• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Mahanadi Water Dispute
Mahanadi Water Dispute: ପୁଣି ‘ମହାନଦୀ ଜଳ ବିବାଦ’, ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାର ଓ ବିଜେପି ଆଡ଼କୁ ବଲ୍ ଫିଙ୍ଗିଛନ୍ତି ।

POSCO
ବଢ଼ୁଛି ଉତ୍ସାହ-ଉତ୍କଣ୍ଠା, ଓଡ଼ିଶା ଫେରୁଛି ପୋସ୍କୋ; ୭ ବର୍ଷ ତଳେ ରାଜ୍ୟ ଛାଡ଼ିଥିଲା କଂପାନୀ

କେନ୍ଦୁଝରରେ JSW ସହ ମିଶି ପୋସ୍କୋ ପ୍ରତିଷ୍ଠା କରିବ ଷ୍ଟିଲ ପ୍ଲାଣ୍ଟ । ସମ୍ଭାବ୍ୟ ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୋହର ପରେ ୟାକୁ ନେଇ ଏବେ ନାନା ଚର୍ଚ୍ଚା ।

Unnatural Deaths of Elephants
ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ; ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ?  

ନରସିଂହପୁର ଓ ବଡ଼ମ୍ବା ଇଲାକା ବନିଗଲାଣି କି ହାତୀଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ? ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ।

BJD
ବିଜେଡି ଲିଙ୍କ୍‌ରେ ବିଜେପି ବିଧାୟକ! ‘ସରି ଆସୁଛି ଶଙ୍ଖ ଦଳ ଆୟୁ’: ଜୟନାରାୟଣ

ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ । ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି ।

 Resolve Mahanadi Dispute
ପୁଣି ଚର୍ଚ୍ଚାରେ ମହାନଦୀ ବିବାଦ ପ୍ରସଙ୍ଗ; ଫିଟିବ କି ସମାଧାନର ବାଟ ?

ବିବାଦର ସମାଧାନ ନେଇ ବଢ଼ିଲା ଆଶା। ଆରମ୍ଭ ହେଲାଣି ଆପୋଷ ଆଲୋଚନା। ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଇଛନ୍ତି। 

Meghanad Boundary Wall in Puri Srimandir
ବିପଦରେ ଶ୍ରୀମନ୍ଦିରର ସୁରକ୍ଷା କବଚ; ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା

ଅନବରତ ଝରୁଛି ପାଣି, ମାଡ଼ି ଗଲାଣି ଶିଉଳି । ସିଂହଦ୍ବାର ସମ୍ମୁଖସ୍ଥ ଲଙ୍ଗୁଳି ମଠ ଧୂନିକୁଣ୍ଡଠୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୬୦ ଫୁଟ୍ ଲମ୍ବରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଜଳ ଜଳ ଦିଶୁଛି ଫାଟ। 

LAccMI Bus Driver
ଲକ୍ଷ୍ମୀ ବସ୍ ଡ୍ରାଇଭର-କଣ୍ଡକ୍ଟରକୁ ନିସ୍ତୁକ ମାଡ଼, ଥାନାରେ ଅଭିଯୋଗ

ଲକ୍ଷ୍ମୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିସ୍ତୁକ ମାଡ଼ । ଦୁର୍ଘଟଣାକୁ ନେଇ ବିଚ୍ ରାସ୍ତାରେ ଆକ୍ରମଣ ।

Odisha CM
ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Srimandir
Puri Srimandir: ଅଭିଯୋଗ ପରେ ଛଡ଼ାଗଲା ଶିଉଳି, ଖୁବଶୀଘ୍ର ମରାମତି ବ୍ୟବସ୍ଥା

ଖୁବଶୀଘ୍ର ହେବ ମେଘନାଦ ପାଚେରୀରେ ଫାଟ ମରାମତି । ଏହାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Medical Admission
Medical Admission: ସଂଘର୍ଷର ଅନ୍ୟ ନାଁ ସତ୍ୟ ଓରାମ, ବିନା କୋଚିଂରେ ମେଡିକାଲ୍ ସଫଳତା

ପାଠ ପଢ଼ିବାକୁ ବାଧକ ହୋଇପାରେ ଅର୍ଥ ନା ବ୍ୟବସ୍ଥା । ଯଦି, ଇଚ୍ଛା ଶକ୍ତି ରହିଛି, ତାହେଲେ କିଛି ପ୍ରତିବନ୍ଧକ ହୋଇପାରିବନି ।

Rajpal yadav controversial video goes viral as misbehave to person
Viral Video: ସାମ୍ବାଦିକଙ୍କ ପ୍ରଶ୍ନରେ ଚି‍ହିଁକି ଉଠିଲେ ରାଜପାଲ ଯାଦବ; ଛଡେଇ ନେଲେ ଫୋନ୍

ଜଣେ ବ୍ୟକ୍ତି ରାଜପାଲ ଯାଦବଙ୍କୁ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ପଚାରିଥିଲେ। ଏହା ସହିତ ସେ ଦୀପାବଳିର ଭାଇରାଲ ଭିଡିଓରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ମଧ୍ୟ ଚାହୁଁଥିଲେ। ପ୍ରଶ୍ନ ସମାପ୍ତ ପୂର୍ବରୁ କିପରି ରାଜପାଲ ତାଙ୍କ ଉପରରୁ ଝାମ୍ପ ମାରୁଥିବା ନଜର ଆସନ୍ତି।

Abhishek bachchan statement on second marriage went viral
Abhishek Bachchan: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ନିମରତ କୌର୍‌ଙ୍କ ସହ ଅଭିଷେକଙ୍କ ସମ୍ପର୍କର ଗୁଜବ ଏବେ ନିଆଁରେ ଘିଅ ଢାଳିଛି। ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ଏକ ମତ ଭାଇରାଲ ହେବାରେ ଲାଗିଛି।

Yogi Adityanath
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ: ୧୦ ଦିନରେ ଇସ୍ତଫା ଦିଅ, ନହେଲେ...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଇସ୍ତଫା ନଦେଲେ ତାଙ୍କୁ ଜୀବନ ହରାଇବାକୁ ପଡିବ ବୋଲି କଲ୍‌ରେ କୁହାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ଫୋନ୍ ନମ୍ବରରେ ଯୋଗୀଙ୍କୁ ଏହି ଧମକ ଦିଆଯାଇଥିବା ଜଣାପଡିଛି।

Balangir
ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍; ବଲାଙ୍ଗୀରକୁ ଅବହେଳା ନେଇ ବିଜେଡି ଉପରେ ବର୍ଷିଲେ

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି।

The story of a king turning a woman into a man and a man turning into a woman and a woman turning in
Mahabharat Story: ନାରୀରୁ ପୁରୁଷ ଓ ପୁରୁଷରୁ ନାରୀ ଏବଂ ନାରୀରୁ ପୁଣି ପୁରୁଷ ହେଇଥିବା ଜଣେ ରାଜାଙ୍କ କାହାଣୀ

ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ବୁଧ ନା ପୁରୁଷ ହେଇପାରିଲେ ନା ନାରୀ । ପୁଣି କେମିତି ଓ କାହା ସହ ତାଙ୍କର ବିବାହ ହେଲା ? ରାଜା ସୁଦ୍ୟୁମ୍ନ କେମିତି ପାଲଟିଲେ ନାରୀ?

Matric form fillup
Matric Form Fill Up: ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍, ୧୮ ଯାଏ ଚାଲିବ ପ୍ରକ୍ରିୟା

ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ।

 Pregnant woman made to clean hospital bed
ମରିଗଲା ମାନବିକତା; ସ୍ୱାମୀଙ୍କ ମୃତ୍ୟୁ ପରେ ରକ୍ତଲଗା ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ

ହଜିଗଲା ମାନବିକତା। ସ୍ୱାମୀ ହସ୍ପିଟାଲ୍‌ ବେଡ୍‌ରେ ଆଖିବୁଜିଲେ । ହେଲେ ୫ ମାସର ଗର୍ଭବତୀଙ୍କୁ ସ୍ୱାମୀ ରହିଥିବା ରକ୍ତ ଜୁଡୁବୁଡୁ ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ।

Delhi air pollution
Delhi Air Pollution: ବିଷ ବଳୟରେ ଦିଲ୍ଲୀ; WHOର ନିର୍ଦ୍ଧାରିତ ସୀମାଠାରୁ ପ୍ରଦୂଷଣ ୬୫ ଗୁଣ ଅଧିକ

ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ଦୀପାବଳିରେ ଯେତିକି ପ୍ରଦୂଷଣ ହୋଇନଥିଲା ଏହାର ୨ଦିନ ପରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏବେ ପୂରା ବିଗିଡ଼ିଯାଇଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପରୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି।

Panchang
Panchang Today 3rd November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Nobody can add you in whatsapp group turn on this setting
WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

WhatsApp ସହିତ ଏକ ବଡ ସମସ୍ୟା ହେଉଛି ଆପଣଙ୍କ ବିନା ଅନୁମତିରେ ଯେକୌଣସି ଗ୍ରୁପ୍‌ରେ ଆଡ୍ କରିଦିଆଯାଏ। ତେବେ ୟାଡୁସାଡୁ ଗ୍ରୁପ୍‌ରେ ଆଡ୍ ହେବାକୁ ଏଡ଼ାଇବା ପାଇଁ WhatsApp ମଧ୍ୟ କିଛି ସୁବିଧା ଯୋଗାଇ ଦେଇଛି, ଯାହାକୁ ଖୁବ୍ କମ୍ ଲୋକ ବ୍ୟବହାର କରନ୍ତି।

Firing
Firing: ରାସ୍ତାରେ ଠିଆ ହୋଇଥିଲେ ଯୁବକ, ମୁଣ୍ଡକୁ ଗୁଳି କଲେ ଦୁର୍ବୃତ୍ତ

ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର ।

Style to wear saree in winter fashion
Fashion Tips: ଶୀତଦିନେ ବାଛନ୍ତୁ ଏମିତି ଶାଢି; ଲାଗିବେ ଷ୍ଟାଇଲିସ୍, ଥଣ୍ଡାରୁ ମିଳିବ ରକ୍ଷା

ମହିଳାମାନେ ମହଙ୍ଗା ଏବଂ ଷ୍ଟାଇଲିସ୍ ଏଥନିକ୍ କିମ୍ବା ପାର୍ଟି ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି, କିନ୍ତୁ ଥଣ୍ଡା କାରଣରୁ ସେମାନଙ୍କୁ ସ୍ୱିଟର କିମ୍ବା କୋଟ୍ ଇତ୍ୟାଦି ପିନ୍ଧିବାକୁ ପଡେ। ଏପରି ପରିସ୍ଥିତିରେ, ସୁନ୍ଦର ପୋଷାକ ସ୍ୱିଟର ତଳେ ଲୁଚି ରହିଯାଏ। କିଛି ଟିପ୍ସ ବିଷୟରେ ଜାଣନ୍ତୁ ଆପଣ ଷ୍ଟାଇଲିସ୍ ଶାଢି ପିନ୍ଧିପାରିବେ ଆଉ ଶୀତରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ।

Pollution Soars in Twin Cities During Diwali
Air Pollution: ଦୀପାବଳିକୁ ଟପିଗଲା ବାସି ବାଣଫୁଟା, ବିଷ ପାଲଟିଲା ଟ୍ବିନ୍ ସିଟିର ବାୟୁମଣ୍ଡଳ

ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ ।

Subhadra Applications to Be Rechecked
Subhadra Yojana: ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ, ଯାଞ୍ଚ ପାଇଁ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି

ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର ।

Security Downgrade for Naveen Patnaik
କମିଲା ନବୀନଙ୍କ ସୁରକ୍ଷା, ହଟିଲେ ପାଣ୍ଡିଆନଙ୍କ PSO...ସରକାରଙ୍କ ଆକ୍ସନରେ ଚିହିଁକିଲା ବିଜେଡି

କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି ।