• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

fruit juices mixed with urine
ଫଳ ଜୁସ୍‌ରେ ମିଶାଉଥିଲେ ପରିସ୍ରା; ଦୋକାନୀକୁ ନିର୍ଦ୍ଧୁମ୍‌ ପିଟିଲେ ଜନତା...

ଆପଣ ବାଟରେ ଥିବା ଜୁସ୍‌ ଦୋକାନରୁ କେବେ ପିଇଛନ୍ତି କି ? ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଜୁସ୍‌ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା ।

Hamza Bin Laden
ମରିନି, ଏବେ ବି ବଞ୍ଚିଛି ଲାଡେନର ଆତଙ୍କୀ ପୁଅ

ହମଜା ତା’ର ଭାଇ ଅବଦୁଲ୍ଲା ବିନ୍‌ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।

Taj Mahal
ବର୍ଷାରେ ବେହାଲ୍ ଆଗ୍ରା; ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି

ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି। ଲଗାଣ ବର୍ଷା ଯୋଗୁ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି।

SIM Card 'Hacking'
ହ୍ୱାଟସଆପ୍‌ କଲ୍‌ ଆସୁଥିଲେ ସାବଧାନ ! ଫୋନ୍‌ ଉଠାଇ ମହିଳା ହରାଇଲେ ୨୭ ଲକ୍ଷ

ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍‌ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍‌ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍‌ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।

Sleep
Viral video: କ୍ଲାସ୍‌ରେ ପ୍ରଫେସରଙ୍କ ମଜାକ୍‌ ଉଡ଼ାଇଲେ ଛାତ୍ରୀ...

ପ୍ରଫେସରଙ୍କ ପାଟିରୁ କଥା ସରୁ ସରୁ କ୍ଲାସ୍‌ରେ ଥିବା ସବୁ ଛାତ୍ରଛାତ୍ରୀ ଆଖି ପିଛୁଳାକେ ଟେବୁଲ ଉପରେ ମୁଣ୍ଡ ନୁଆଁଇ ଶୋଇପଡ଼ିଲେ ।

 Subhadra Yojana Registrations
ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ମାଗୁଥିଲେ; ବନ୍ଧା ହେଲେ ସିଏସସି କର୍ମଚାରୀ

ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। 

Snake In Dream
ସ୍ୱପ୍ନରେ ପୁଳା ପୁଳା ସାପ ଦେଖିଲେ ଅଶୁଭ କିନ୍ତୁ ଗୋଟିଏ ସାପ ଫଣା ଟେକିଲେ ଶୁଭ !

ତେବେ ସାପଙ୍କୁ ପୂର୍ବଜ ଭାବରେ ମଧ୍ୟ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ବେଳେବେଳେ ସାପ ସ୍ୱପ୍ନ ଦେଖିବା ଧନ ଆଗମନର ସଙ୍କେତ ମଧ୍ୟ ଦେଇଥାଏ । କିଛି ଜ୍ୟୋତିଷ ସ୍ୱପ୍ନରେ ସାପ ଦେଖିବାର ବିଭିନ୍ନ ସଙ୍କେତ ବିଷୟରେ କହିଛନ୍ତି ।

Ayushmann khurrana wife tahira kashyap shares romantic photos
ଆୟୁଷ୍ମାନ୍‌ଙ୍କ ଜନ୍ମଦିନରେ ଉତ୍ସାହିତ ହେଲେ ପତ୍ନୀ; ଶେୟାର୍ କଲେ ରୋମାଣ୍ଟିକ୍ ଫଟୋ

ଆୟୁଷ୍ମାନ୍‌ଙ୍କ ଜନ୍ମଦିନରେ ପତ୍ନୀ ତାହିରା କାଶ୍ୟପ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହାକୁ ଆହୁରି ସ୍ୱତନ୍ତ୍ର କରିଦେଇଛନ୍ତି। ନିକଟରେ ବର୍ତ୍ତମାନର ଏକ ଫଟୋ ସହିତ ସେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏଥିସହ ସେ ଏହି ପୋଷ୍ଟକୁ ଏକ ସୁନ୍ଦର କ୍ୟାପ୍‌ସନ୍ ମଧ୍ୟ ଦେଇଛନ୍ତି।

Fampay
ପିଲାଙ୍କ ପାଇଁ ଫାମ୍‌ ପେ’: କେମିତି କରିବେ ବ୍ୟବହାର ଜାଣନ୍ତୁ...

ଆଜିକାଲି ଅନ୍‌ଲାଇନ୍‌ ପେମେଣ୍ଟ ବହୁଳ ମାତ୍ରାରେ କରାଯାଉଛି। ଲୋକେ ଆଉ ବ୍ୟାଙ୍କରେ ଯାଇ ଭିଡ଼ କରୁନାହାନ୍ତି କି ଟ୍ରାଞ୍ଜାକ୍ସନ ପାଇଁ ଅପେକ୍ଷା କରିବାକୁ ପଡୁନି। ହେଲେ ଭାବିଛନ୍ତି କି ୧୮ବର୍ଷରୁ କମ୍‌ ପିଲା ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନେ କଣ କରିବେ ?

Kendrapara MP Baijayant Panda
ବ୍ରଜରାଜନଗରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ; ସଦସ୍ୟତା ସଂଗ୍ରହ ଅଭିଯାନରେ ହେଲେ ସାମିଲ

ବ୍ରଜରାଜନଗରରେ ପହଞ୍ଚି ସେ ପ୍ରଥମେ ରାମଚଣ୍ଡୀ ମନ୍ଦିର ଓ ପରେ ଦୁର୍ଗା ମନ୍ଦିରକୁ ଯାଇ ମା' ଙ୍କ ଦର୍ଶନ କରିଥିଲେ। ପରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Mamata Banerjee
ମୁଣ୍ଡ ନୁଆଁଇଲେ ମମତା; ଜୁନିୟର୍ ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ 

କୋଲକାତା ଅଭୟାକାଣ୍ଡକୁ ନେଇ ଧାରଣାରେ ଥିବା ଜୁନିୟର୍ ଡାକ୍ତରଙ୍କୁ ଯାଇ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

Subhadra Yojana
ବଢ଼ୁଛି ସୁଭଦ୍ରା ଯୋଜନା ପଞ୍ଜୀକରଣ; ଦାଖଲ ହେଲାଣି ୫୦ ଲକ୍ଷରୁ ଅଧିକ ଫର୍ମ

ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ କଲେଣି ଫର୍ମ ଦାଖଲ । ଆସନ୍ତା ୧୭ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PM narendra modi
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂଆ ଅତିଥି; ବାଛୁରୀ ସହ ବୁଲିଲେ, ପୂଜା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି। ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ବାଛୁରୀ ଜନ୍ମ ହୋଇଛି। 

Python
ବର୍ବରତାର ସବୁ ସୀମା ପାର୍; ୧୫ ଫୁଟିଆ ଅଜଗରକୁ ପିଟି ମାରିଲେ, ଖଣ୍ଡଖଣ୍ଡ କଲେ !

ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।

man killed in accident while returning home after 9 years
୯ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ; ଘରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ଜୀବନ

ଜେଲ୍‌ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।

Mpox Vaccine
ମଙ୍କିପକ୍ସ ଭ୍ୟାକ୍ସିନକୁ WHOର ଅନୁମତି; ଜାଣନ୍ତୁ କେମିତି ନେବେ ଟିକା...

ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।

Two Eyes of BJD
ବବି-ପାଣ୍ଡିଆନ୍‌ ଥିଲେ ବିଜେଡିର ଦୁଇ ନୟନ; ବିଜେପିର କିଏ ?

ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି।

Mo School
ବଦଳିଲା 'ମୋ ସ୍କୁଲ୍' ନାଁ; ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା ।

Space
ରହସ୍ୟଜନକ ଶବ୍ଦ ! ୯ ଦିନ ଯାଏଁ ସାରା ବିଶ୍ୱ ଶୁଣିଲା

ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ  । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।

Saudi Arab
ସାଉଦିର ସତ କାହାଣୀ ! ନିର୍ଯାତନା-ଅତ୍ୟାଚାର-ବର୍ବରତାର ଛାତିଥରା ଅନୁଭୂତି

ସାଉଦିରୁ ଫେରିବା ପରେ ଶ୍ରମିକ ବଖାଣିଲେ ଦୁର୍ଦ୍ଦଶା । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଯାଇ ଫସିଥିଲେ ।

Teen girls brain aged faster than boys
Brain of Teen Girls: ନୂଆ ରିସର୍ଚ୍ଚ: ପ୍ରଭାବିତ ହୋଇଛି ଯୁବତୀମାନଙ୍କ ମସ୍ତିଷ୍କ; କମ୍ ବୟସରେ ବୃଦ୍ଧ ହେବାର ଭାବନା

ଲକ୍‌ଡାଉନ୍ ଯେପରି ଆମକୁ ଏକ ଛୋଟ କାନ୍ଥ ଭିତରେ ବନ୍ଦୀ କଲା, ଏହା ଆମ ମନରେ ଏକ ଗଭୀର କ୍ଷତ ଛାଡିଦେଇଗଲା। ଆମେ ମାନସିକ ସ୍ତରରେ ଏତେ ବିବ୍ରତ ହୋଇଗଲୁ ଯେ ଆଜି ବି ଆମେ ଏହାର ପରିଣାମ ଭୋଗୁଛୁ। ଯୁବତୀମାନେ ଭାବୁଛନ୍ତି ଅଧିକ ବୟସ୍କ।

These food items make bones hollow and ruin
Health Tips: ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ନଚେତ ଫମ୍ପା ହୋଇଯିବ ହାଡ

କିଛି ଖାଦ୍ୟ ହାଡକୁ ମଜଭୁତ କରୁଥିବା ବେଳେ ଏମିତି ଅନେକ ଖାଦ୍ୟ ଅଛି ଯାହା ହାଡକୁ ଦୁର୍ବଳ କରିଦିଏ। ଏହି ଖାଦ୍ୟଗୁଡିକ କ’ଣ ତାହା ଜାଣିବା ଜରୁରୀ।

heavy rain
ପ୍ରବଳ ବର୍ଷିବ ! ୨ ଜିଲ୍ଲାକୁ ରେଡ୍, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ । ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣଂ  ।

Narendra Modi
ମୃତ OAS ଅଫିସରଙ୍କୁ ମୋଦିଙ୍କ ସୁରକ୍ଷା ଦାୟିତ୍ୱ ! ବିଜେଡି କଲା ସମାଲୋଚନା

ବିଜେଡିର ସମାଲୋଚନା ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Narendra Modi
ମୋଦିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ SPG 

ଭୁବନେଶ୍ୱରରେ ପହଞ୍ଚିଲା ୮ ଜଣିଆ SPG ଟିମ୍ । ଭୁବନେଶ୍ୱର ବିମାନ ବନ୍ଦର ସହ ବିଭିନ୍ନ ସ୍ଥାନରେ କରିବେ ଯାଞ୍ଚ ।