ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା..
ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI
ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ ।
ପ୍ରଥମ ଥର ଲାଗି ଅଭିନବ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି ।
'ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ।
ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା?
ବେରୋଜଗାର ପାଇଁ ଗଂଜେଇ ଚାଷ ସାଜିଛି ସାହାରା । ସତ ମିଛର ନାଲି ଆଖି ଦେଖାଇ ପୋଲିସ ନେଉଛି ବଟି ।
ଶାଶୂ-ବୋହୂର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହେ । କାରଣ ଏମାନଙ୍କ ମଧ୍ୟରେ କଳି-ଝଗଡା ହେବା ଏକ ନିତିଦିନିଆ କଥା...ହେଲେ ଏମିତି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏ ଶାଶୂ ଜଣକ ନିଜ ଜୀବନକୁ ବିପଦରେ ପକାଇ ବୋହୂକୁ ଦେଇଦେଇଛନ୍ତି କିଡନୀ । ଆଉ ଶାଶୂଙ୍କ ମହାନତାକୁ ନେଇ ଏବେ ସବୁଠୁ ଛୁଟୁଛି ପ୍ରଶଂସା...
ଆଗକୁ ଏସିଆ କପ୍, ଏହାପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍ । ଏପରିସ୍ଥଳେ ପେସର୍ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ‘ବୁଷ୍ଟର୍ ଡୋଜ୍’ ହେବ କି? ଆଘାତରୁ ସୁସ୍ଥ ହୋଇ ଦୀର୍ଘ ଦିନ ପରେ ଟିମ୍କୁ ଆସିଥିବା ଏହି ଅଭିଜ୍ଞ ବୋଲର୍ କ’ଣ ତାଙ୍କ ପୂର୍ବ ଫର୍ମକୁ ଫେରିପାରିବେ?
ଏହା ପରେ ବିରୋଧୀ ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।
ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହୋଇଥିବା ପରିବର୍ତ୍ତନକୁ ନେଇ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ସେ ସିକ୍ସପ୍ୟାକ୍ ଆବ୍ସ ବାଲା ଅଭିନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଆଜିକାଲି ଅଭିନେତାମାନେ ନିଜ ଶରୀରର ଲୋମ ଶେଭ୍ କରିଦେଉଛନ୍ତି, ଫଳରେ ସେମାନେ ଝିଅପିଲାଙ୍କ ଭଳି ଦିଶୁଛନ୍ତି।
ଆଗାମୀ ଦିନରେ ପାଣ୍ଡିଆନ ହିଁ ଟିକେଟ ଫାଇନାଲ କରିବେ ବୋଲି ମଧ୍ୟ ବିରୋଧୀ ଦଳ ସିଧାସଳଖ କହୁଛନ୍ତି । ଆଉ ଏହି ଟିକେଟ ଲୋଭରେ ଜଣେ ନେତା ଜଣକ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ଯାଉଥିବା କୁହାଯାଉଛି।
ଓଟିଭିର ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ଆବଶ୍ୟକୀୟ ଏକ ମନୋନୟନ ଫର୍ମ ପୂରଣ ସହ ଆବେଦନ କରିବାକୁ ହେବ।
ବୁଲାଇ ନେବା ବାହାନାରେ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲା ମାଆର ପ୍ରେମିକ । ସେଲଫି ଉଠାଇବାକୁ କହି ବ୍ରିଜରୁ ଠେଲିଦେଲା, ତା’ପରେ..
ସାବଧାନ..କୌଣସି ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଉଛନ୍ତି କି ..
ଇତିହାସରେ ଏମିତି ଅନେକ ଘଟଣା ଘଟିଛି ଯାହାକି ନାରୀଟିଏ ନିଜର ଆତ୍ମସମ୍ମାନ ଏବଂ ସ୍ୱାଭିମାନ ପାଇଁ ନିଜକୁ ସୁଦୃଢ କରି ଛିଡା ହେବାର ସାହସ ଦେଖେଇଛି। ସେ ଭିତରୁ ଫାତିମା ବେଗମ ଜଣେ। ସ୍ୱାମୀ କରିଦେଲେ ପର। ଆରମ୍ଭ ହେଲା ସଂଘର୍ଷ। ହେଇଗଲେ ପ୍ରଥମ ନାରୀ ଅଭିନେତ୍ରୀ ଓ ନିର୍ଦ୍ଦେଶିକା। ଆସନ୍ତୁ ଜାଣିବା ତାଙ୍କ କାହାଣୀ।
କରୋନା ସମୟରେ ୮,୦୦୦ରୁ ଅଧିକ ବିବାହ ହୋଇଥିଲା । ବିବାହ ସମୟର ପ୍ରମାଣପତ୍ରରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି ।
ଆଶାୟୀ ପ୍ରାର୍ଥୀମାନେ ୨୦୨୩ ଅଗଷ୍ଟ ୧ ତାରିଖରୁ ୨୦୨୩ ଅଗଷ୍ଟ ୨୧ ତାରିଖ ଯାଏଁ ଆବେଦନ କରିପାରିବେ ବୋଲି କୁହାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ ଯୋଗେ ଅଫିସିଆଲ୍ ୱେବସାଇଟ୍ www.isro.gov.inରେ ଆବେଦନ କରିପାରିବେ ।
ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭଳି ନୂଆ ହିତାଧିକାରୀ ଭତ୍ତା ପାଇବେ । ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ପ୍ରଥମ ଭତ୍ତା ପାଇବେ ।
ମଣିଷ ଉଚ୍ଚତା ଠାରୁ ବଡ଼ ତାଲା.. ଭଗବାନ ଶ୍ରୀରାମଙ୍କ ପାଇଁ ବିଶାଳକାୟ ତାଲା ତିଆରି କଲେ ଭକ୍ତ ।
ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ଅଛି ।
ଭିଡିଓଟିରେ ଯେଉଁ ଭଲପାଇବା ଦେଖିବାକୁ ମିଳୁଛି ତାହା ସତରେ ବିରଳ । ଯାହାକୁ ବର୍ଣ୍ଣନା କରିବାକୁ ହୁଏତ ଶବ୍ଦର ଅଭାବ ପଡ଼ିପାରେ । କାରଣ ଭିଡିଓଟିରେ ବନ୍ଧୁତା ଓ ଭଲପାଇବା ହଜାଇ ଦେଇଛି ନିଜର ଅସ୍ତିତ୍ୱ ।
ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।
କଟକ ମହିଳା ଥାନାରେ ସୌରିନ୍ ହାଜର ହୋଇଥିବାବେଳେ ଥାନାକୁ ଯିବା ସମୟରେ ଗଣମାଧ୍ୟମ ଆଗାରେ ସେ ପ୍ରତିକ୍ରିୟା ରଖିଛନ୍ତି ।