Advertisment

Today Panchang 4th March 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ରାଶିର ଘାତ ବାର

ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୧.୪୩ ଗତେ ୧ ପାଦ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Today Panchang

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର, ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୧୨ଶୀ ଦିବା ୧୧.୪୩ ଗତେ ୧୩ଶୀ । ଘାତ ଚନ୍ଦ୍ର – ନାସ୍ତି, ଘାତ ବାର- ବୃଷ, ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୧.୪୩ ଗତେ ୧ ପାଦ ।

Advertisment

ଶୁଭ ସମୟ
ଦିବା ୧୦.୩୦ ରୁ ୦୧.୦୮
ରାତ୍ରି ୦୮.୧୬ ରୁ ୧୦.୪୪
ରାତ୍ରି ୧୨.୨୨ ରୁ ୦୨.୦୧
ରାତ୍ରି ୦୨.୫୦ ରୁ ୦୪.୨୮

ଅଶୁଭ ସମୟ
ଋାହୁକାଳ – ଦିବା ୦୯.୦୩ ରୁ ୧୦.୩୦
କାଳବେଳା – ପ୍ରାତଃ ୦୬.୦୮ ରୁ ୦୭.୩୫ ଓ ଦିବା ୦୪.୨୧ ରୁ ୦୫.୪୯
ବାରବେଳା – ଦିବା ୦୧.୨୬ ରୁ ୦୨.୫୩
କାଳରାତ୍ରି – ସନ୍ଧ୍ୟା ୦୫.୪୯ ରୁ ୦୭.୨୧

Advertisment
Horoscope Astrology
Advertisment
Advertisment