• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Woman lived with her fathers corpse for 15 years
ଏ କି ଭଲପାଇବା ? ବାପାଙ୍କ ମୃତଦେହ ସହ ୧୫ ବର୍ଷ, ପଡ଼ୋଶୀ ବି ବାରିପାରିଲେନି ଦୁର୍ଗନ୍ଧ

ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।

IAS
ଦିବ୍ୟାଙ୍ଗ ହେଲେ ବି IAS ହେବାକୁ ଦେଖୁଛନ୍ତି ସ୍ୱପ୍ନ; ବୁଲିବୁଲି ବିକୁଛନ୍ତି ସିଙ୍ଗଡ଼ା

ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।

Malkangiri Divyang Student Wants To Study
ପାଠ ପଢ଼ିବାକୁ ବହୁତ ଆଗ୍ରହ ଅଛି ହେଲେ ଦିବ୍ୟାଙ୍ଗ ବୋଲି ହଷ୍ଟେଲ ମିଳୁନି

ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରଘୁରାମ । କଥାଟା ଟିକେ ହଜମ ନହେଲେ ବି ସତ ।

Most alcohol consumption country
କେଉଁ ଦେଶର ଲୋକ ଅତ୍ୟଧିକ ମଦ୍ୟପାନ କରନ୍ତି ? ଜାଣନ୍ତୁ...

ଅନେକ ସମୟରେ ସେହି ମଦ୍ୟପାନ ଯୋଗୁ ବଡ଼ ବଡ଼ ଦୁର୍ଘଟଣା ହୋଇଥାଏ । ଅନେକ ଲୋକଙ୍କ ଜୀବନ ଚାଲିଯାଇଥାଏ । ହେଲେ ବର୍ତ୍ତମାନ ସେହି ମଦ୍ୟପାନକୁ ନେଇ ଆମେ ଏକ ବଡ଼ ତଥ୍ୟ ଆପଣଙ୍କ ପାଖରେ ରଖିବାକୁ ଯାଉଛୁ । ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିବ ।

Mango Man
୫ ଏକର ଜାଗାରେ ଶହେ ପ୍ରକାରର ଆମ୍ବ ଫଳାଇଛନ୍ତି ସାଲେପୁରର ଗଛବାବା

ପାଞ୍ଚ କି ଦଶ ପ୍ରକାରର ଗଛ ଥିବା ଆମ୍ବ ବଗିଚା ଦେଖିବା ସହଜ କଥା ଟିଏ। ହେଲେ ଏକା ଥରକେ ଶହେରୁ ଅଧିକ ପ୍ରକାରର ଆମ୍ବ ଗଛ ଦେଖିବାକୁ ମିଳିଛି ଗୋଟିଏ ବଗିଚାରେ । ତାହାପୁଣି ଭାରତର ବହୁ ସୁଆଦିଆ ଆମ୍ବର ସମ୍ଭାର ଥିବା ବଗିଚା । ଏଭଳି ଏକ ନିଆରା ଆମ୍ବ ବଗିଚା ରହିଛି କଟକ ଜିଲ୍ଲା ମାହାଙ୍ଗାର ଜାତିପାରିଲୋ ଗାଁରେ..

President of India
ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Twitter Blue Tick
ଦେୟ ନଦେଲେ ଆଜିଠୁ ଆକାଉଣ୍ଟରୁ ହଟିଯିବ ବ୍ଲୁ ଟିକ୍‌ ମାର୍କ !

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍‌ ହଟିଯିବ । 

Divyang dies due to delay in release of pension in Odisha’s Udala
ବାଃ.. ବାଃ..ରେ ବ୍ୟବସ୍ଥା ! ଦିବ୍ୟାଙ୍ଗ ପୁଅକୁ ଦେଇପାରିଲେନି ଔଷଧ, ଚାଲିଗଲା ଜୀବନ

୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ ।

IITian Left high paid Job For Bar Dancer Girl Friend
ବାପ୍‌ରେ କି ପ୍ରେମ ! ଦୁବାଇରୁ IIT ଚାକିରି ଛାଡ଼ି ଏଠି ଗର୍ଲଫ୍ରେଣ୍ଡ ପାଇଁ ଅପରାଧୀ ହେଲେ, ଏବେ ଜେଲ୍‌ରେ...

ଦୁବାଇର ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଦିନ କାଟୁଥିବା ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଦିନ କାଟୁଛନ୍ତି । 

Dakabangala
ଜରାଜୀର୍ଣ୍ଣ ଡାକବଙ୍ଗଳା...ଦିନେ ଏଇଠି ରହୁଥିଲେ ବ୍ରିଟିଶର

୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ ପରିଣତ ହେଲାଣି।

Covid-19
ବଢୁଛି ସଂକ୍ରମଣ, ବଢୁଛି ଭୟ; ଦିନକରେ ୧୨ ହଜାର ୫୯୧ ନୂଆ ଆକ୍ରାନ୍ତ

ଓମିକ୍ରନର ସବ ଭେରିଏଣ୍ଟ XBB.1.16 ଅଧିକ ମାତ୍ରାରେ ମାଡ଼ିବାରେ ଲାଗିଛି ।

4 Army jawans dead
ଜମ୍ମୁ-କାଶ୍ମୀର ପୁଞ୍ଛରେ ଜଳିଗଲା ସେନା ଟ୍ରକ୍‌; ୪ ଯବାନ ସହିଦ

ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।

Kirandeep Kaur
ଅମ୍ରିତପାଲ ସିଂଙ୍କ ପତ୍ନୀ କିରଣଦୀପ ବିମାନବନ୍ଦରରେ ଅଟକ

ବିମାନବନ୍ଦରରେ କିରଣଦୀପଙ୍କୁ କିଛି ସମୟର ପଚରାଉଚରା ପରେ ଛାଡ଼ି ଦିଆଯାଇଛି । କିନ୍ତୁ ତାଙ୍କୁ ଦେଶ ଛାଡ଼ି ଯିବାକୁ ମନା କରାଯାଇଛି ।

Scating
ସ୍କେଟିଂ ଖେଳାଳିଙ୍କୁ ଅଣଦେଖା : ଇଚ୍ଛା ଥିଲେ ବି ନାହିଁ ଭିତ୍ତିଭୂମି

ମନରେ ଦୃଢ ଇଚ୍ଛାଶକ୍ତି ସହ ‌ସେମାନଙ୍କ ଭିତରେ ଭରି ରହିଛି ଜୋସ୍‌ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ସ୍ୱପ୍ନ କେମିକି ସ୍କେଟିଂ ଖେଳିବେ? କେମିତି ଭାରତର ନାଁ ରଖିବେ । ସେଇଥି ଲାଗି ତ ପଡ଼ିଆରେ ପ୍ରତିଦିନ ୩୦ ରୁ ଅଧିକ ଖେଳାଳି ସ୍କେଟିଂ ପ୍ରାକ୍ଟିସ୍‌ରେ ବ୍ୟସ୍ତ ରହୁଛନ୍ତି । ହେଲେ ଦୁଃଖର କଥା ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ସ୍କେଟିଂ ଖେଳାଳିଙ୍କର ହୋଇପାରୁନାହିଁ ଉନ୍ନତି।

sp office road problem
ଚରମସୀମାରେ ଦୁର୍ନୀତି : ଏସ୍‌ପି ଅଫିସ ରାସ୍ତା ମାସେ ନପୁରୁଣୁ ଫାଟି ଆଁ କଲାଣି

ଯାଜପୁର ଏସ୍‌ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।

Kotia
ଓଡ଼ିଶା ସ୍କୁଲରୁ ବିଜୁଳି କାଟିଦେଲା ଆନ୍ଧ୍ର !

ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି

Bus Stand
ନୂଆ ବସ୍‌ଷ୍ଟାଣ୍ଡ ହେବ ବୋଲି ସବୁ ଭାଙ୍ଗିଦେଲେ : ଏବେ ଖରାରେ ଆଉଟୁପାଉଟୁ ଯାତ୍ରୀ

ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍‌ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି

Severe water scarcity
୧୫ ବର୍ଷ ହେଲାଣି ପାଣି ମିଳୁନି : ଖରାରେ ସିଝି ସିଝି ପାଣି ପାଇଁ ଯାଉଛନ୍ତି ମାଇଲେ ବାଟ

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।

School Problem
ସ୍କୁଲ ଘର ଅଧାପନ୍ତରିଆ : ଭୂତ ଖାଇଗଲା ଟଙ୍କା !

ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।

Nayagarh Collector Asking For 25 Lakh Rupees Bribe !
ନୟାଗଡ଼ ଜିଲ୍ଲାପାଳ ମାଗିଥିଲେ କି ୨୫ ଲକ୍ଷ ଟଙ୍କା ଲାଞ୍ଚ ?

ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ । ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Bear Attack
ସଫା ହେଉଛି ଜଙ୍ଗଲ : ମଣିଷ-ଭାଲୁ ଭିତରେ ଚାଲିଛି ଲଢ଼େଇ

ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ ସଫା ହେଲେ ବାଘ, ଭାଲୁ ଓ ହାତୀ ରହିବେ କେଉଁଠି? ନିଜ ଆଖି ସାମ୍ନାରେ ଜଙ୍ଗଲ ସଫା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜୀବଜନ୍ତୁ।

CRPF Jawan Deadbody Found Hanging From Forest In Jajpur
ଜଙ୍ଗଲରୁ ମିଳିଲା ଯବାନଙ୍କ ଝୁଲନ୍ତା ମୃତଦେହ, ଛୁଟିରେ ଘରକୁ ଆସିଥିଲେ...

ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି।

BJD
ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦୁଇଫାଳ !

ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ସାଲେପୁର ସହରର ମଧ୍ୟ ଭାଗରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପୁଷ୍ପମାଲ୍ୟ ଦେଇଥିଲେ ହିମାଂଶୁ କୁମାର ମହାନ୍ତି । ତାପରେ ସାଲେପୁର ବିଶ୍ୱେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ସଭା ବି ହୋଇଥିଲା 

Agniveer, Indian Army Online Exam
ଏଣିକି ସେନାରେ ନିଯୁକ୍ତି ପାଇଁ ପ୍ରଥମେ ହେବ ଅନ୍‌ଲାଇନ୍‌ ପରୀକ୍ଷା

ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।