ଜାଣନ୍ତୁ -