• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୧୪ଶୀ ଦିବା ୦୪.୧୭ ଗତେ ପୂର୍ଣ୍ଣିମା ,ଘାତ ଚନ୍ଦ୍ର – କର୍କଟ , ମକର ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬.୦୬ ରୁ ୦୭.୩୪

ଦିବା ୦୧.୪୭ ରୁ ୦୧.୦୮

ଦିବା ୦୪.୨୧ ରୁ ୦୫.୦୨

ସନ୍ଧ୍ୟା ୦୬.୩୮ ରୁ ୦୯.୦୬

ରାତ୍ରି ୧୧.୫୭ ରୁ ୦୨.୪୯

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

    ଅଶୁଭ ସମୟ:

    ଋାହୁକାଳ – ପ୍ରାତଃ ୦୭.୩୪ ରୁ ୦୯.୦୨

    କାଳବେଳା – ପ୍ରାତଃ ୦୭.୩୪ ରୁ ୦୯.୦୨

    ବାରବେଳା – ଦିବା ୦୨.୫୩ ରୁ ୦୪.୨୧

    କାଳରାତ୍ରି – ରାତ୍ରି ୧୦.୨୫ ରୁ ୧୧.୫୭

    OTV is now on Whatsapp

    Join and get latest news update delivered to you via whatsapp

    Join Now