/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726626307.jpg)
Panchang Today
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର ଚନ୍ଦ୍ର- କୁମ୍ଭ ପ୍ରାତଃ ୦୫.୪୪ ଗତେ ମୀନ ତିଥି- ପୂର୍ଣ୍ଣିମା ଦିବା ୦୮.୦୪ ଗତେ ପ୍ରତିପଦ ରାତ୍ରି ୦୪.୧୯ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ପ୍ରାତଃ ୦୫.୪୪ ଗତେ ଧନୁ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-କୁତୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୦୦ ପର୍ଯ୍ୟନ୍ତ ରାତ୍ରି ୦୪.୧୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
Advertisment
ଶୁଭସମୟ-
ପ୍ରାତଃ- ୦୫.୩୮ ରୁ ୦୮.୦୩
ଦିବା- ୧୦.୨୮ ରୁ ୧୧.୪୦
ଦିବା- ୦୧.୪୧ ରୁ ୦୪.୦୬
ସନ୍ଧ୍ୟା- ୦୬.୩୦ ରୁ ୦୭.୧୮
ରାତ୍ରି- ୦୮.୫୩ ରୁ ୦୨.୩୯
ରାତ୍ରି- ୦୪.୦୯ ରୁ ୦୫.୩୮
ଅଶୁଭସମୟ-
ରାହୁକାଳ- ଦିବା ୧୧.୪୦ ରୁ ୦୧.୧୧
କାଳବେଳା- ଦିବା ୦୮.୩୯ ରୁ ୧୦.୧୦
ବାରବେଳା- ଦିବା ୧୧.୪୦ ରୁ ୦୧.୧୧
କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୦୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)