୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଭାବରେ ମାରି ଦେଲେ ଗାଁ ଲୋକ । ଗତ ଶନିବାର ଦିନ ସେହି ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା ବାଘ ।
ଦ୍ୱିତୀୟ ଥର ବାହା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବୋଲ୍ଡ କ୍ୱିନ୍ ସନ୍ନି ଲିଓନ। ଏକ ସୂତ୍ରରୁ ପ୍ରକାଶ ଯେ ସନ୍ନି ଲିଓନ ଏବଂ ଡାନିଏଲ ୱେବର ଦୀର୍ଘ ଦିନ ଧରି ବିବାହ ଶପଥକୁ ପୁନରାବୃତ୍ତି କରିବାକୁ ଚାହୁଁଥିଲେ। ସେମାନଙ୍କର ପିଲାମାନେ ନିଶା, ନେହା ଏବଂ ଅଶର ଏହାର ମହତ୍ତ୍ୱ ବୁଝିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ।
ବର୍ତ୍ତମାନର ସମୟରେ କୌଣସି ଏକ ରେଷ୍ଟୁରାଣ୍ଟକୁ ଗଲେ ସେମାନଙ୍କର ମେନୁରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ରହିଥିବା ଦେଖିବାକୁ ମିଳୁଛି । ଏହା ସହ ଏପରି ମଧ୍ୟ କେତେକ ରେଷ୍ଟୁରାଣ୍ଟ ଅଛି, ଯେଉଁଥିରେ କେବଳ ନିରାମିଷ କିମ୍ବା କେବଳ ଆମିଷ ମିଳେ ।
ଓଡ଼ିଶାର ଅନେକ ରାଜନେତା ଅତୀତରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜନୀତିର ଆଧାର କରି ନିଜର କ୍ୟାରିୟର ତିଆରି କରିଛନ୍ତି । ଓଡ଼ିଶାରେ ନିକଟ ଅତୀତରେ ମରୁଡି ହୋଇନାହିଁ । ତେଣୁ ମରୁଡି ନେଇ ରାଜନୀତି ଦେଖିବାକୁ ମିଳିନାହିଁ ।
ବିରଳ ଦୃଶ୍ୟ । ସ୍ବାସ୍ଥ୍ୟ ସେବାର କରୁଣ ପରିସ୍ଥିତି । ୟୁଟ୍ୟୁବ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା । ସେ ପୁଣି ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ।
କ୍ରିସ୍ ଭେନୁଗୋପାଲଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଦିବ୍ୟା ଶ୍ରୀଧର। ଦିବ୍ୟାଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ କ୍ରିସ୍ ତାଙ୍କ ଠାରୁ ୧୧ ବର୍ଷ ବଡ। ଏହି ବିବାହର ଫଟୋ ସେମାନଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର ହୋଇଛି, ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ଉତ୍ତରାଖଣ୍ଡର ଅଲମୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୁପି ଅଞ୍ଚଳରେ ଏକ ଖାଇକୁ ଯାତ୍ରୀ ବାହୀ ବସ୍ ଖସି ପଡ଼ିବାରୁ ୩୬ ଜଣଙ୍କ ମୃତ୍ୟୁ ।
ଆସିଲା ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ଜଣା ପଡ଼ିଲା ବାତ୍ୟାର ପ୍ରକୋପ ।
ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଏଲାଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ ।
IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍ଙ୍କ ମୋବାଇଲ୍ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।
ଆଜି ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିନ ୧୧ଟା ୧୫ ସୁଦ୍ଧା ବିଏସଇ ସୂଚକାଙ୍କରେ ୧୪୩୩ ଦଶମିକ ୬୧ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୨୯୦ରେ ପହଞ୍ଚିଥିଲା।
PCC ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଷ୍ଟିୟରିଂ କମିଟିର ସମସ୍ଥ ୨୧ ସଦସ୍ୟଙ୍କ ସହ ୧୪ ଜଣ ବିଧାୟକଙ୍କୁ ନେଇ ଏହି ବୈଠକ ବସିବ ।
ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।
ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ପିଇ ନେଇଛନ୍ତି। କିନ୍ତୁ ବାସ୍ତବରେ ଏହା ଏସିର ପାଣି ।
୨୦୦ ଫୁଟ୍ ଖାଇକୁ ଖସିଲା ବସ୍ । ଚାଲିଗଲା ୩୬ରୁ ଅଧିକ ଲୋକଙ୍କ ଜୀବନ, ଅନେକ ଆହତ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା।
ଜନ୍ମକଲା ପିଲାକୁ ଫେସବୁକ୍ରେ ବିକ୍ରି ଉଦ୍ୟମ କରି ମା’ ଗିରଫ। ଆମେରିକାର ଟେକ୍ସାସର ଜଣେ ୨୧ ବର୍ଷିୟା ମହିଳା ଦ୍ରବ୍ୟ ପରି ନିଜ ପିଲାକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିପାଇଁ ଆଡ୍ ମଧ୍ୟ ଦେଇଥିଲେ।
ଧୀରେ ଧୀରେ ସ୍ମାର୍ଟଫୋନ୍ ସହିତ ଆମେ ଏମିତି ଅଭ୍ୟସ୍ତ ହୋଇଗଲୁଣି ଯେ ଫୋନ୍ ବ୍ୟବହାର କରିବାରେ ଆମର ପୂରା ଦିନ ଚାଲିଯାଉଛି। ଅନ୍ୟ କାମରେ ହେଳା ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଯାଇଛି। ଏହି ନିଶା ଛଡେଇବା ପାଇଁ କରନ୍ତୁ ଏହି ଯୋଗ।
ଟ୍ରାଫିକ୍ ନିୟମ ଭାଙ୍ଗିବା ପରେ ଡ୍ରାଇଭରକୁ ଅଟକାଉଥିଲେ ଟ୍ରାଫିକ ପୋଲିସ୍। କାର୍ ବନେଟ୍ରେ ୨୦ ମିଟର ଘୋଷାଡ଼ି ଛୁ ମାରିଲା ଡ୍ରାଇଭର୍।
କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମୂର୍ଣ୍ଣ ହୋଇ ପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ବଢୁଛି।
କଟକର ଐତିହାସିକ ବାଲିଯାତ୍ରା ଆୟୋଜନକୁ ନେଇ ବଢ଼ିଲା ଦ୍ଵନ୍ଦ୍ବ । କେଉଁଠି ହେବ ବାଲିଯାତ୍ରା ? ତଳ ପଡ଼ିଆରେ ହେବ ନା ଉପର ପଡ଼ିଆରେ। ଦ୍ବନ୍ଦ୍ବ ଦୂର ପାଇଁ ଆଜି ବସୁଛି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ। ଏନେଇ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
କଟକରେ କାଳୀ ମେଢ଼ ଭସାଣ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅନେକ ପିଲାଙ୍କର ପାଠ ପଢିବାରେ ମନ ଲାଗେ ନାହିଁ। ଏହି ସମସ୍ୟାର ଅନେକ କାରଣ ମଧ୍ୟରୁ କେଉଁଠି ନା କେଉଁଠି ନିଶ୍ଚିତ ବାସ୍ତୁ ଦୋଷ ରହିଥାଇ ପାରେ। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କର ଏହି ଅସୁବିଧାର ସମାଧାନ ପାଇଁ କ’ଣ ରହିଛି ବାସ୍ତୁ ସମାଧାନ।
ଆଜି ଭଦ୍ରକ ସ୍ଥିତ ସଂସ୍କୃତି ଭବନଠାରେ ପୂର୍ବାହ୍ନ ୧୦ ଘଟିକାରେ କ୍ରାନ୍ତିକାରୀ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି।