• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Utkarsh Small Finance
ଆକାଉଣ୍ଟଧାରୀ ଜାଣିନାହାନ୍ତି, ତାଙ୍କ ନାଁରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ !

ଝରିଗାଁ ଥାନାରେ ଅଭିଯୋଗ କଲେ ୧୨ ହିତାଧିକାରୀ । ଥାନାରେ ଏତଲା ପରେ ପୋଲିସର ତନାଘନା ତଦନ୍ତ ।

Puri Srimandir
ସୁଡ଼ଙ୍ଗ ଖୋଜିବ ASI, ଏପଟେ ମେଘନାଦ ଫାଟି ପାଣି ଝରିଲାଣି !

୩ ଦିନ ଯାଏ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ହେବ ସର୍ଭେ । ନିରୀକ୍ଷଣ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ ।

Foresters Suicide Sparks Row
ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଚାରା ଦୁର୍ନୀତି ଗୁମର; ପିସି ଦାବି ସହ ଡିଏଫଓ ଦେଉଥିଲେ ମାନସିକ ନିର୍ଯାତନା !

ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଛନ୍ତି ସୁଇସାଇଡ୍ ନୋଟରେ। ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ ବି କରିଛନ୍ତି ସଞ୍ଜୟ।  

Sexual Assault by Bharatpur IIC
ଭରତପୁର ଥାନା କଳଙ୍କରେ ଲାଗିଲା ରାଜନୀତିର ଛିଟା; ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ । କଂଗ୍ରେସ କହିଲା ଭରତପୁର କାଣ୍ଡ ପାଇଁ ବିଶ୍ବ ଦରବାରରେ ଲଜ୍ଜିତ ହୋଇଛି ରାଜ୍ୟ ।

Tirupati Laddu row
ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ: ତିରୁପତି ବାଲାଜୀଙ୍କ ପ୍ରସାଦରେ ମିଶୁଛି କି ପଶୁ ଚର୍ବି ? 

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କ ବିଶ୍ବବ୍ୟାପୀ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ। ସତରେ କଣ ତିରୁପତି ବାଲାଜୀଙ୍କ ପ୍ରସାଦ ତିଆରିରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବିରୁ ପ୍ରସ୍ତୁତ ଘିଅ ? 

Army Major
କିଏ ଠିକ୍, ମେଜରଙ୍କ ବାନ୍ଧବୀ ନା ଭୁବନେଶ୍ବର ଡିସିପି ? କାଠଗଡ଼ାରେ କମିଶନରେଟ୍ ପୋଲିସ...

ଭରତପୁର ଥାନା କଳଙ୍କିତ ଘଟଣାରେ ପୀଡ଼ିତାଙ୍କ ସଂଗୀନ ଆରୋପ । ଏଣେ ଖାପଖାଉନି ଭୁବନେଶ୍ବର ଡିସିପିଙ୍କ ପୁରୁଣା ବୟାନ । ସାମ୍ନାକୁ ଆସିଲା ଭରତପୁର ଥାନାର ଆଉ ଏକ ମିଛ ପ୍ରମାଣ ।

I Phone 16
iPhone କ୍ରେଜ୍ ! ଫାଷ୍ଟ ଏଣ୍ଟ୍ରି ପାଇଁ ଷ୍ଟୋର ବାହାରେ ଧାଡ଼ିରେ ୨୧ ଘଣ୍ଟା

ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ଖାଲି ୨୧ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଛନ୍ତି ତାହା ନୁହେଁ ।

Canara Bank Recruitment 2024 Apply for 3000 posts
Canara Bank Recruitment 2024: କାନାରା ବ୍ୟାଙ୍କରେ ପୂରଣ ହେବ ୩ ହଜାର ପଦବୀ; ଜାଣନ୍ତୁ ଓଡ଼ିଶାରେ କେତେ ହେବେ ପୋଷ୍ଟିଂ

ଆପଣ ଯଦି ବ୍ୟାଙ୍କ୍ ଚାକିରି କରିବାକୁ ଚାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ କାନାରା ବ୍ୟାଙ୍କ୍ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Writer Sarojini Sahoo Got Sarala Award
ସରୋଜିନୀ ସାହୁ ପାଇବେ ୪୫ ତମ ‘ଶାରଳା ପୁରସ୍କାର’

ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ଡ. ବିରଞ୍ଚି କୁମାର ସାହୁ, ମଧୁସୁଦନ ଦାସ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରତ୍ନମାଳାସ୍ୱାଇଁ, ଡ. ଜ୍ଞାନୀ ଦେବାଶିଷ ମିଶ୍ର ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଡ. ଭଗବାନ ଜୟସିଂହ, ପ୍ରଫେସର କାଳୀଦାସ ମିଶ୍ର, ଡ. ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଏବଂ ତାପସ କୁମାର ସାମନ୍ତରାୟ।

Chief Justice
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା: ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ

ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ମାମଲାକୁ ଗୁରୁତ୍ବର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ ।

Pradosh Mishra
ଏ ବର୍ଷର ‘ଅକ୍ଷର କଥାକାର ସମ୍ମାନ’ ପାଇବେ କଥାଶିଳ୍ପୀ ପ୍ରଦୋଷ ମିଶ୍ର

ଆସନ୍ତା ୨୯ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ କଥାଶିଳ୍ପୀ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।

elephant
ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ବନ କର୍ମଚାରୀ

ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ । ଜଣେ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଆଉ ୨ କର୍ମଚାରୀ ଆହତ ହୋଇଛନ୍ତି । ଅନୁଗୁଳ ରେଞ୍ଜ ଫୁଲପଡାରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ବନ କର୍ମଚାରୀ ସୁକାନ୍ତ ସାହୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

PM Modi Buys Lord Jagannath Statue
ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର ୱାର୍ଦ୍ଧାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ମୋଦି । ‘ପିଏମ୍ ବିଶ୍ବକର୍ମା’ ପ୍ରଦର୍ଶନୀରେ କିଣିଲେ ପ୍ରତିମୂର୍ତ୍ତି

Road Romeo
ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ୭ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ

ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରୁଛି ।

iphone
ଆରମ୍ଭ ହେଲା ଆଇଫୋନ୍‌ ୧୬ ସିରିଜ୍‌ର ବିକ୍ରି, ଆପଲ୍‌ ଷ୍ଟୋର ବାହାରେ ପ୍ରବଳ ଭିଡ଼

ଆପଲ୍‌ ଷ୍ଟୋର ଖୋଲିବା ମାତ୍ରେ ଆଇଫୋନ୍‌ ୧୬ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

This most expensive cricket player in ipl became villain in pushpa 2
ନା ବଲିଉଡ୍ ନା ହଲିଉଡ୍, ‘ପୁଷ୍ପା ୨’ରେ ଭିଲେନ୍‌ ହେବେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍ !

ପୋଷ୍ଟ ପ୍ରଡକ୍ସନ୍‌ରେ ବିଳମ୍ବ ହେତୁ ‘ପୁଷ୍ପା ୨’ର ରିଲିଜ୍ ତାରିଖ ଡିସେମ୍ବର ୬କୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ଅନେକ ସିନ୍ ପୁନଃ-ସୁଟିଂ କରାଯାଉଛି। ଏହାରି ଭିତରେ ଏହି ଅଷ୍ଟ୍ରେଲୀୟ କ୍ରିକେଟର ‘ପୁଷ୍ପା ୨’ରେ କେମୈଓ କରିବାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

happy food
ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ...ଆଉ ସାରା ଦିନ ଖୁସିରେ ରୁହନ୍ତୁ

ଖରାପ ମୁଡ୍ କେବଳ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ, ବରଂ ଏହା ଆପଣଙ୍କ ଆଖପାଖର ଲୋକଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇଯାଏ । ଆମେ ଖାଉଥିବା ଖାଦ୍ୟ ପାଇଁ ଆମେ ଖୁସି ହୋଇପାରିବା । ତେବେ ଆମେ ଖୁସିରେ ରହିବା ପାଇଁ କେଉଁ ଖାଦ୍ୟ ଖାଇବା ଦରକାର, ଆସନ୍ତୁ ଜାଣିବା।

Bhubaneswar DCP
ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ପୀଡ଼ିତା, ଡିସିପିଙ୍କ ବୟାନକୁ ନେଇ ଉଠିଲା ପ୍ରଶ୍ନ

ତେବେ ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ANIକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ ।

Naveen Patnaik
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟରେ ସେ ସବୁ ଫୋନ୍ କରି ବୁଝୁଥିଲେ । ଏବେ ବିଜେପି ସରକାରକୁ ଶହେ ଦିନ ବିତିଲାଣି । ସେମାନେ ସେସବୁ ଅନୁଧ୍ୟାନ କରିବା କଥା ବୋଲି ନବୀନ କହିଛନ୍ତି ।

kanchalanka mutton
କେବେ ଖାଇନଥିବେ ମଟନ୍‌ର ଏହି ସୁଆଦିଆ ରେସିପି

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ' କଞ୍ଚା ଲଙ୍କା ମଟନ୍‌। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

 Foreign Influence in Odisha's Villages
ଦେଶୀ ମାଟିରେ ବାସୁଛି ବିଦେଶୀ ନାଁର ବାସ୍ନା

ଆମେ ଓଡ଼ିଆ ଲୋକ । ଆମ ମାଟିର ନାଁ, ଗାଁ ଠିକଣା ସବୁଥିରେ ଆପଣ ଓଡ଼ିଆ ଓଡ଼ିଆ ବାସ୍ନା ବାରିବେ । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯାହା ସବୁ ବିଦେଶୀ ବିଦେଶୀ ବାସିବ । ଓଡ଼ିଆ ମାଟିରେ ଏ ବିଦେଶୀ ବିରଳ ନାଁ କ’ଣ ପାଇଁ ?

 Ratna Bhandar
୨୧ରୁ ପୁଣି ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଆସନ୍ତାକାଲିଠୁ ପୁଣିଥରେ ଚାଲିବ ରତ୍ନଭଣ୍ଡାର ବୈଷୟିକ ସର୍ଭେ। ବୈଷୟିକ ସର୍ଭେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ରେ ବୈଷୟିକ ସର୍ଭେ କରାଯିବ ।

Divyang Devotee
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକୁଛି କାଳିଆ ସାଆଁନ୍ତ

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ ।

Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ବାବୁ, ୧୧ଟି ସ୍ଥାନରେ ଚାଲିଛି ରେଡ୍‌

ଏକକାଳୀନ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀରେ ମୋଟ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

Gold Price Today
Gold Price Today 20th September 2024: ଭୁବନେଶ୍ୱରରେ କମିଛି ସୁନା ଦର,କିଣିବା ପୂର୍ବରୁ ଜାଣି ନିଅନ୍ତୁ ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ହ୍ରାସ ପାଇଛି । ଜାଣନ୍ତୁ କେତେ...