/odishatv-khabar/media/post_attachments/uploadimage/library/16_9/16_9_0/s_1676694677.jpg)
Today Panchang
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ
Advertisment
ଶୁଭ ସମୟ-
ଦିବା ୧୦.୩୪ ରୁ ୦୧.୦୯
ରାତ୍ରି ୦୮.୧୪ ରୁ ୧୦.୪୫
ରାତ୍ରି ୧୨.୨୫ ରୁ ୦୨.୦୬
ରାତ୍ରି ୦୨.୫୬ ରୁ ୦୪.୩୬
ଅଶୁଭ ସମୟ-
ଋାହୁକାଳ - ଦିବା ୦୯.୦୯ ରୁ ୧୦.୩୪
କାଳବେଳା – ପ୍ରାତଃ ୦୬.୧୭ ରୁ ୦୭.୪୩ ଓ ଦିବା ୦୭.୧୭ ରୁ ୦୫.୪୩
ବାରବେଳା – ଦିବା ୦୧.୨୬ ରୁ ୦୨.୫୨
କାଳରାତ୍ରି – ସନ୍ଧ୍ୟା ୦୫.୪୩ ରୁ ୦୭.୧୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)