• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Marijuana Chocolate
ସାଧାରଣ ଚକୋଲେଟ ଭଳି ଦିଶୁଛି ଏହି ଗଞ୍ଜେଇ ଚକୋଲେଟ୍ !

ଏହି ଖବର ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଏହା ଗଞ୍ଜେଇ ବିକିବାର ଏକ ନୂଆ ଉପାୟ । ପୂର୍ବରୁ କେବେ ଏଭଳି ଖବର ସାମ୍ନାକୁ ଆସିନଥିଲା । 

Independence Day Offer
ଦିଲ୍ଲୀରୁ ଆଗ୍ରା କି ଚଣ୍ଡିଗଡ଼ କି ଡେରାଡୁନ୍ ! ଯୁଆଡ଼େ ଗଲେ ବି ୧ ଟଙ୍କା

ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଏକ ପରିବହନ ସଂସ୍ଥା ଏଭଳି ଅଫର ଦେଇଛି । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥା ପକ୍ଷରୁ ଏଭଳି ଏକ ଜବରଦସ୍ତ ଅଫର ଦିଆଯାଇଛି ।

Punjab man kills daughter
ନୃଶଂସ ବାପା ! ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା, ପରେ ବାଇକ୍‌ରେ ବାନ୍ଧି ରାସ୍ତାରେ ଟାଣିଟାଣି ନେଲା

ପୋଲିସ କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା । ଘରକୁ ଫେରିବା ପରେ ତା’ର ବାପା ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।

Today Panchang
Today Panchang 11th August 2023: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

AIR INDIA
ଲଞ୍ଚ ହେଲା Air Indiaର ନୂଆ ଲୋଗୋ...

ଏହାର ଉଡ଼ାଣ ମାନକୁ ଉନ୍ନତ କରିବା ଏବଂ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଟାଟା ସନସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍ ।

Triranga Designer Pingali Venkayya
ପ୍ରଥମେ କ’ଣ ଥିଲା ୩ ରଙ୍ଗର ଉଦ୍ଦେଶ୍ୟ ? କେମିତି ଥିଲା ଡିଜାଇନରଙ୍କ ଶେଷ ସମୟ ?

ସେ ଗାନ୍ଧିଜୀଙ୍କ ଆଦର୍ଶରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସବୁଦିନ ପାଇଁ ଭାରତ ଫେରି ଆସିଥିଲେ। ପରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । 

Bollywood
ସିନେମା ହଲ୍‌ରେ ହେବ ଜୋରଦାର ଲଢ଼େଇ, ଅକ୍ଷୟ କୁମାର vs ସନ୍ନି ଦେଓଲ

ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ୨୦୦୧ରେ ରିଲିଜ୍ ହୋଇଥିବା ଗଦରକୁ ପୁଣି ଥରେ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

Har Ghar Triranga
ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ଆରମ୍ଭ ହେଲା ଦ୍ୱିତୀୟ ଅଭିଯାନ

ଦେଶର ବିଭିନ୍ନ କୋଣ ଅନୁକୋଣରେ ଆଜିଠୁ ଅନେକ କାର୍ଯ୍ୟକ୍ରମ ହେବ । ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳିବ ତ୍ରିରଙ୍ଗା ।

15 kg sized tumour removed from youth stomach
ଯୁବକଙ୍କ ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର, ଅପରେସନ୍‌ ପାଇଁ ଲାଗିଥିଲା ୬ ଘଣ୍ଟା...

ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅପରେସନ ପରେ ୧୯ ବର୍ଷୀୟ ଯୁବକଙ୍କ ପେଟରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ ଏହି ଟ୍ୟୁମର ବାହାର କରିଛନ୍ତି ।

Cuttack Excise Police Nabs Liquor Mafia
ଫିଲ୍ମ ଷ୍ଟାଇଲରେ ପୋଲିସ-ମଦ ମାଫିଆ ଗୋଡ଼ାଗୋଡ଼ି

ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ୍‌ ନଥିଲା

odisha weather
ଶ୍ରାବଣରେ ମୌସୁମୀର ଲୁଚକାଳି; ଶୁଖିଲା ପଡ଼ିଛି ଜମି, ଚିନ୍ତାରେ ଚାଷୀ

ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ଚିନ୍ତା ଘାରିଛି ତାଙ୍କୁ ।

agniveer
ଚର୍ଚ୍ଚାରେ ନନ୍ଦକିଶୋରଙ୍କ କାହାଣୀ; ପରିସ୍ଥିତି ବନାଇଥିଲା ଶ୍ରମିକ, ହେଲେ ଆଜି ସେ ଅଗ୍ନିବୀର

ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।

dengue
ରାଜଧାନୀରେ ଡେଙ୍ଗୁ ବେକାବୁ ! କ୍ୟାପିଟାଲ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ

ବିଏମସିର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ଅଗଷ୍ଟ ପହିଲାରୁ ଆଜି ଯାଏ ୩୬୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଆସିବା ପରି ଏବେ ଚେତିଛି ଭୁବନେଶ୍ୱର ମହାନଗର ନିଗମ । ବିଏମ୍‌ସି ଜାରି କରିଛି ଅଜବ ନିର୍ଦ୍ଦେଶନାମା ।

Subhalaxmi
ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ବଢିଚାଲିଛି ସସ୍‌ପେନ୍ସ !

ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।

Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

BJD - BJP
ଜାତୀୟ ସ୍ତରରେ ନବୀନଙ୍କ ଭାବମୂର୍ତ୍ତି ସଂକଟରେ ! ସନ୍ଦେହରେ ଜନତା, ଦ୍ୱନ୍ଦ୍ୱରେ କ୍ୟାଡର

ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।

Modi On Manipur
ମଣିପୁରକୁ ନେଇ ମୋଦି କହିଲେ, ହେବ ଶାନ୍ତିର ସୂର୍ଯ୍ୟୋଦୟ

ଭାରତମାତାଙ୍କୁ ନେଇ ଯାହା କୁହାଗଲା, ମର୍ମାହତ କରିଛିା ବିରୋଧୀଙ୍କ କଣ ହୋଇଛି? କ୍ଷମତାରୁ ଗଲେ କଣ ଏମିତି ହୁଅନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Rahul Gandhi
ସଂସଦ ରେକର୍ଡରୁ ହଟିଲା ରାହୁଲ ଗାନ୍ଧିଙ୍କ ଶବ୍ଦ

ବିତର୍କରେ ଭାଗ ନେଇ କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି।

No Confidence Motion
କାଟ ଖାଇଲା ଅନାସ୍ଥା, ଭୋଟିଂ ପୂର୍ବରୁ କକ୍ଷ ତ୍ୟାଗ କରିସାରିଥିଲେ ବିରୋଧୀ

ବାଚନିକ ଭୋଟ ପୂର୍ବରୁ କକ୍ଷତ୍ୟାଗ କରିସାରିଥିଲେ ବିରୋଧୀ । 

Congress MP Adhir Ranjan Chowdhury suspended from Lok Sabha
ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀ ଗୃହରୁ ସସ୍‌ପେଣ୍ଡ

ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍‌ ବାଚସ୍ପତି ।

man killed his wife
୭୦ ହଜାର ଟଙ୍କା ଦେଇ ବାହାହେଲା, ନିଜ ହାତରେ ମାରିଦେଲା

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। 

Narendra Modi
ସଂସଦରେ ବିରୋଧୀଙ୍କ ଖୁବ୍‌ ମଜାକ୍ ଉଡ଼ାଇଲେ ମୋଦି, ହସରେ ଫାଟିପଡ଼ିଲା ଗୃହ

ମୋଦି କହିଲେ, ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି ।

Prank Gone Wrong
ମଜାକ୍‌ ହେଲା ସଜା ! ସାଙ୍ଗ କାର୍‌ରେ ଖଞ୍ଜିଥିଲା ୧୨ କେଜିର ବିସ୍ଫୋରକ, ପୋଲିସ ଗିରଫ କଲା...

ଯଦି ମଜାକ୍ ଥିଲା ତେବେ ପୋଲିସ କାହିଁକି ଗିରଫ କଲା ? ଆଉ ଯଦି ସାଙ୍ଗ ସହ ମଜାକ୍ କରିବାର ଥିଲା ତେବେ ସେ କ’ଣ ସତ ସତିକା ବିସ୍ଫୋରକ ଖଞ୍ଜିଥିଲା କି, ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କଲା ?

sushil kumar won Rs 5 crore on KBC, lost all his money
କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ...

କେବିସିରେ କୋଟିପତି ହୋଇଥିବା ସୁଶିଲ କେମିତି ହେଲେ ଭିକାରୀ। ଏନେଇ ସେ ସୋସିଆଲ ମିଡିଆରେ ସବୁକିଛି କହିଛନ୍ତି।

Ratna Bhandar
ରତ୍ନଭଣ୍ଡାର ମାମଲା: ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦିଆଯାଇଛି ଭୁଲ ତଥ୍ୟ !

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।