/odishatv-khabar/media/post_attachments/uploadimage/library/16_9/16_9_0/panchang_1671247733.jpg)
panchang
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଦିବା ୦୨.୦୩ ଗତେ କନ୍ୟା ତିଥି- ୯ମୀ ରାତ୍ରି ୦୩.୪୧ ଗତେ ୧୦ମୀ ଘାତ ଚନ୍ଦ୍ର- ବୃଷ, ଦିବା ୦୨.୦୩ ଗତେ ବୃଷ ଘାତ ବାର – ବୃଷ , ସିଂହ ଓ କନ୍ୟା ପୁଷ୍କର ଦୋଷ –୨ ପାଦ ଦିବା ୦୯.୧୬ ଗତେ ୧ପାଦ - କୃଷିହାନୀ-ଭୂମି ଦାନ
Advertisment
ଶୁଭ ସମୟ:
ପ୍ରାତଃ ୦୭.୪୪ ରୁ ୦୯.୦୦
ଦିବା ୧୨.୦୪ ରୁ ୦୧.୦୩
ଦିବା ୨.୨୪ ରୁ ୦୨.୫୭
ଦିବା ୦୩.୪୦ ରୁ ୦୩.୪୫
ରାତ୍ରୀ ୦୨.୪୭ ରୁ ୦୩.୪୦
ଅଶୁଭ ସମୟ:
ଋାହୁକାଳ - ଦିବା ୦୯.୦୦ ରୁ ୧୦.୨୧
କାଳବେଳା - ପ୍ରାତ ୦୬.୧୮ ରୁ ୦୭.୩୯ ଓ ଦିବା ୩.୪୫ ରୁ ୦୫.୦୬
ବାରବେଳା – ଦିବା ୦୧.୦୩ ରୁ ୦୨.୨୪
କାଳରାତ୍ରି – ସଂଧ୍ୟା ୦୫.୦୬ ରୁ ୦୬.୪୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)