ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।
ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।
ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍ ହେବେ।
ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଯେଉଁ ଝିଅମାନେ ଗ୍ଲାମର ଦୁନିଆରେ ଚମକିବାକୁ ଆସୁଥିଲେ ସେମାନେ ଆରତୀ ମିତ୍ତଲଙ୍କ ଶିକାର ହେଉଥିଲେ। ଅଭିନୟରେ ସୁଯୋଗ ଦେବା ନାଁରେ ଆରତୀ ସେମାନଙ୍କୁ ଦେହ ବ୍ୟବସାୟରେ ଲଗଉଥିଲେ ଆଉ ମୋଟା ରକମ ଟଙ୍କା ମଧ୍ୟ ଦେଉଥିଲେ। ପୋଲିସ୍ ପକେଇଲା ଟ୍ରାକ୍, ଆରତୀ ଏବେ ପୋଲିସ୍ କବ୍ଜାରେ।
ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’
ଘରେ ପଡ଼ିଛି ସ୍ୱାମୀ ଏବଂ ୨ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ
ପ୍ରେମରେ ପ୍ରତାରଣା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ
୪୫ଟି ପଦବୀକୁ ଅନୁମୋଦନ ମିଳିଥିବା ବେଳେ ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ ।
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।
ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କମ୍ପ୍ୟୁଟର ଜି’ଙ୍କ ସହାୟତାରେ ସାହାଯ୍ୟରେ ପ୍ରଶ୍ନର ଗଦା ସହିତ ଟିଭିରେ ନଜର ଆସିବେ। ଆପଣମାନେ ମଧ୍ୟ ଆଖିରେ ଅନେକ ସ୍ୱପ୍ନକୁ ସଜେଇଥିବେ, ଯାହାକୁ ପୂରଣ କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକ ଥିବ। ତେଣୁ ଏହି ସୁଯୋଗ ଆପଣଙ୍କ ସ୍ୱପ୍ନକୁ ପୂରଣ କରିପାରେ।
ମୃତ ଶିଶୁକୁ ବଞ୍ଚାଇବାକୁ ଲୁଣ ଉପଚାର। ମେଡିକାଲ ପରିସରରେ ମୃତ ଶିଶୁର ଶରୀରକୁ ଲୁଣରେ ଘୋଡ଼ାଇ ବଞ୍ଚାଇବାକୁ ଉଦ୍ୟମ ଚାଲୁଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଇଣ୍ଟରନେଟ୍ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ । ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ ।
ପ୍ରେମିକା ସିନା ପ୍ରେମ ପାଇଁ ବିଷ ପିଇଦେଲା, ହେଲେ ପ୍ରେମିକ ଜଣକ ବିଷ ନପିଇ ଫେରାର ମାରିଥିଲା
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।
ବର୍ଷ ବର୍ଷ ଧରି ଅନେକ ସ୍ଥାନରେ ଖତ ଖାଇଲାଣି ୱାଟର ଏଟିଏମ
ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ ।
ଆଇପିଏଲ୍ ୨୦୨୩ର ୨୪ତମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।
Alକୁ ନେଇ ଗୁଗୁଲ୍ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।
ଅଭିଯୋଗ କଲେ ନିଜ ଉଦ୍ୟମରେ ଫ୍ୟାନ କିଣି ଆଣି ଲଗାଇବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରାମର୍ଶ ଦେଉଥିବା ରୋଗୀ ଅଭିଯୋଗ କରିଛନ୍ତି । ସେପଟେ ସିଡିଏମଓ କହିଛନ୍ତି ୭୦ ରୁ ଊର୍ଦ୍ଧ୍ୱ ଫ୍ୟାନ ଖରାପ ହୋଇଛି ।
ଦୁଇ ହାତ ସିନା ନାହିଁ ପାଟିରେ ବ୍ରସ୍ ଧରି ସ୍ୱପ୍ନିକା ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର, ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ ତାଙ୍କର ବେଶ୍ ସଂଖ୍ୟାରେ ଫଲୋଅର୍ ବି ଅଛନ୍ତି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୨୦ ଟଙ୍କା ହୋଇଛି।
ଉଭୟଙ୍କୁ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଦୁଇ ଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ବୋଲି ଜଣାପଡ଼ିଛି ।
ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେହି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଯାଇଛି । ସେମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ ଏବଂ ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଅପିଲ୍ କରିଛି ଦୂତାବାସ