ଆସନ୍ତାକାଲିଠୁ ପୁଣିଥରେ ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ରେ ବୈଷୟିକ ସର୍ଭେ କରାଯିବ ।
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ ।
ଏକକାଳୀନ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀରେ ମୋଟ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...
ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି । ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର । ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ
କେଉଁଠି ପାଣି ତ କେଉଁଠି ଖାଦ୍ୟ ପାଇଁ ହାହାକାର । ବର୍ଷା ଛାଡିଥିଲେ ବି ସୁଧୁରିନି ବାଲେଶ୍ବରର ବନ୍ୟା ସ୍ଥିତି ।
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ। ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଯୋଗ ଦେବେ । ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ ମୁଖ୍ୟମନ୍ତ୍ରୀ ।ସରକାରଙ୍କ ୧୦୦ ଦିନ ପୂରଣ ଉତ୍ସବରେ ଯୋଗ ଦେବେ
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୧୫ ଗତେ ୪ର୍ଥୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।
ଚିତ୍ରାଙ୍କନ ଶିଖାଉଥିବା ବୃଦ୍ଧଙ୍କୁ ନେଇ ସବୁଠି ଚର୍ଚ୍ଚା । ଯାଜପୁର ଦରାଜପୁର ପ୍ରୋଜେକ୍ଟ ବିଦ୍ୟାଳୟରେ ଶିଖାଉଛନ୍ତି ଚିତ୍ରାଙ୍କନ ।
ରାଜ୍ୟ ତଥା ବାହାରକୁ ଯାଉଛି କୋରାପୁଟ ସୀତାଫଳ । ପ୍ରତିଦିନି ନାରାୟଣପାଟଣାରୁ ଯାଉଛି ଟ୍ରିପ୍ ଟ୍ରିପ୍ ସୀତାଫଳ ।
ଜୁସରେ ବିଷ ଥିଲା ବୋଲି ରୁକସାନାଙ୍କ ମାଆ କେଉଁ ଆଧାରରେ ଦାବି କରୁଛନ୍ତି ? ଏସବୁ ଦିଗକୁ ତଦନ୍ତ କରି ପୋଲିସ ଏହା ଉପରୁ କେବେ ପରଦା ଉଠାଉଛି, ତା ଉପେର ସମସ୍ତଙ୍କ ନଜର।
କହିଲେ ଥାନାରେ ମହିଳା ପୋଲିସ ମାରିଥିଲେ ମାଡ଼ । ଦୁଷ୍କର୍ମ ପାଇଁ ଧମକ ଦେଇଥିଲେ ଆଇଆଇସି ।
କୋଲକାତା ଅଭୟା କାଣ୍ଡ ପରେ ଚେତିଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ଡାକ୍ତର, ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀ ଓ ଡାକ୍ତରଖାନା କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରକାଶ ପାଇଛି ତତ୍ପରତା।
ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ।
ଶହେ ଦିନରେ ମୋହନ ସରକାର । ଶରଧାବାଲିରେ ହିସାବ ଦେଲେ । ପୂର୍ବ ବିଜେଡି ସରକାରକୁ ବି ଧୋଇଲେ ସିଏମ୍ ମୋହନ ମାଝୀ ।
ଗ୍ରାଉଣ୍ଡ ଜିରୋରେ ବିପନ୍ନଙ୍କ ଦୁର୍ଦ୍ଦଶା ପରଖିଲା ଓଟିଭି । ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମ ଗେଟ୍ ଖୋଲିବାରୁ ସ୍ଥିତି ଅଣାୟତ୍ତ ଚର୍ଚ୍ଚା ।
ଏମିତିକି ବ୍ୟାଙ୍କ ୧୦ଟା ବେଳେ ଖୋଲୁଥିବାବେଳେ ସକାଳ ୮ରୁ ମହିଳାମାନେ ଆସି ଧାଡିରେ ଛିଡା ହୋଇଥିଲେ ।
ବ୍ୟାଟିଂ ବିପର୍ଯ୍ୟୟ ଏଡ଼ାଇ ଚେନ୍ନାଇରେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଶ୍ବିନଙ୍କ ଜବରଦସ୍ତ ଶତକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ଭାରତ କରିଛି ୩୩୯ ରନ୍ ।
ରେଡ୍ ପରେ ରେଡ୍ ହେଉଛି, ନକଲି ସାମଗ୍ରୀରେ ଲାଗିପାରୁନି ରୋକ୍ । ଘିଅ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡଠୁଁ ନେଇ ତେଲରେ ଅପମିଶ୍ରଣ । ଏବେ ମୁଣ୍ଡ ଟେକିଛି ବେଆଇନ ଗୁଟଖା ବେପାର ।
ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ହେବ ତଦନ୍ତ । ମାମଲା ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ ।
ହୀରାକୁଦ ଡ୍ୟାମର ରୁଲ୍ କର୍ଭରେ ହୋଇପାରେ ସଂଶୋଧନ । ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ । ଜଳ ସମ୍ପଦ ବିଭାଗ ପ୍ଲାନିଂ ଓ ଡିଜାଇନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ବରେ କମିଟି ।
ତେବେ ଟ୍ରାଫିକ କନେଷ୍ଟବଳ ଚାରିପଟୁ ଗାଡ଼ିକୁ ବନ୍ଦ କରିଦେବାରୁ ସାପଟି ସୁରକ୍ଷିତ ଭାବେ ନିକଟସ୍ଥ ଫୁଟପାଥକୁ ଚାଲିଯାଇଥିଲା ।
ଭରତପୁର ଥାନା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ । ଜଣେ ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ।
ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ । ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ ।
ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।