/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ। ଇଂରାଜୀରେ ୧୧ ତାରିଖ ମଙ୍ଗଳବାର। ଚନ୍ଦ୍ର- କର୍କଟ ରାତ୍ରି ୦୨.୧୫ ଗତେ ସିଂହ। ତିଥି- ୧୨ଶୀ ଦିବା ୦୮.୧୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୨.୧୫ ଗତେ କର୍କଟ ଓ ମକର ରାଶିର। ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୧୪ ଗତେ ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭସମୟ
ଦିବା- ୦୮.୫୯ ରୁ ୧୦.୪୫
ଦିବା- ୦୧.୦୭ ରୁ ୦୧.୨୫
ଦିବା- ୦୪.୨୨ ରୁ ୦୫.୦୪
ସନ୍ଧ୍ୟା- ୦୫.୫୧ ରୁ ୦୬.୪୦
ରାତ୍ରି- ୦୯.୦୬ ରୁ ୧୧.୩୨
ରାତ୍ରି- ୦୧.୫୭ ରୁ ୦୩.୩୫
ଅଶୁଭସମୟ
ରାହୁକାଳ- ଦିବା ୦୨.୫୪ ରୁ ୦୪.୨୨
କାଳବେଳା- ଦିବା ୦୧.୨୫ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୩୦ ରୁ ୦୮.୫୯
କାଳରାତ୍ରି- ସନ୍ଧ୍ୟା ୦୭.୨୨ ରୁ ୦୮.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)