ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୨ୟା ଦିବା ୦୧.୦୯ ଗତେ ୩ୟା,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
Also Read
ଶୁଭ ସମୟ:
ପ୍ରାତଃ-୦୬.୧୦ ରୁ ୦୬.୫୩
ଦିବା-୦୮.୫୩ ରୁ ୧୧.୧୪
ସନ୍ଧ୍ୟା-୦୫.୦୨ ରୁ ୦୬.୪୧
ରାତ୍ରି- ୦୮.୧୯ ରୁ ୦୮.୩୨
ରାତ୍ରି- ୦୯.୨୫ ରୁ ୧୨.୦୩
ରାତ୍ରି- ୦୧.୪୮ ରୁ ୦୩.୦୩୩
ରାତ୍ରି- ୦୪.୨୫ ରୁ ୦୬.୧୦
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୨୯ ରୁ ୦୩.୪୧
କାଳବେଳା- ଦିବା ୧୨.୫୮ ରୁ ୦୨.୧୯
ବାରବେଳା- ପ୍ରାତଃ ୦୭.୩୧ ରୁ ୦୮.୫୩
କାଳରାତ୍ରି- ସନ୍ଧ୍ୟା ୦୬.୪୧ ରୁ ୦୮.୧୯