ଆଜି ବି ହିଟ୍ ୱେଭ୍ ନେଇ ପାଣିପାଗ ବିଭାଗ ଜାରି କରିଛି ୱାର୍ଣ୍ଣିଂ । ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ୟଶ ଚୋପ୍ରାଙ୍କ ପତ୍ନୀ ପାମେଲା ଚୋପ୍ରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି।
ଉମେଶ ପାଲ୍ ହତ୍ୟାକାଣ୍ଡରେ ଫେରାର ଥିବା ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
କେବଳ ଅନ୍ ଫିଲ୍ଡ ନୁହେଁ ଅଫ୍ ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପିଲାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ବଢ଼ାଇଛନ୍ତି ସାହାଯ୍ୟର ହାତ ।
ବିଗ୍ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର ହୋଇଛି। ଏକ ମିଥ୍ୟା ଖବର ଘଟଣାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।
ପୁଣି ବଲିଉଡ୍ ଭାଇଜାନ ସଲମାନ ଖାନ୍ଙ୍କୁ ହତ୍ୟା ଧମକ। ଏବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍ ଆସିଛି। ଏଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି।
ଗୁରୁବାର ୟେମେନ୍ରେ ଏକ ଖୈରାତ୍ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଆହତ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
ଧାର୍ମିକ ଫଟୋଚିତ୍ରର ପ୍ରଭାବ ଆମ ଅବଚେତନ ମନରେ ପଡ଼ିଥାଏ, ଯାହା ଆମ କାର୍ଯ୍ୟ ଉପରେ ପ୍ରତିଫଳିତ ହୋଇଥାଏ। ଏଣୁ ଧାର୍ମିକ ଚିତ୍ର ଘରେ ଲଗାଇବାକୁ ହେଲେ ବାସ୍ତୁର କେତେକ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଏହା ଅଶୁଭ ଫଳ ଦେଇପାରେ।
ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍ଙ୍କ ବଦଳି ହୋଇଛି। ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ।
ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।
ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର ।
ସମ୍ବଲପୁରରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍ ବ୍ୟାଣ୍ଡ୍, ଲିଜ୍ ଲାଇନ କାମ କରିବ।
ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍ ଛୁଟି ଘୋଷଣା ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା ହୋଇଛି।
ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।
ଲିଡ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହ ପହଁଚିଛନ୍ତି ଫିଲ୍ମର ପୁରା ଟିମ୍
ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି।
World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।
ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି
ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।
ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।
VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' ।
ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।
ସରକାରୀ ସ୍କୁଲ୍ର ଶ୍ରେଣୀଗୃହକୁ କରାଯାଇଛି ଜବରଦଖଲ। ଏଠାରେ ଚାଲିଛି ରାସନ ସାମଗ୍ରୀ ବଣ୍ଟନ। ଏହା ଖୋଲାଖୋଲିଭାବେ ଚାଲୁଥିଲେ ବି କାହାରି ନଜର ପଡୁନି।
ଆଡମିଶନ୍, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...